ଚିଠିରୁ ବ୍ୟାପିଲା ଓମିକ୍ରନ୍‌, ଚୀନ୍‌ର ଦାବି

ବେଜିଂ: ଚାରିଆଡେ କରୋନା ଓ ତା’ର ନୂଆ ଭାରିଏଣ୍ଟ ଆତଙ୍କ ଖେଳାଇଛି। ଏଥିରୁ ବାଦ୍‌ ପଡିନି କରୋନାର ଉତ୍ପତି ସ୍ଥଳ ଚୀନ୍‌ ମଧ୍ୟ। ଏଠି ଚୀନ୍‌ବାସୀଙ୍କ ନିଦ ଉଡାଇ ଦେଇଛି ଓମିକ୍ରନ୍‌। ଏହାରି ଭିତରେ ଚିଠିରୁ ଓମିକ୍ରନ୍‌ ବ୍ୟାପିଥିବା ନେଇ ଦାବି କରିଛି ଚୀନ୍‌। କାନାଡାରୁ ଆସିଥିବା ଏକ ଚିଠିରୁ ବେଜିଂରେ ଓମିକ୍ରନ୍‌ ବ୍ୟାପିଛି। ଏନେଇ ସେଠାକାର ଏକ ମିଡିଆ ସଂସ୍ଥା ଦାବି କରିଛି। ଚୀନ୍‌ ମିଡିଆର ରିପୋର୍ଟ ଅନୁସାରେ, କାନାଡାରୁ ଆସିଥିବା ଏକ ସଂକ୍ରମିତ ଚିଠି […]

corona via letter

corona via letter

Madhupriya Mistry
  • Published: Tuesday, 18 January 2022
  • Updated: 18 January 2022, 02:48 PM IST

Sports

Latest News

ବେଜିଂ: ଚାରିଆଡେ କରୋନା ଓ ତା'ର ନୂଆ ଭାରିଏଣ୍ଟ ଆତଙ୍କ ଖେଳାଇଛି। ଏଥିରୁ ବାଦ୍‌ ପଡିନି କରୋନାର ଉତ୍ପତି ସ୍ଥଳ ଚୀନ୍‌ ମଧ୍ୟ। ଏଠି ଚୀନ୍‌ବାସୀଙ୍କ ନିଦ ଉଡାଇ ଦେଇଛି ଓମିକ୍ରନ୍‌। ଏହାରି ଭିତରେ ଚିଠିରୁ ଓମିକ୍ରନ୍‌ ବ୍ୟାପିଥିବା ନେଇ ଦାବି କରିଛି ଚୀନ୍‌।

କାନାଡାରୁ ଆସିଥିବା ଏକ ଚିଠିରୁ ବେଜିଂରେ ଓମିକ୍ରନ୍‌ ବ୍ୟାପିଛି। ଏନେଇ ସେଠାକାର ଏକ ମିଡିଆ ସଂସ୍ଥା ଦାବି କରିଛି। ଚୀନ୍‌ ମିଡିଆର ରିପୋର୍ଟ ଅନୁସାରେ, କାନାଡାରୁ ଆସିଥିବା ଏକ ସଂକ୍ରମିତ ଚିଠି ଯୋଗୁଁ ବେଜିଂରେ ଓମିକ୍ରନ୍‌ ମାମଲା ବଢ଼ିଥିବା ଅଶଙ୍କା କରାଯାଉଛି। ସୂଚନା ମୁତାବକ, ବେଜିଂରେ ଜାନୁଆରୀ ୧୫ରେ ଓମିକ୍ରନ୍‌ର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ସଂକ୍ରମିତ ବ୍ୟକ୍ତିଙ୍କ ଘର ଏବଂ ଅଫିସ୍‌ ସିଲ୍‌ କରି ଦିଆଯାଇଛି।

