ଆମେରିକା ଦେଲା ରିପୋର୍ଟ: ବର୍ଷ ତମାମ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ହୋଇଛି ଆକ୍ରମଣ

ୱାଶିଂଟନ: ଭାରତ ସମ୍ପର୍କରେ ସାଂଘାତିକ ରିପୋର୍ଟ ଦେଇଛି ଆମେରିକା। ୨୦୨୧ରେ ବର୍ଷ ତମାମ ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଇଛି। ସେମାନଙ୍କୁ ହତ୍ୟା କରାଯିବା ସହ ନିର୍ଯାତନା ଓ ଧମକ ଦିଆଯାଇଛି। ପୂରା ବର୍ଷ ତମାମ ଭାରତରେ ଏପରି କାର୍ଯ୍ୟ ଚାଲିଥିଲା ବୋଲି ଆମେରିକାର ବୈଦେଶିକ ବିଭାଗ ତା’ର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକା ବୈଦେଶିକ ବିଭାଗ ରିପୋର୍ଟ ପ୍ରସ୍ତୁତ କରି ସଂସଦରରେ ଉପସ୍ଥାପନ କରିଛି। ଏହି ରିପୋର୍ଟରେ […]

India

India

Hemant Lenka
  • Published: Friday, 03 June 2022
  • Updated: 03 June 2022, 08:55 AM IST

Sports

Latest News

ୱାଶିଂଟନ: ଭାରତ ସମ୍ପର୍କରେ ସାଂଘାତିକ ରିପୋର୍ଟ ଦେଇଛି ଆମେରିକା। ୨୦୨୧ରେ ବର୍ଷ ତମାମ ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଇଛି। ସେମାନଙ୍କୁ ହତ୍ୟା କରାଯିବା ସହ ନିର୍ଯାତନା ଓ ଧମକ ଦିଆଯାଇଛି। ପୂରା ବର୍ଷ ତମାମ ଭାରତରେ ଏପରି କାର୍ଯ୍ୟ ଚାଲିଥିଲା ବୋଲି ଆମେରିକାର ବୈଦେଶିକ ବିଭାଗ ତା’ର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକା ବୈଦେଶିକ ବିଭାଗ ରିପୋର୍ଟ ପ୍ରସ୍ତୁତ କରି ସଂସଦରରେ ଉପସ୍ଥାପନ କରିଛି। ଏହି ରିପୋର୍ଟରେ ଭାରତ ସମ୍ପର୍କରେ ମଧ୍ୟ ତଥ୍ୟ ରହିଛି।

ଫଗି ବଟମ ମୁଖ୍ୟାଳୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ‌ଆନ୍ଥୋନୀ ବ୍ଲିନକେନ ଏହି ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏହି ରିପୋର୍ଟରେ ସମଗ୍ର ବିଶ୍ୱରେ ଧାର୍ମିକ ସ୍ୱାଧୀନତାର ଉଲ୍ଲଙ୍ଘନ ବିଷୟରେ ତଥ୍ୟ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ପ୍ରତିଟି ଦେଶର ଘଟଣାଗୁଡ଼ିକୁ ସ୍ୱତନ୍ତ୍ର ଅଧ୍ୟାୟ ମଧ୍ୟରେ ସମସ୍ତଙ୍କୁ ଅବଗତ କରାଯାଇଛି।

ଆମେରିକା ପକ୍ଷରୁ ଜାରି ହେଉଥିବା ଧାର୍ମିକ ସ୍ୱାଧୀନତା ରିପୋର୍ଟକୁ ଭାରତ ପୂର୍ବରୁ ପ୍ରତ୍ୟାଖ୍ୟାନ କରି ଆସିଛି। ଭାରତ କହିଛି ଯେ ଦେଶର ନାଗରିକଙ୍କର ସମ୍ବିଧାନ ଦ୍ୱାରା ସୁରକ୍ଷିତ ରହିଥିବା ଅଧିକାର ବିଷୟରେ କୌଣସି ବିଦେଶ ସରକାରଙ୍କ ମତ ଦେବାର ଅଧିକାର ନାହିଁ।

