ପୁଣି ବାପା ହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌

ଇଂଲଣ୍ଡ: ପୁଣି ବାପା ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌। ତାଙ୍କ ଘରକୁ ଆସିଲେ କୁନି ସଦସ୍ୟ। ତାଙ୍କ ପତ୍ନୀ କେରୀ ଗୁରୁବାର ଦିନ ଲଣ୍ଡନର ଏକ ହସ୍ପିଟାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ତେବେ ତାଙ୍କ ଝିଅର ନାଁ କ’ଣ ରଖିବେ ସେ ନେଇ କିଛି ଘୋଷଣା ହୋଇନାହିଁ। ଏହା ପୂର୍ବରୁ ଗତବର୍ଷ ଏପ୍ରିଲାରେ ବୋରିସଙ୍କ ପୁଅ ୱିଲ୍ଫ୍ରେଡ ଜନ୍ମ ହୋଇଥିଲେ। ପ୍ରଧାନମନ୍ତ୍ରୀ ବୋରିସ ତାଙ୍କ ଜେଜେବାପାଙ୍କ ନାଁ […]

boris johnson and carrie

boris johnson and carrie

Madhupriya Mistry
  • Published: Thursday, 09 December 2021
  • Updated: 09 December 2021, 05:17 PM IST

Sports

Latest News

ଇଂଲଣ୍ଡ: ପୁଣି ବାପା ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌। ତାଙ୍କ ଘରକୁ ଆସିଲେ କୁନି ସଦସ୍ୟ। ତାଙ୍କ ପତ୍ନୀ କେରୀ ଗୁରୁବାର ଦିନ ଲଣ୍ଡନର ଏକ ହସ୍ପିଟାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ତେବେ ତାଙ୍କ ଝିଅର ନାଁ କ'ଣ ରଖିବେ ସେ ନେଇ କିଛି ଘୋଷଣା ହୋଇନାହିଁ। ଏହା ପୂର୍ବରୁ ଗତବର୍ଷ ଏପ୍ରିଲାରେ ବୋରିସଙ୍କ ପୁଅ ୱିଲ୍ଫ୍ରେଡ ଜନ୍ମ ହୋଇଥିଲେ। ପ୍ରଧାନମନ୍ତ୍ରୀ ବୋରିସ ତାଙ୍କ ଜେଜେବାପାଙ୍କ ନାଁ ଅନୁଯାୟୀ ପୁଅର ନାଁ ରଖିଥିଲେ। ବୋରିସଙ୍କ ପୁଅର ପୂରା ନାଁ ୱିଲ୍ଫ୍ରେଡ୍‌ ଲରି ନିକୋଲସ୍‌ ଜନ୍‌ସନ୍‌। ବୋରିସଙ୍କ ଜେଜେ ମା'ଙ୍କ ନାଁ ବଷ୍ଟର ଥିଲା। ନବଜନ୍ମିତ ଝିଅର ନାଁ ଏବେ ବଷ୍ଟର ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନା ମୁତାବକ ବୋରିସ ଜନ୍‌ସନ୍‌ ଏବଂ କେରି ଦୁହେଁ ୨୦୧୮ରୁ ଏକାଠି ରହୁଛନ୍ତି। ୨୦୧୯ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ଚଳିତ ବର୍ଷ ମେ' ୨୯ରେ ସେମାନେ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରଲରେ ଏକ ଗୁପ୍ତ ସମାରୋହରେ ବିବାହ କରିଥିଲେ। ଏହି ବିବାହ ସମାରୋହରେ କେବଳ ୩୦ ଜଣ ଅତିଥି ଅଂଶଗ୍ରହଣ କରିଥିଲେ। ୫୭ ବର୍ଷିୟ ବୋରିସ୍ ଜନସନ ପୂର୍ବରୁ ଦୁଇଥର ବିବାହ କରିସାରିଛନ୍ତି ଏବଂ ତାଙ୍କର ୬ଟି ସନ୍ତାନ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story