ଚାଲିଗଲେ ନୋବେଲ ଶାନ୍ତି ବିଜେତା ଡେସମଣ୍ତ ଟୁଟୁ

ଜୋହାନ୍ସବର୍ଗ: ଆଉ ନାହାନ୍ତି ନୋବେଲ ଶାନ୍ତି ବିଜେତା ତଥା ମହାନ ସାମାଜିକ କର୍ମୀ ଡେସମଣ୍ଡ ଟୁଟୁ। ଆଜି ଦକ୍ଷିଣ ଆଫ୍ରିକାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଜୀବନବ୍ୟାପି ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼େଇ କରି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଏଥିପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକାର ଆର୍ଚବିଶପ ଭାବେ ପରିଚୟ ହାସଲ କରିଥିଲେ। ୧୯୯୦ ମସିହାରେ ଟୁଟୁ କ୍ୟାନସର ଜନିତ ସମସ୍ୟାରେ ପଡ଼ିଥିଲେ। ଏହାପରେ […]

Tutu

Tutu

Hemant Lenka
  • Published: Sunday, 26 December 2021
  • Updated: 26 December 2021, 03:04 PM IST

ଜୋହାନ୍ସବର୍ଗ: ଆଉ ନାହାନ୍ତି ନୋବେଲ ଶାନ୍ତି ବିଜେତା ତଥା ମହାନ ସାମାଜିକ କର୍ମୀ ଡେସମଣ୍ଡ ଟୁଟୁ। ଆଜି ଦକ୍ଷିଣ ଆଫ୍ରିକାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଜୀବନବ୍ୟାପି ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼େଇ କରି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ।

ଏଥିପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକାର ଆର୍ଚବିଶପ ଭାବେ ପରିଚୟ ହାସଲ କରିଥିଲେ। ୧୯୯୦ ମସିହାରେ ଟୁଟୁ କ୍ୟାନସର ଜନିତ ସମସ୍ୟାରେ ପଡ଼ିଥିଲେ। ଏହାପରେ ସେ ସୁସ୍ଥ ହୋଇ ଯାଇଥିଲେ। କିନ୍ତୁ ବୟସ ବଢ଼ିବା ସହ ବିଗତ କିଛି ବର୍ଷ ହେଲା ସେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ।

ଆଜି ଶେଷରେ କେପ ଟାଉନରେ ଥିବା ଓଆସିସି ଫ୍ରଇଲ କେୟାର ସେଣ୍ଟର୍‌ରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତେବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ଦିଆଯାଇନି।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସରିଲ ରାମାଫୋସା କହିଛନ୍ତି ଯେ “ଅର୍ଚବିଶପ ଡେସମଣ୍ଡ ଟୁଟୁଙ୍କ ଦେହାନ୍ତ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଗୋଟିଏ ସାହସୀ ପିଢ଼ିର ଅନ୍ତ ଘଟିଛି। ସେ ବର୍ଣ୍ଣବୈଷମ୍ୟ ସହ ଲଢ଼େଇ କରି ଆମକୁ ନୂଆ ଦକ୍ଷିଣ ଆଫ୍ରିକା ଦେଇଥିଲେ।” ଡେସମଣ୍ଡ ଟୁଟୁଙ୍କୁ ଭାରତ ପକ୍ଷରୁ ଗାନ୍ଧି ଶାନ୍ତି ପୁରସ୍କାରରେ ସମ୍ମାନୀତ କରାଯାଇଛି। ଆଜି ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିନା ହିଂସାରେ ବର୍ଣ୍ଣବୈଷମ୍ୟ ପାଇଁ ଲଢ଼େଇ କରି ସଫଳତା ପାଇଥିବା ଟୁଟୁଙ୍କୁ ୧୯୮୪ରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।

ଏହାର ଦୁଇ ବର୍ଷ ପରେ ଅର୍ଥାତ ୧୯୮୬ରେ ସେ କେପଟାଉନର ପ୍ରଥମ ଅର୍ଚବିଶପ୍ ହୋଇଥିଲେ। ଆଫ୍ରିକା ଜାତୀୟ କଂଗ୍ରେସ ସରକାରଙ୍କ ସହ ଆଲୋଚନା ପରେ ନେଲସନ ମଣ୍ଡେଲା ଜେଲରୁ ଖଲାସ ହୋଇଥିଲେ ଓ ୧୯୯୦ରେ ବର୍ଣ୍ଣବୈଷମ୍ୟ ଆଇନ ରଦ୍ଦ ହୋଇଥିଲା।

୧୯୯୪ ମସିହା ନିର୍ବାଚନ ଜିତିବା ପରେ ମଣ୍ଡେଲା ରାଷ୍ଟ୍ରପତି ହୋଇଥିଲେ ଓ ଟୁଟୁଙ୍କୁ ବର୍ଣ୍ଣବୈଷମ୍ୟ ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ତଦନ୍ତ କରୁଥିବା ଆୟୋଗର ଅଧ୍ୟକ୍ଷ କରିଥିଲେ। ୨୦୦୭ରେ ଭାରତ ସରକାର ତାଙ୍କୁ ଗାନ୍ଧି ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story