ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ, ୪ ମୃତ

ଇସଲାମାବାଦ: ଚାଇନା ରାଜଦୂତ ରହୁଥିବା ଏକ ହୋଟେଲରେ ବିସ୍ଫୋରଣ ହେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ୧୧ ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର କ୍ୱେଟା ସହରରେ ଥିବା ସେରେନା ହୋଟେଲରେ ଏହି ବିସ୍ଫୋରଣ ହୋଇଛି। ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ହୋଟେଲରେ ଥିବା ପାର୍କିଂ ଏରିଆରେ ଥିବା କାରରେ ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ହୋଇଛି। ପାକିସ୍ତାନ ଗୃହମନ୍ତ୍ରୀ ରଶିଦ ଅହମଦଙ୍କ ବିବୃତ୍ତି ଅନୁଯାୟୀ ଏହି ହୋଟେଲରେ ଚାଇନାର ରାଜଦୂତ ରହୁଥିଲେ। ହେଲେ ବିସ୍ଫୋରଣ ବେଳେ […]

Chineese

Chineese

Subhransu Sekhar
  • Published: Thursday, 22 April 2021
  • Updated: 22 April 2021, 09:53 AM IST

Sports

Latest News

ଇସଲାମାବାଦ: ଚାଇନା ରାଜଦୂତ ରହୁଥିବା ଏକ ହୋଟେଲରେ ବିସ୍ଫୋରଣ ହେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ୧୧ ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର କ୍ୱେଟା ସହରରେ ଥିବା ସେରେନା ହୋଟେଲରେ ଏହି ବିସ୍ଫୋରଣ ହୋଇଛି। ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ହୋଟେଲରେ ଥିବା ପାର୍କିଂ ଏରିଆରେ ଥିବା କାରରେ ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ହୋଇଛି।

ପାକିସ୍ତାନ ଗୃହମନ୍ତ୍ରୀ ରଶିଦ ଅହମଦଙ୍କ ବିବୃତ୍ତି ଅନୁଯାୟୀ ଏହି ହୋଟେଲରେ ଚାଇନାର ରାଜଦୂତ ରହୁଥିଲେ। ହେଲେ ବିସ୍ଫୋରଣ ବେଳେ ରାଜଦୂତ ଜଣଙ୍କ ହୋଟେଲ ବାହାରେ ଥିଲେ। ବେଲୁଚିସ୍ତାନର ଗୃହମନ୍ତ୍ରୀ ଜିୟାଉଲ୍ଲାହ କହିଛନ୍ତି, ଚାଇନାର ରାଜଦୂତ ସୁରକ୍ଷିତ ରହିଛନ୍ତି। ତେବେ ଚାଇନା ରାଜଦୂତ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ବେଲଚିସ୍ତାନରେ ଗ୍ୱଦର ବନ୍ଦର ରହିଛି। ଯାହାକି ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଇକୋନୋମିକ୍ କରିଡରରେ ରହିଛି। ଆଉ ଏଠାରେ 65 ବିଲିୟନ ଡଲାରର ପୁଞ୍ଜି ବିନିଯୋଗ କରିଛି ଚାଇନା। ତେଣୁ ପ୍ରାୟତଃ ବେଲୁଚିସ୍ତାନରେ ଚାଇନା ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳେ। ବିସ୍ଫୋରଣ ସତ୍ତ୍ୱେ ଚାଇନା ରାଜଦୂତଙ୍କ ଗସ୍ତସୂଚୀ ବା କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନଥିବା ସୂଚନା ରହିଛି।

ପାକିସ୍ତାନର ତାଲିବାନ ଏହି ଆକ୍ରମଣ କରିଥିବା ନିଜ ଆଡୁ କହିଛି। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନର ମୁଖପାତ୍ର ରଏଟର୍ସକୁ ଏକ ବାର୍ତ୍ତା ଜରିଆରେ କହିଛି ଯେ ହୋଟେଲ ଉପରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏଭଳି କରିବା ପାଇଁ କାରରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ବେଲୁଚିସ୍ତାନରେ ବିଦ୍ରୋହ ଜାରି ରହିଛି। ଏଠାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ହେଲେ ଏହାର ଭାଗ ଅଧିକ ବେଲୁଚିସ୍ତାନକୁ ମିଳିବା ଦରକାର ବୋଲି ଏଠିକାର ଲୋକମାନେ ଦାବି କରୁଛନ୍ତି। ଯାହାକୁ ନେଇ ଏଠାରେ ମତପାର୍ଥକ୍ୟ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story