ପ୍ରାୟ ୨ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ସୀମା ଖୋଲିବ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ମହାମାରୀ କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ। ଏବେ ସଂକ୍ରମଣ ପ୍ରାୟତଃ କମି ସାରିଥିବାରୁ ଅଷ୍ଟ୍ରେଲିଆ ସରକାର ଫେବୃଆରୀ ୨୧ରୁ ନିଜର ସୀମା ସମସ୍ତଙ୍କ ପାଇଁ ଖୋଲିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିଜେ ଏକଥା ଦେଶବାସୀଙ୍କୁ ଜଣାଇଛନ୍ତି। ମହାମାରୀ କରୋନା ଆରମ୍ଭ ହେବା ଦିନଠାରୁ ଅଷ୍ଟ୍ରେଲିଆ ସରକାର ସାଧାରଣ ଯାତ୍ରୀଙ୍କ ପାଇଁ ଦେଶର ସୀମାକୁ ବନ୍ଦ କରି ଦେଇଥିଲେ। ଏଥିସହ କଡ଼ା କଟକଣା ମଧ୍ୟ ଲଗାଇଥିଲେ। […]

aus

aus

Hemant Lenka
  • Published: Monday, 07 February 2022
  • Updated: 07 February 2022, 11:19 AM IST

Sports

Latest News

ମେଲବର୍ଣ୍ଣ: ମହାମାରୀ କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ। ଏବେ ସଂକ୍ରମଣ ପ୍ରାୟତଃ କମି ସାରିଥିବାରୁ ଅଷ୍ଟ୍ରେଲିଆ ସରକାର ଫେବୃଆରୀ ୨୧ରୁ ନିଜର ସୀମା ସମସ୍ତଙ୍କ ପାଇଁ ଖୋଲିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିଜେ ଏକଥା ଦେଶବାସୀଙ୍କୁ ଜଣାଇଛନ୍ତି।

ମହାମାରୀ କରୋନା ଆରମ୍ଭ ହେବା ଦିନଠାରୁ ଅଷ୍ଟ୍ରେଲିଆ ସରକାର ସାଧାରଣ ଯାତ୍ରୀଙ୍କ ପାଇଁ ଦେଶର ସୀମାକୁ ବନ୍ଦ କରି ଦେଇଥିଲେ। ଏଥିସହ କଡ଼ା କଟକଣା ମଧ୍ୟ ଲଗାଇଥିଲେ। ଏବେ ପ୍ରାୟ ୨ ବର୍ଷ ପରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି।
ଆଜି ସ୍କଟ ମୋରିସନ ଜାତୀୟ ସୁରକ୍ଷା କ୍ୟାବିନେଟ ବୈଠକରେ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସେ ଅଷ୍ଟ୍ରେଲିଆର ସୀମା ଯାତ୍ରୀମାନଙ୍କ ଖୋଲାଯିବ ବୋଲି ଘୋଷଣା କରିଛନ୍ତି।

ସେ କହିଛନ୍ତି, “ପ୍ରାୟ ୨ ବର୍ଷ ତଳେ ଆମେ ସଂକ୍ରମଣ ପାଇଁ ଅଷ୍ଟ୍ରେଲିଆ ସୀମାକୁ ବନ୍ଦ କରିଥିଲୁ। କିନ୍ତୁ ୨୧ ଫେବୃଆରୀ ଠାରୁ ସମସ୍ତ ଭିସାଧାରୀଙ୍କ ପାଇଁ ସୀମା ଖୋଲିବ। ଯଦି ଆପଣ ଟିକାର ଦୁଇଟି ଯାକ ଡୋଜ୍ ନେଇଛନ୍ତି, ତା’ହେଲେ ଆପଣଙ୍କୁ ଅଷ୍ଟ୍ରେଲିଆକୁ ସ୍ୱାଗତ କରାଯିବ।”

ଅଷ୍ଟ୍ରେଲିଆବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ୨୦୨୦ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ସରକାର ସୀମା ବନ୍ଦ କରିଦେଇଥିଲେ। ସେବେଠାରୁ ଅଷ୍ଟ୍ରେଲିଆବାସୀଙ୍କୁ ବିଦେଶ ଯାତ୍ରା କରିବାକୁ ବାରଣ କରାଯାଇଥିଲେ। ସେହିପରି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଯାତ୍ରୀମାନଙ୍କୁ କଡ଼ା କଟକଣା ମଧ୍ୟରେ ଅଷ୍ଟ୍ରେଲିଆରେ ପ୍ରବେଶ ପାଇଁ ଅନୁମତି ମିଳୁଥିଲା।

ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଅନେକ ଲୋକ ଦୁଇ ବର୍ଷ ହେଲା ନିଜ ପରିବାର ଲୋକଙ୍କ ଠାରୁ ଦୂରେଇ ରହିଛନ୍ତି। ସେହିପରି ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଅଷ୍ଟ୍ରେଲିଆ ପର୍ଯ୍ୟଟକଙ୍କ ଅଭାବରୁ ଅନେକ କ୍ଷତି ମଧ୍ୟ ସହିଛି। ସୀମା ବନ୍ଦ ଯୋଗୁ ଅଷ୍ଟ୍ରେଲିଆ ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୨.୬ ବିଲିୟନ ଡଲାରର କ୍ଷତି ସହିଥିବା ଜଣାପଡ଼ିଛି।

ସଂକ୍ରମଣ କମୁଥିବାରୁ ନିକଟରେ ଅଷ୍ଟ୍ରେଲିଆରେ ଦୀର୍ଘଦିନ ଧରି ରହୁଥିବା ଜନସାଧାରଣ ଓ ଶିକ୍ଷାର୍ଥୀଙ୍କ ପାଇଁ କଟକଣା କୋହଳ କରାଯାଇଥିଲା। ଏବେ ସମସ୍ତ ପ୍ରକାରର କଟକଣାକୁ ହଟାଇବାକୁ ଘୋଷଣା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story