ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଅଭଦ୍ର ଭାଷାରେ ଗାଳି ଦେଲେ ରାଷ୍ଟ୍ରପତି ବାଇଡେନ

ୱାଶିଂଟନ: ଦରଦାମ ବୃଦ୍ଧି ସମ୍ପର୍କରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ରାଗି ଯାଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଖାଲି ସେତିକି ନୁହେଁ, ମାଇକ ଅନ୍‌ ଥାଇ ମଧ୍ୟ ସେ ପ୍ରଶ୍ନ କରିଥିବା ସାମ୍ବାଦିକଙ୍କୁ ଅଭଦ୍ର ଭାଷାରେ ଗାଳି କରୁଥିବା ଭିଡିଓ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ବାଇଡେନଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ସୋମବାର ସାମ୍ବାଦିକ ସମ୍ମିଳନୀ ପରେ ରିପୋର୍ଟରମାନେ ବାହାରକୁ ଯାଉଥିଲେ। ଏହି ସମୟରେ ଫକ୍ସ ନ୍ୟୁଜର ଜଣେ ସାମ୍ବାଦିକ ରାଷ୍ଟ୍ରପତି […]

Biden

Biden

Hemant Lenka
  • Published: Tuesday, 25 January 2022
  • Updated: 25 January 2022, 11:30 AM IST

ୱାଶିଂଟନ: ଦରଦାମ ବୃଦ୍ଧି ସମ୍ପର୍କରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ରାଗି ଯାଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଖାଲି ସେତିକି ନୁହେଁ, ମାଇକ ଅନ୍‌ ଥାଇ ମଧ୍ୟ ସେ ପ୍ରଶ୍ନ କରିଥିବା ସାମ୍ବାଦିକଙ୍କୁ ଅଭଦ୍ର ଭାଷାରେ ଗାଳି କରୁଥିବା ଭିଡିଓ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ବାଇଡେନଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।

ସୋମବାର ସାମ୍ବାଦିକ ସମ୍ମିଳନୀ ପରେ ରିପୋର୍ଟରମାନେ ବାହାରକୁ ଯାଉଥିଲେ। ଏହି ସମୟରେ ଫକ୍ସ ନ୍ୟୁଜର ଜଣେ ସାମ୍ବାଦିକ ରାଷ୍ଟ୍ରପତି ବାଇଡେନଙ୍କୁ ଦରଦାମ ବୃଦ୍ଧି ସମ୍ପର୍କରେ ପ୍ରଶ୍ନ କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ “କ’ଣ ଦରଦାମ ବୃଦ୍ଧି ଗୋଟିଏ ରାଜନୀତିକ ଦାୟିତ୍ୱ?”

ବାସ୍‌ ଏହି ପ୍ରଶ୍ନ ଶୁଣି ହଠାତ୍‌ ବାଇଡେନ ରାଗି ଯାଇଥିଲେ। ସେ ତଳକୁ ମୁହଁ ପୋତି ସାମ୍ବାଦିକଙ୍କ ବିରୋଧରେ ଅତ୍ୟନ୍ତ ଅଭଦ୍ର ଭାଷା ପ୍ରୟୋଗ କରିଥିଲେ। ବାଇଡେନ ଭାବିଥିଲେ ଯେ ତାଙ୍କ ସାମ୍ନାରେ ଥିବା ମାଇକ ଅଫ ଅଛି। ହେଲେ ଏହା ଅନ୍‌ ଥିବାରୁ ତାଙ୍କର ସବୁ କଥା ଧରା ପଡ଼ିଯାଇଛି।

ପ୍ରଥମେ ବାଇଡେନ ପ୍ରଶ୍ନ ଶୁଣି କିଛି ସମୟ ଚୁପ ରହିଥିଲେ। ଏହାପରେ କହିଥିଲେ ଯେ “ଏହା ବଡ଼ ସମ୍ପତ୍ତି, ଅଧିକ ମୁଦ୍ରାସ୍ଫୀତି।” ଏହାପରେ ସେ ତଳକୁ ଅନାଇ ଗାଳି କରିଥିଲେ।

ଫକ୍ସ ନ୍ୟୁଜର ସାମ୍ବାଦିକ ପ୍ରାଥମିକ ଅବସ୍ଥାରେ ବାଇଡେନଙ୍କ ଅଭଦ୍ର ଶବ୍ଦକୁ ଠିକ ଭାବେ ଶୁଣି ପାରି ନଥିଲେ। କାରଣ ସେ ଅଭଦ୍ର ଭାଷା ପ୍ରୟୋଗ କରିବା ସମୟରେ ଉକ୍ତ କଠୋରୀରେ ପ୍ରବଳ ଭିଡ଼ ହୋଇଥିଲା।

ତେବେ ପରବର୍ତ୍ତୀ ଅବସ୍ଥାରେ ବାଇଡେନ ବ୍ୟବହାର କରିଥିବା ଶବ୍ଦର ଭିଡିଓ ସାମ୍ନାକୁ ଆସିଥିଲା। ଏହାପରେ ସମସ୍ତେ ବାଇଡେନଙ୍କୁ ସମାଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story