ଆଫଗାନରେ ଚାଇନାର ଭାରତ ବିରୋଧୀ ଷଡ଼ଯନ୍ତ୍ର, ପାକିସ୍ତାନକୁ କରିବ ଢାଲ

ୱାଶିଂଟନ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ଚାଇନା ତା’ର ବିସ୍ତାରବାଦୀ ନୀତିକୁ ଜୋରଦାର କରିବାକୁ ଯୋଜନା ଆରମ୍ଭ କରିଛି। ବିଶେଷ କରି ଭାରତ ବିରୋଧରେ ବେଜିଂ ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଚାଇନା ଏବେ ଆଫଗାନରେ ଥିବା ବାଗରାମ ଏୟାର ଫୋର୍ସ ବେସ୍‌କୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାକୁ ପ୍ରୟାସ କରୁଛି। ଏହି ବେସ୍‌କୁ ଦଖଲ କରି ଚାଇନା ବନ୍ଧୁ ପାକିସ୍ତାନକୁ ହସ୍ତାନ୍ତର କରିବ। ପାକିସ୍ତାନକୁ ଭାରତ ବିରୋଧରେ ଅଧିକ ଶକ୍ତିଶାଳୀ କରିବା […]

China

China

Hemant Lenka
  • Published: Thursday, 02 September 2021
  • Updated: 02 September 2021, 04:24 PM IST

Sports

Latest News

ୱାଶିଂଟନ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ଚାଇନା ତା’ର ବିସ୍ତାରବାଦୀ ନୀତିକୁ ଜୋରଦାର କରିବାକୁ ଯୋଜନା ଆରମ୍ଭ କରିଛି। ବିଶେଷ କରି ଭାରତ ବିରୋଧରେ ବେଜିଂ ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଚାଇନା ଏବେ ଆଫଗାନରେ ଥିବା ବାଗରାମ ଏୟାର ଫୋର୍ସ ବେସ୍‌କୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାକୁ ପ୍ରୟାସ କରୁଛି।

ଏହି ବେସ୍‌କୁ ଦଖଲ କରି ଚାଇନା ବନ୍ଧୁ ପାକିସ୍ତାନକୁ ହସ୍ତାନ୍ତର କରିବ। ପାକିସ୍ତାନକୁ ଭାରତ ବିରୋଧରେ ଅଧିକ ଶକ୍ତିଶାଳୀ କରିବା ପାଇଁ ଚାଇନା ବାଗରାମ ଏୟାରଫୋର୍ସ ବେସ୍‌କୁ ବ୍ୟବହାର କରିବାକୁ ଚାହୁଁଛି ବୋଲି ଆମେରିକାର ପୂର୍ବତନ ବରିଷ୍ଠ କୂଟନୀତିଜ୍ଞ ନିକ୍କି ହ୍ୟାଲୀ ଆଜି ସତର୍କ କରାଇଛନ୍ତି।

ମିଳିତ ଜାତିସଂଘରେ ନିକ୍କି ଆମେରିକାର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ। ସେ କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନ ଏବେ ଆମେରିକା ସହଯୋଗୀ ଓ ଲୋକଙ୍କର ବିଶ୍ୱାସ ହରାଇଛନ୍ତି। ଆଫଗାନ ମାଟିରୁ ସେନା ପ୍ରତ୍ୟାହାର କରିବା ପାଇଁ ବାଇଡେନ ନେଇଥିବା ନିଷ୍ପତ୍ତିକୁ କେହି ବି ଗ୍ରହଣ କରୁନାହାନ୍ତି। ଏବେ ଆମେରିକା ଆଗରେ ଅନେକ ଚ୍ୟାଲେଞ୍ଜ ସବୁ ରହିଛି।

ଆମେରିକାବାସୀ କେମିତି ସୁରକ୍ଷିତ ରହିବେ, ତା’କୁ ନିଶ୍ଚିତ କରିବାକୁ ପଡ଼ିବ। ଏଥିସହ ଦେଶର ସାଇବର ସିକ୍ୟୁରିଟିକୁ ସଶକ୍ତ କରିବାକୁ ହେବ। କାରଣ ରୁଷ ଭଳି ଦେଶଗୁଡ଼ିକ ଆମକୁ ହ୍ୟାକ କରିବାକୁ ଚେଷ୍ଟା କରିବେ। ଜବାବ ଦେବାକୁ ଆମେରିକା ଆଉ ଚାହୁଁ ନଥିବା ସେମାନେ ଆଫଗାନ ଘଟଣାରୁ ଭଲ ଭାବେ ଜାଣି ସାରିଛନ୍ତି। ତେଣୁ ସେମାନେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।

ଆମକୁ ଏବେ ଚାଇନା ଉପରେ ନଜର ରଖିବାକୁ ହେବ। ମୁଁ ଭାବୁଛି ଚାଇନା ଖୁବଶୀଘ୍ର ଆଫଗାନରେ ଥିବା ବାଗରାମ ବେସ୍‌କୁ ଦଖଲ କରିବାକୁ ଚେଷ୍ଟା କରିବ। ଏହି ଏୟାରବେସ୍‌ ବ୍ୟବହାର କରି ପାକିସ୍ତାନକୁ ଭାରତ ବିରୋଧରେ ଅଧିକ ଶକ୍ତିଶାଳୀ କରିବାକୁ ଚାଇନା ଯୋଜନା କରୁଛି। ତେଣୁ ଆମ ପାଖରେ ଏବେ ବହୁତ କିଛି ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

ବାରଗାମ ଏୟାରଫୋସଆ ବେସକୁ ଆମେରିକା ସେନା ବ୍ୟବହାର କରୁଥିଲା। ଏହିଠାରୁ ହିଁ ତାଲିବାନ ଓ ଅନ୍ୟ ଶତ୍ରୁମାନଙ୍କ ବିରୋଧରେ ଆମେରିକା ରଣନୀତି ପ୍ରସ୍ତୁତ କରୁଥିଲା। କିନ୍ତୁ ଜୁଲାଇ ମାସରେ ଆମେରିକା ଏହି ଏୟାରବେସରୁ ଏୟାରଲିଫ୍ଟ କରି ସାରିଛି।

ନିକ୍କି ଆହୁରି କହିଛନ୍ତି, ବାଇଡେନ ଏବେ ଆମେରିକା ସହଯୋଗୀମାନେ କେମିତି ଶକ୍ତିଶାଳୀ ହେବେ, ତା’ ଉପରେ ଧ୍ୟାନ ଦେବା ଦରକାର। ଆମ ସେନାକୁ ଆହୁରି ଆଧୁନିକୀକରଣ କରିବା ସହ ସାଇବର କ୍ରାଇମ ଯେମିତି ନ ବଢ଼ିବ, ତା’ ଉପରେ ଗୁରୁତ୍ୱ ଦେବା ଉଚିତ। ଆଗକୁ ଆତଙ୍କୀ କାର୍ଯ୍ୟକଳାପର ମଧ୍ୟ ଆଶଙ୍କା ରହିଛି ବୋଲି ସେ ସତର୍କ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story