ତାଲିବାନ ପଞ୍ଝାରୁ ମୁକୁଳିବା ପାଇଁ ଏୟାରପୋର୍ଟରେ ଏମିତି କାମ କରିଛନ୍ତି ଆଫଗାନ ମହିଳା

କାବୁଲ: ତାଲିବାନ ଶାସନରୁ ମୁକୁଳିବା ପାଇଁ ଆଫଗାନିସ୍ତାନବାସୀ କେତେ ବିକଳ, ତା’ର ଆଉ ଗୋଟିଏ ଚତ୍ର ସାମ୍ନାକୁ ଆସିଛି। କାବୁଲରୁ ଆମେରିକାକୁ ଏୟାରଲିଫ୍ଟ ହେବା ପାଇଁ ଅନେକ ଆଫଗାନ ମହିଳା ଏୟାରପୋର୍ଟ ବାହାରେ ବାଧ୍ୟ ହୋଇ କିଛି ଲୋକଙ୍କୁ ବିବାହ କରିଛନ୍ତି। ସେମାନଙ୍କୁ ଏପରି କରିବାକୁ ପରିବାର ଲୋକ ବାଧ୍ୟ କରିଥିଲେ। ତାଲିବାନ ଭୟରେ ସେମାନେ ବିବାହ ମଧ୍ୟ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେରିକା କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି। କାବୁଲରୁ ଯାଇ […]

Kabul

Kabul

Hemant Lenka
  • Published: Friday, 03 September 2021
  • Updated: 03 September 2021, 04:20 PM IST

କାବୁଲ: ତାଲିବାନ ଶାସନରୁ ମୁକୁଳିବା ପାଇଁ ଆଫଗାନିସ୍ତାନବାସୀ କେତେ ବିକଳ, ତା’ର ଆଉ ଗୋଟିଏ ଚତ୍ର ସାମ୍ନାକୁ ଆସିଛି। କାବୁଲରୁ ଆମେରିକାକୁ ଏୟାରଲିଫ୍ଟ ହେବା ପାଇଁ ଅନେକ ଆଫଗାନ ମହିଳା ଏୟାରପୋର୍ଟ ବାହାରେ ବାଧ୍ୟ ହୋଇ କିଛି ଲୋକଙ୍କୁ ବିବାହ କରିଛନ୍ତି। ସେମାନଙ୍କୁ ଏପରି କରିବାକୁ ପରିବାର ଲୋକ ବାଧ୍ୟ କରିଥିଲେ। ତାଲିବାନ ଭୟରେ ସେମାନେ ବିବାହ ମଧ୍ୟ କରିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେରିକା କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି। କାବୁଲରୁ ଯାଇ ୟୁଏଇର ଗୋଟିଏ ଉଦ୍ଧାରକାରୀ ସେଣ୍ଟରେ ଥିବା କିଛି ଆଫଗାନ ପରିବାରଙ୍କ ପକ୍ଷରୁ ଏପରି ତଥ୍ୟ ମିଳିଛି। ଏହି ପରିବାର ମହିଳାମାନେ ତାଲିବାନ ପଞ୍ଝାରୁ ମୁକଳିବା ପାଇଁ ଏୟାରପୋର୍ଟ ବାହାରେ କିଛି ଲୋକଙ୍କୁ ବିବାହ କରି ଏୟାରଲିଫ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଖାଲି ସେତିକି ନୁହେଁ, ଏୟାରଲିଫ୍ଟ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ପୁରୁଷମାନଙ୍କୁ ଟଙ୍କା ଦେଇ କିଛି ଆଫଗାନ ପରିବାର ସେମାନଙ୍କ ସହ ଥିବା ମହିଳାଙ୍କୁ ବିବାହ କରାଇଛନ୍ତି। କିଛି ଲୋକ ଟଙ୍କା ନେଇ ଆଫଗାନ ମହିଳାଙ୍କ ସ୍ୱାମୀ ଭାବେ ଅଭନିୟ କରି ଉଦ୍ଧାରରେ ସହାୟକ ହୋଇଥିବା ମଧ୍ୟ ଜଣାପଡ଼ିଛି।

ଏପରି ଘଟଣା ସାମ୍ନାକୁ ଆସିବା ପରେ ମହିଳାମାନଙ୍କର ଚାଲାଣ ଆଶଙ୍କା ବଢ଼ିଛି। ଏଥିପାଇଁ ଆମେରିକା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି। ଆମେରିକା ପକ୍ଷରୁ ୟୁଏଇର ସହାୟତା ମଧ୍ୟ ଲୋଡ଼ା ଯାଇଛି।

ସୂଚନାଯୋଗ୍ୟ, ତାଲିବାନ ଆଫଗାନକୁ ଦଖଲ କରିଥିବାରୁ ମହିଳାମାନଙ୍କ ଉପରେ ନିର୍ଯାତନା ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଆଫଗାନ ମହିଳାମାନେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି। ଆମେରିକା ସେନା ସୋମବାର କାବୁଲ ଏୟାରପୋର୍ଟକୁ ସଂପୂର୍ଣ୍ଣ ଭାବେ ଖାଲି କରିଦେଇଛି।

ଏବେ ଉଦ୍ଧାର ହେବା ପାଇଁ ଲକ୍ଷ୍ୟ ରଖିଥିବା ମହିଳାମାନେ ଚିନ୍ତାରେ ପଡ଼ିଛନ୍ତି। କାବୁଲ ଛାଡ଼ିବା ପୂର୍ବରୁ ଆମେରିକା ଅନେକ ପୁରୁଷ ଓ ମହିଳାଙ୍କୁ ଏୟାରଲିଫ୍ଟ କରିଥିଲା। ଏହି ସମୟରେ କିଛି ଆଫଗାନ ପରିବାର ନିଜ ସହ ଥିବା ମହିଳାମାନଙ୍କୁ ଏୟାରପୋର୍ଟ ବାହାରେ ପର ପୁରୁଷ ସହ ବିବାହ କରାଇ ଏୟାରଲିଫ୍ଟ କରାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story