ନାଚଗୀତ ବନ୍ଦ କରିବାକୁ ଆସିଥିବା ପୁଲିସ ନିଜକୁ ସମ୍ଭାଳିପାରିଲାନି

ନୂଆଦିଲ୍ଲୀ: ବାହାଘରର ମାହୋଲ ଥିଲା। ପଞ୍ଜାବୀ ଗୀତରେ ସମସ୍ତେ ଝୁମୁଥିଲେ। ବହୁତ ଜୋରଜୋରରେ ମ୍ୟୁଜିକ୍ ବାଜୁଥିଲା  ହେଲେ, ଶବ୍ଦ ପ୍ରଦୂଷଣ କରୁଥିବା ନେଇ ପଡ଼ୋଶୀ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପହଞ୍ଚିଲା ପୁଲିସ୍। ନାଚ–ଗୀତ ବନ୍ଦ କରିବା ପାଇଁ ଆସିଥିବା ପୁଲିସ୍‌ ଅଧିକାରୀ କିନ୍ତୁ ଆଉ ସମ୍ଭାଳି ପାରିଲେ ନାହିଁ। ପଞ୍ଜାବୀ ଗୀତର ଧୁନ୍‌ରେ ଓଲଟା ନିଜେ ଝୁମିବାରେ ଲାଗିଲ ଏଭଳି ଏକ ଘଟଣା ଘଟିଥିଲା, ଆମେରିକାର ସାନ୍‌ଫ୍ରାନ୍‌ସିକୋରେ। ବିବାହ ପୂର୍ବରୁ ପ୍ରି–ୱେଡିଙ୍ଗ୍‌ ସେଲିବ୍ରେସନ୍ କରୁଥିଲେ […]

iop

iop

Tapas Behera
  • Published: Tuesday, 10 May 2022
  • Updated: 10 May 2022, 11:24 AM IST

Sports

Latest News

ନୂଆଦିଲ୍ଲୀ: ବାହାଘରର ମାହୋଲ ଥିଲା। ପଞ୍ଜାବୀ ଗୀତରେ ସମସ୍ତେ ଝୁମୁଥିଲେ। ବହୁତ ଜୋରଜୋରରେ ମ୍ୟୁଜିକ୍ ବାଜୁଥିଲା  ହେଲେ, ଶବ୍ଦ ପ୍ରଦୂଷଣ କରୁଥିବା ନେଇ ପଡ଼ୋଶୀ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପହଞ୍ଚିଲା ପୁଲିସ୍। ନାଚ-ଗୀତ ବନ୍ଦ କରିବା ପାଇଁ ଆସିଥିବା ପୁଲିସ୍ଅଧିକାରୀ କିନ୍ତୁ ଆଉ ସମ୍ଭାଳି ପାରିଲେ ନାହିଁ।

ପଞ୍ଜାବୀ ଗୀତର ଧୁନ୍ରେ ଓଲଟା ନିଜେ ଝୁମିବାରେ ଲାଗିଲ ଏଭଳି ଏକ ଘଟଣା ଘଟିଥିଲା, ଆମେରିକାର ସାନ୍ଫ୍ରାନ୍ସିକୋରେ। ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ୍ସେଲିବ୍ରେସନ୍ କରୁଥିଲେ ଏକ ପଞ୍ଜାବୀ ପରିବାର। ଯାହାକୁ ବନ୍ଦ କରିବା ପାଇଁ ଆସିଥିଲେ ଦୁଇ ପୁଲିସ୍ ଅଧିକାରୀ। ହଠାତ୍‌ ପୁଲିସକୁ ଦେଖି ପରିବାର ଳୋକେ ବିଚଳିତ ହୋଇପଡ଼ିଥିଲା।  କିନ୍ତୁ  ହେଲେ, ଉତ୍ସବରେ ପହଞ୍ଚିଲା ବେଳକୁ ପୁଲିସ ମୁଡ୍ବଦଳିଯାଇଥିଲା। ତଦନ୍ତ କରିବାକୁ ଆସିଥିବା ଦୁଇ ଜଣ ଡେପୁଟି ପୁଲିସ ଅଧିକାରୀ ଉତ୍ସବରେ ସାମିଲ ହୋଇ ନୃତ୍ୟଗୀତ କରିଥିଲେ।
https://www.instagram.com/reel/CcWT9kXl28c/?utm_source=ig_web_copy_link

କାଲିଫର୍ଣ୍ଣଆରେ ସାନ୍ଫ୍ରାନ୍ସିକୋର ଏହି ପଞ୍ଜାବୀ ପରିବାରର ରୁହନ୍ତି। ଗତ ମାସରେ ଏହି ପରିବାର ପ୍ରିୱେଡିଂ ସେରିମନିଥିଲା।  ତେବେ ରାତି ୧୦ଟା ପରେ କାଲିଫର୍ଣ୍ଣଆରେ ଲାଉଡ୍ ସ୍କିକର ନିଷିଦ୍ଧ ରହିଛି। କିନ୍ତୁ ଏହି ପରିବାର ଲୋକେ ବଡ଼ଜୋରରେ ଲାଉଡ୍‌ ସ୍କିକର ବଜାଇ ନାଚୀଗତରେ ମାତିଥିଲେ। କିନ୍ତୁ ପୁଲିସ ଆସି ନାଚଗୀତ ବନ୍ଦ କରିବା ପରିବର୍ତ୍ତେ ପଞ୍ଜାବୀ ଗୀତରେ ମସଗୁଲ ହୋଥିଲେ। ପୁଲିସର ଏଭଳି ନରମ ମନୋଭାବ ଦେଖିବା ପରେ ପଞ୍ଜାବୀ ପରିବାର ମ୍ୟୁଜିକ୍ସ୍ଲୋକରି ଦେଇଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story