ଜେଲେନସ୍କିଙ୍କ ମୋହ ଭଙ୍ଗ: କହିଲେ ବିଶ୍ୱର ଆଉ କାହାକୁ ବିଶ୍ୱାସ ନାହିଁ

କିଭ୍‌: ଆକ୍ରମଣମାରୀ ରୁଷ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରି ଶେଷରେ ନିରାଶ ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି। ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଯାହା କିଛି ସାହାଯ୍ୟ ସହାୟତା ମିଳିଛି ତାହା ଆଶାନୁରୂପକ ନୁହଁ। ଏମିତି ଯେଉଁ ନାଟୋ ଉପରେ ଜେଲେନସ୍କିଙ୍କ ଭରସା ଥିଲା ତାହା ତୁଟିଯିବା ପରେ ଜେଲେନସ୍କି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ରୁଷର ଅନୁପ୍ରବେଶ ପରେ ତାଙ୍କ ପଡ଼ୋଶୀ ପ୍ରତି ଆଉ ବିଶ୍ୱାସ […]

zelen

zelen

Tapas Behera
  • Published: Monday, 18 April 2022
  • Updated: 18 April 2022, 01:11 PM IST

Sports

Latest News

କିଭ୍‌: ଆକ୍ରମଣମାରୀ ରୁଷ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରି ଶେଷରେ ନିରାଶ ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି। ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଯାହା କିଛି ସାହାଯ୍ୟ ସହାୟତା ମିଳିଛି ତାହା ଆଶାନୁରୂପକ ନୁହଁ। ଏମିତି ଯେଉଁ ନାଟୋ ଉପରେ ଜେଲେନସ୍କିଙ୍କ ଭରସା ଥିଲା ତାହା ତୁଟିଯିବା ପରେ ଜେଲେନସ୍କି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ରୁଷର ଅନୁପ୍ରବେଶ ପରେ ତାଙ୍କ ପଡ଼ୋଶୀ ପ୍ରତି ଆଉ ବିଶ୍ୱାସ ନାହିଁ। ମୁଁ ଏ ବିଶ୍ୱକୁ ବିଶ୍ୱାସ କରେ ନାହିଁ। ଆମେ କାହାର କଥାକୁ ବିଶ୍ୱାସ କରିପାରୁନୁ। ରୁଷର ଆକ୍ରମଣ ପରେ ଆମ ପଡ଼ୋଣୀ ଉପରେ ଭରସା ନାହିଁ ବୋଲି ଜେଲେନସ୍କି କହିଛନ୍ତି ।

ଆମର କେବଳ ନିଜକୁ, ଆମ ଲୋକଙ୍କୁ ଓ ସେନା ଉପରେ ବିଶ୍ୱାସ ରହିଛି। ସେହିପରି ଏହି ବିପଦ ସମୟରେ ଯେଉଁ ଦେଶମାନେ କଥା ନୁହେଁ କାମରେ ସହ ଛିଡ଼ା ହୋଇଛନ୍ତି ଆମେ ତାଙ୍କୁ ବିଶ୍ୱାସ କରୁ। ଆମେରିକା ଗଣମାଧ୍ୟମ ସିଏନଏନକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଜଲେନସ୍କି। ସେ କହିଛନ୍ତି ଯେ, କିଭରୁ ରୁଷର ସେନା ପ୍ରତ୍ୟାହାର କରିନେଇଛି। କିନ୍ତୁ ଏହାର ଅର୍ଥ ନୁହଁ ଯେ, ସେ ଆଉ ଭବିଷ୍ୟତରେ ଆକ୍ରମଣ କରିବ ନାହିଁ। କାରଣ ଡନବାସକୁ ଅକ୍ତିଆର କରିବାରେ ରୁଷ ସଫଳ ହୋଇଛି। ଆମେ ରୁଷ ବିରୋଧରେ ଲଢ଼େଇ ଜାରି ରଖିଛୁ ଏବଂ ସେମାନ ପଛଘୁଞ୍ଚା ଦେଇଛନ୍ତି। ସେମାନେ କିଭରୁ ପଳାୟନ କରିଛନ୍ତି। ହେଲେ ସେମାନେ ଡନବାସକୁ କବ୍ଜା କରିନେଇ ଥିବାରୁ ପୁଣି ଥରେ ଯେ, କିଭ୍‌ ମୁହାଁ ହୋଇ ନପାରିନ୍ତି କହିବେ ନାହିଁ।

ତେଣୁ ସେଥି ପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ। ସେମାନଙ୍କୁ  ଅଟକାଇବା ପାଇଁ ଜଗିବାକୁ ପଡ଼ିବ। ଏବେ ଡନ୍‌ବାସ ଅଞ୍ଚଳରେ ରୁଷ ବିରୋଧରେ ଲଢ଼େଇ ପାଇଁ ୟୁକ୍ରେନ୍ ସେନା ପ୍ରସ୍ତୁତ ହେଉଛି। ୟୁକ୍ରେନ ତାର ପୂର୍ବାଞ୍ଚଳକୁ ସହଜରେ ଛାଡ଼ିବ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ୟୁକ୍ରେନ୍‌ର ଦକ୍ଷିଣ ପୂର୍ବ ଅଞ୍ଚଳର ଦୁଇଟି ଅଞ୍ଚଳକୁ ନେଇ ଡନବାସ ଗଠିତ। ସେଠାରେ ବିଚ୍ଛିନ୍ନତାବଦୀଙ୍କ ସହ ହାତ ମିଳାଇ ମସ୍କୋ ନିଜ ଅଧିନକୁ ନେବାକୁ ଷଡ଼ଯନ୍ତ୍ର ଚଳାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story