ମଦ ପିଇବାକୁ ମନାକଲେ ପରିବାର, ୧୪ ବର୍ଷ ହେଲା ଏୟାରପୋର୍ଟରେ କଟୁଛି ଜୀବନ

ବେଜିଂ: ମଦ ଓ ସିଗାରେଟ ପାଇଁ ଘର ଛାଡ଼ି ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲା ବାହାରେ ଜୀବନ କାଟୁଛନ୍ତି ଜଣେ ବ୍ୟକ୍ତି। ପରିବାର ଲୋକ ନିଶାକୁ ବାରଣ କରିବାକୁ ଚାଇନାର ଜଣେ ବ୍ୟକ୍ତି ଦୀର୍ଘ ୧୪ ବର୍ଷ ହେଲାଣି ବେଜିଂ କ୍ୟାପିଟାଲ ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲରେ ରହୁଛନ୍ତି। ଏବେ ବି ସେ ଘରକୁ ଫେରିବାକୁ ଚାହୁଁନାହାନ୍ତି। ଚାଇନା ଡେଲୀରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏୟାରପୋର୍ଟରେ ଜୀବନ କାଟୁଥିବା ବ୍ୟକ୍ତି ଜଣଙ୍କ ହେଲେ ୱେଇ ଜିଆନଗୁ। ତାଙ୍କ […]

airport

airport

Hemant Lenka
  • Published: Thursday, 31 March 2022
  • Updated: 31 March 2022, 05:55 PM IST

Sports

Latest News

ବେଜିଂ: ମଦ ଓ ସିଗାରେଟ ପାଇଁ ଘର ଛାଡ଼ି ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲା ବାହାରେ ଜୀବନ କାଟୁଛନ୍ତି ଜଣେ ବ୍ୟକ୍ତି। ପରିବାର ଲୋକ ନିଶାକୁ ବାରଣ କରିବାକୁ ଚାଇନାର ଜଣେ ବ୍ୟକ୍ତି ଦୀର୍ଘ ୧୪ ବର୍ଷ ହେଲାଣି ବେଜିଂ କ୍ୟାପିଟାଲ ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲରେ ରହୁଛନ୍ତି। ଏବେ ବି ସେ ଘରକୁ ଫେରିବାକୁ ଚାହୁଁନାହାନ୍ତି।

ଚାଇନା ଡେଲୀରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏୟାରପୋର୍ଟରେ ଜୀବନ କାଟୁଥିବା ବ୍ୟକ୍ତି ଜଣଙ୍କ ହେଲେ ୱେଇ ଜିଆନଗୁ। ତାଙ୍କ ବୟସ ୬୦। ସେ ନିୟମିତ ସିଗାରେଟ ଓ ମଦ ପିଉଥିବାରୁ ପରିବାର ଲୋକ ତାଙ୍କୁ ବିରୋଧ କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସେ ୨୦୦୮ରୁ ଏୟାରପୋର୍ଟର ଟରମିନାଲ ୨ରେ ଜୀବନ କାଟୁଛନ୍ତି। ସେ କରିଥିବା ଚାକିରି ମଧ୍ୟ ଆଉ ତାଙ୍କ ପାଖରେ ନାହିଁ। ଏବେ ସେ ସଂପୂର୍ଣ୍ଣ ଅସହାୟ। ତଥାପି ସେ ନଜ ଘରକୁ ଯିବାକୁ ଚାହୁଁନାହାନ୍ତି।

ୱେଇ ଜିଆନଗୁ କହିଛନ୍ତି, “ମୋ ପରିବାର ମୋତେ କହିଥିଲା ଯେ ଯଦି ଘରେ ରହିବାର ଅଛି, ତା’ହେଲେ ସିଗାରେଟ ଓ ମଦ ଅଭ୍ୟାସ ଛାଡ଼ିବାକୁ ପଡ଼ିବ। ଯଦି ମୁଁ ନିଶା ଛାଡ଼ି ପାରିବି ନାହିଁ, ତା’ହେଲେ ମୋତେ ଫାଇନ ସ୍ୱରୂପ ମୋର ସମସ୍ତ ମାସିକ ସରକାରୀ ଭତ୍ତା ୧୫୦ ଡଲାର ଦେବାକୁ ପଡ଼ିବ। କିନ୍ତୁ ମୁଁ ଯଦି ସେମାନଙ୍କୁ ସବୁ ଟଙ୍କା ଦେଇଦେବି, ତା’ହେଲେ ସିଗାରେଟ ଓ ମଦ କେମିତି କିଣିଥାଆନ୍ତି? ତେଣୁ ଏୟାରପୋର୍ଟକୁ ମୁଁ ମୋ ଘର ଭାବେ ବାଛି ନେଇଛି। ଏଠାରେ ଅତିକମରେ ମୁଁ ସ୍ୱାଧୀନ ଭାବେ ଜୀବନ ଅତିବାହିତ କରୁଛି।”

ୱେଇଙ୍କୁ ୪୦ ବର୍ଷ ହୋଇଥିଲା ବେଳେ ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଥିଲେ। ବୟସ ବଢ଼ି ଯାଇଥିବାରୁ ତାଙ୍କୁ କେହି ଆଉ ଚାକିରି ମଧ୍ୟ ଦେଇ ନଥିଲେ। ତେଣୁ ସେ ଏୟାରପୋର୍ଟ ଟରମିନାଲକୁ ନିଜ ଆଶ୍ରୟସ୍ଥଳ ଭାବେ ବାଛି ନେଇଛନ୍ତି।

ଏୟାରପୋର୍ଟରେ କେବଳ ୱେଇ ଏକମାତ୍ର ବ୍ୟକ୍ତି ଭାବେ ଆଶ୍ରୟ ନେଉନାହାନ୍ତି। ତାଙ୍କ ସହ ଆହୁରି ୫ରୁ ଜଣ ଲୋକ ସେଠାରେ ରହୁଛନ୍ତି। ଏୟାରପୋର୍ଟର ସୁରକ୍ଷା ଅଧିକାରୀ କିମ୍ବା କର୍ମଚାରୀ ସେମାନଙ୍କୁ ବିରୋଧ ମଧ୍ୟ କରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story