ଟ୍ରେଡ୍‌ମିଲ୍‌ରେ ଦୌଡୁଥିଲେ, ହଠାତ୍‌ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ। ଟ୍ରେଡ୍‌ମିଲ୍‌ରେ ଦୌଡିବା ବେଳେ ହୃଦ୍‌ଘାତରେ ଟଳିପଡିଲେ ପ୍ରସିଦ୍ଧ ବଡିବିଲ୍ଡର। ସେଡ୍ରିକ ମ୍ୟାକମିଲନଙ୍କ ୪୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ଟ୍ରେଡମିଲ୍‌ରେ ଦୌଡୁଥିବା ବେଳେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଏନେଇ ତାଙ୍କୁ ସ୍ପନ୍ସର କରୁଥିବା କମ୍ପାନୀ ସୂଚନା ଦେଇଛି। ବୁଧବାର ଇନ୍‌ଷ୍ଟାଗ୍ରାମରେ ତାଙ୍କ ଦେହାନ୍ତ ହୋଇଥିବା ନେଇ କମ୍ପାନୀ ସ୍ପଷ୍ଟ କରିଛି। ଆମେରିକାରେ ରହୁଥିବା ସେଡ୍ରିକ ମ୍ୟାକମିଲନ ଜଣେ ପ୍ରଫେସନାଲ ବଡିବିଲ୍ଡର ହେବା ସହ ଆମେରିକା ସେନାର ପ୍ରଶିକ୍ଷକ ମଧ୍ୟ […]

cedric-mcmillan

cedric-mcmillan

Madhupriya Mistry
  • Published: Thursday, 14 April 2022
  • Updated: 14 April 2022, 11:47 AM IST

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ। ଟ୍ରେଡ୍‌ମିଲ୍‌ରେ ଦୌଡିବା ବେଳେ ହୃଦ୍‌ଘାତରେ ଟଳିପଡିଲେ ପ୍ରସିଦ୍ଧ ବଡିବିଲ୍ଡର। ସେଡ୍ରିକ ମ୍ୟାକମିଲନଙ୍କ ୪୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ଟ୍ରେଡମିଲ୍‌ରେ ଦୌଡୁଥିବା ବେଳେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଏନେଇ ତାଙ୍କୁ ସ୍ପନ୍ସର କରୁଥିବା କମ୍ପାନୀ ସୂଚନା ଦେଇଛି। ବୁଧବାର ଇନ୍‌ଷ୍ଟାଗ୍ରାମରେ ତାଙ୍କ ଦେହାନ୍ତ ହୋଇଥିବା ନେଇ କମ୍ପାନୀ ସ୍ପଷ୍ଟ କରିଛି।

ଆମେରିକାରେ ରହୁଥିବା ସେଡ୍ରିକ ମ୍ୟାକମିଲନ ଜଣେ ପ୍ରଫେସନାଲ ବଡିବିଲ୍ଡର ହେବା ସହ ଆମେରିକା ସେନାର ପ୍ରଶିକ୍ଷକ ମଧ୍ୟ ଥିଲେ। ସେ ଦୀର୍ଘ ଦିନ ହେବ ହୃଦ୍‌ୟ ଜନିତ ସମସ୍ୟା ଓ ଲଙ୍ଗ ଟାଇମ୍‌ କୋଭିଡ୍‌ ସମସ୍ୟା ସହ ଲଢ଼ୁଥିଲେ। ସେ ୨୦୧୭ରେ ଅର୍ନୋଲ୍ଡ କ୍ଲାସିକ ବଡିବିଲ୍ଡିଂ ଟାଇଟଲ ଜିତି ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲେ।

ଜେନେରେସନ୍‌ ଆଇକନ୍‌ର ରିପୋର୍ଟ ମୁତାବକ, ବଡିବିଲ୍ଡର ମ୍ୟାକମିଲନ୍‌ ଟ୍ରେଡ୍‌ ମିଲ୍‌ରେ ଦୌଡୁଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୨୦୨୦ରେ କରୋନାରୁ ସୁସ୍ଥ ହେବା ପରେ ସେ ଦୀର୍ଘକାଳିନ କୋଭିଡ ସମସ୍ୟା ସହ ଲଢ଼ୁଥିଲେ। ସେ ଦୁଇରୁ ତିନି ଥର ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ।

ଫେବ୍ରୁଆରୀ ୨୮ ତାରିଖରେ ମ୍ୟାକ୍‌ମିଲନ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରିଥିଲେ। ଏଥିରେ ସେ ନିଜ ସ୍ୱାସ୍ଥ୍ୟ ଜନିତ ସମସ୍ୟା ବିଷୟରେ ଜଣାଇଥିଲେ। ସେ କହିଥିଲେ, 'କୌଣସି କାରଣ ବଶତଃ ଖାଦ୍ୟଗୁଡିକ ମୋ ପେଟରେ ରହିପାରୁନି। ଯେତେବେଳେ ବି ମୁଁ କିଛି ଖାଉଛି ତେବେ ବାନ୍ତି ଆସୁଛି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story