ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ରେ ବିସ୍ଫୋରଣ, ଚାଲିଗଲା ୭ ଜଣଙ୍କ ଜୀବନ

କାବୁଲ: ଡବଲ ବିସ୍ଫୋରଣରେ ଥରିଛି ତାଲିବାନ କବଳରେ ଥିବା ଆଫଗାନିସ୍ତାନ। ଆଜି ବଲଖାର ଉତ୍ତର ଭାଗରେ ଗୋଟିଏ ଗାଡ଼ି ତୈଳ ଡିପୋରେ କାମ କରିବାକୁ ଲୋକଙ୍କୁ ନେଉ ଯାଉଥିବା ବେଳେ ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି। ଏହି ବିସ୍ଫୋରଣରେ ୭ ଜଣ ଶ୍ରମିକ ପ୍ରାଣ ହରାଇଛି। ସେହିପରି ଜଲାଲାବାଦରେ ମଧ୍ୟ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ପୁଲିସ୍‌ ମୁଖପାତ୍ର ମହମ୍ମଦ ଆସିଫ ୱାଜେରି କହିଛନ୍ତି, ଆଜି ସକାଳ ପ୍ରାୟ ୭ଟା ବେଳେ ବଲଖାରେ ଗୋଟିଏ […]

Bus

Bus

Hemant Lenka
  • Published: Tuesday, 06 December 2022
  • Updated: 06 December 2022, 08:07 PM IST

କାବୁଲ: ଡବଲ ବିସ୍ଫୋରଣରେ ଥରିଛି ତାଲିବାନ କବଳରେ ଥିବା ଆଫଗାନିସ୍ତାନ। ଆଜି ବଲଖାର ଉତ୍ତର ଭାଗରେ ଗୋଟିଏ ଗାଡ଼ି ତୈଳ ଡିପୋରେ କାମ କରିବାକୁ ଲୋକଙ୍କୁ ନେଉ ଯାଉଥିବା ବେଳେ ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି। ଏହି ବିସ୍ଫୋରଣରେ ୭ ଜଣ ଶ୍ରମିକ ପ୍ରାଣ ହରାଇଛି। ସେହିପରି ଜଲାଲାବାଦରେ ମଧ୍ୟ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

ପୁଲିସ୍‌ ମୁଖପାତ୍ର ମହମ୍ମଦ ଆସିଫ ୱାଜେରି କହିଛନ୍ତି, ଆଜି ସକାଳ ପ୍ରାୟ ୭ଟା ବେଳେ ବଲଖାରେ ଗୋଟିଏ ବିସ୍ଫୋରଣ ହୋଇଛି। ତୈଳ କମ୍ପାନୀର ଶ୍ରମିକ ଓ କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା। ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

ବସ୍‌ ଭିତରେ ବିସ୍ଫୋରଣ ହୋଇଥିବାରୁ ଗାଡ଼ିଟିର ଗୋଟିଏ ପାର୍ଶ୍ୱ ଅଞ୍ଚଳ ଛିନଛତ୍ର ହୋଇଯାଇଛି। ବଲଖା ପୁଲିସ ଘଟଣାର ତଦନ୍ତ କରିବା ସହ ବିସ୍ଫୋରଣ ପଛରେ ଥିବା ଲୋକଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ଏହି ବିସ୍ଫୋରଣର କିଛି ସମୟ ପରେ ଜଲାଲାବାଦର ମନି ଏକ୍ସଚେଞ୍ଜ ମାର୍କେଟରେ ମଧ୍ୟ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। କିନ୍ତୁ ବିସ୍ଫୋରଣ କାରଣ ଏଯାଏ ଜଣାପଡ଼ି ନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story