ସେଠାକାର ନ୍ୟୁଜ ୱେବ୍‌ସାଇଟ୍‌ WIONରେ ଛପି ଥିବା ଖବର ଅନୁସାରେ, ବେଜିଂ ସେଣ୍ଟର ଫର ଡିଜିଜ୍‌ ଏବଂ କଣ୍ଟ୍ରୋଲ ବିଭାଗର ଡେପୁଟି ନିର୍ଦ୍ଦେଶକ ପାଙ୍ଗ ଜିଙ୍ଗହୁ କହିଛନ୍ତି, ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଜାନୁଆରୀ ୭ରେ କାନାଡାରୁ ଏକ ଚିଠି ଆସିଥିଲା। ଏହି ବ୍ୟକ୍ତି ଜଣଙ୍କୁ ବାରମ୍ବାର ବିଦେଶରୁ ଚିଠି ଆସୁଥିବା ଜଣାପଡିବା ପରେ ତା'ର ଯାଞ୍ଚ କରାଯାଇଥିଲା। ଏହି ବୟାନ ଆଧାରରେ ଚୀନ୍‌ର ଗଣମାଧ୍ୟମ ଦାବି କରୁଛି ଯେ, ସମ୍ଭବତଃ ଉକ୍ତ ବ୍ୟକ୍ତି ଜଣକ କାନାଡାରୁ ଆସିଥିବା ଚିଠି ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପାଙ୍ଗ କହିଛନ୍ତି ଯେ, ସେହି ଚିଠିର ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ କରାଯାଇଛି। ସେମାନଙ୍କ ମଧ୍ୟରୁ ଏଯାଏଁ ୮ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି।

China Says to Avoid Mail From Abroad, Says Omicron May Arrive Via Post

ସେପଟେ ଚିଠିରୁ ସଂକ୍ରମଣ ବ୍ୟାପିଥିବା ନେଇ ଚୀନ୍‌ ଦାବି କରୁଥିଲେ ମଧ୍ୟ କିଛି ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ କିନ୍ତୁ ଏହାକୁ ବିଶ୍ୱାସ କରୁନାହାନ୍ତି। ତାଙ୍କ କହିବା ମୁତାବକ, ଏହି ଭୂତାଣୁ କୌଣସି ଏକ ବସ୍ତୁ ଉପରେ ଦୀର୍ଘ ସମୟ ଧରି ଜୀବିତ ରହିପାରିବ ନହିଁ। ଏଭଳିସ୍ଥିତିରେ କାନାଡାରୁ ଆସିଥିବା ଚିଠିରୁ ଭୂତାଣୁ ବ୍ୟାପିବା ସମ୍ଭାବନା ବେଶ୍‌ କମ୍‌।

ଏହି ଘଟଣାରେ ପରେ ଏବେ ଚୀନ୍‌କୁ ଅସୁଥିବା ସମସ୍ତ ଚିଠି ଏବଂ କୁରିଅର୍‌କୁ ସାନିଟାଇଜ୍‌ କରାଯାଉଛି। କେବଳ ସେତିକି ନୁହେଁ ପୋଷ୍ଟ ଅଫିସରେ କାମ କରୁଥିବା ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି ନା ନାହିଁ ସେ ନେଇ ମଧ୍ୟ ଯାଂଚ କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ଚୀନ୍‌ରେ ପୁଣି ମୁଣ୍ଡ ଟେକିଛି ମହାମାରୀ କରୋନା। ଏଠାରେ ଦ୍ରୁତ ଗତିରେ ମାଡି ଚାଲିଛି ଭୂତାଣୁ। ସଂକ୍ରମଣକୁ ନିୟନ୍ତ୍ରଣ କିରବା ପାଇଁ ସେଠାକାର ସରକାର ଲଗାତର କଡା କଟକଣା ଜାରି କରିବା ସହ କଡା ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ଶିଆନ୍‌ ଏବଂ ହନାନା ଅଞ୍ଚଳ ସମେତ ଅନେକ ସହରରେ ଲାକ୍‌ଡାଉନ୍‌ ଲାଗୁ କରାଯାଇଛି। ଶିଆନ୍‌ ସହରରେ ଗତ ଏକ ମାସ ମଧ୍ୟରେ ୨ ହଜାରରୁ ଅଧିକ କରେନା ପଜିଟିଭ ଚିହ୍ନଟ ହୋଇଥିବା ରେକର୍ଡ କରାଯାଇଛି। ଏଠାରେ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ବାରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story