ଆମେରିକା ଜାରି କରିଥିବା ରିପୋର୍ଟରେ ଭାରତର ଧାର୍ମିକ ସଂଖ୍ୟାଲଘୁଙ୍କ ସ୍ଥିତାବସ୍ଥା ଉପରେ କୌଣସି ମତାମତ ଦିଆଯାଇନି। କିନ୍ତୁ ଭାରତୀୟ ପ୍ରେସ୍ ଓ ଭାରତ ସରକାରଙ୍କ ରିପୋର୍ଟରେ ପ୍ରକାଶିତ ରିପୋର୍ଟକୁ ଦସ୍ତାବିଜ ଆକାରରେ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ ବିଭିନ୍ନ ଏନଜିଓ ଓ ସଂଖ୍ୟାଲଘୁ ସଂସ୍ଥାଗୁଡ଼ିକ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ କରିଥିବା ଅଭିଯୋଗ ଗୁଡ଼ିକୁ ସ୍ଥାନ ଦିଆଯାଇଛି। କିନ୍ତୁ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା ତଦନ୍ତର ଫଳାଫଳ ସାମ୍ନାକୁ ଆସି ପାରି ନଥିବା ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଥିବା ଭାରତ ଅଧ୍ୟାୟରେ କୁହାଯାଇଛି ଯେ “ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା, ଆକ୍ରମଣ ଓ ଧମକଚମକ ଭଳି ଘଟଣା ବର୍ଷ ସାରା ଜାରି ରହିଥିଲା। ଗୋ ହତ୍ୟା କିମ୍ବା ଗୋ ମାଂସ କାରବାର ଅଭିଯୋଗ କରି ଅଣ-ହିନ୍ଦୁଙ୍କ ବିରୋଧରେ ଗୋ ରକ୍ଷାକାରୀଙ୍କ ନାଁରେ ଆକ୍ରମଣ କରାଯାଇଛି।”

ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଇଥିବା ବୟାନକୁ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି, “ଜୁଲାଇରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ସର୍ବସାଧାରଣରେ କହିଥିଲେ ଯେ ଭାରତରେ ହିନ୍ଦୁ ଓ ମୁସଲମାନମାନଙ୍କର ଡିଏନଏ ସମାନ। ସେମାନଙ୍କୁ ଧର୍ମ ଆଧାରରେ ପୃଥକ କରାଯିବା ଉଚିତ ନୁହେଁ।

ଦେଶରେ ହିନ୍ଦୁ କିମ୍ବା ମୁସଲମାନମାନଙ୍କ ଦବଦବା ରହିପାରିବ ନାହିଁ। ଭାରତରେ କେବଳ ଭାରତୀୟଙ୍କ ଦବଦଦବା ରହିବ। ଭାରତରେ ଇସଲାମ ବିପଦରେ ରହିଛି ବୋଲି ମୁସଲିମ ସଂପ୍ରଦାୟର ଲୋକମାନେ ଭାବି ଭୟଭୀତ ହେବା ଉଚିତ ନୁହେଁ। ଗୋ ସୁରକ୍ଷା ନାଁରେ ଅଣ ହିନ୍ଦୁମାନଙ୍କୁ ହତ୍ୟା କରିବା ହିନ୍ଦୁତ୍ୱ ନୁହେଁ ବୋଲି ଭାଗବତ କହିଥିଲେ। ଧାମିର୍କ ହିଂସା ବଢ଼ୁଥିବାରୁ ସେ ଏପରି କହିଥିଲେ।“

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେପ୍ଟେମ୍ବର ୧୨ରେ ସର୍ବସାଧାରଣରେ କହିଥିଲେ ଯେ ଉତ୍ତରପ୍ରଦେଶର ପୂର୍ବ ସରକାରମାନେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଫାଇଦେ ଦେବା ଭଳି ସରକାରୀ ଜିନିଷ ଆବଣ୍ଟନ କରୁଥିଲେ। ଯାହା ଧାର୍ମିକ ବିଦ୍ୱେଷକୁ ସୁଚାଇ ଥିଲା। ପୁଲିସ୍‌ ଅଣ ହିନ୍ଦୁମାନଙ୍କୁ ମିଡିଆ କିମ୍ବା ସୋଶାଲ ମିଡିଆରେ ବୟାନ ପାଇଁ ଗିରଫ କରୁଥିବା ରିପୋର୍ଟରେ କୁହାଯାଇଛି।

ଏଫସିଆର ୨୦୨୦କୁ ବିରୋଧ କରୁଥିବା ଏନଜିଓଗୁଡ଼ିକୁ ମଧ୍ୟ ଭାରତରେ ନିର୍ଯାତିତ ହୋଇଛନ୍ତି। ବିଶେଷ କରି ଧର୍ମଭିତ୍ତିକ ଏନଜିଓ ବିରୋଧରେ ଭାରତ ସରକାର ପଦକ୍ଷେପ ନେଇଛନ୍ତି। ସେମାନଙ୍କୁ ବିଦେଶରୁ ମିଳୁଥିବା ପାଣ୍ଠିକୁ ହ୍ରାସ କରିଛନ୍ତି ଓ ସରକାରୀ ସହାୟତା ମଧ୍ୟ କିଛି ମାତ୍ରାରେ ବନ୍ଦ କରି ଦେଇଥିବା ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story