ପୁଣି ଫେରିଲା ନିଆଁ ଲଗା କରୋନା, ପାର୍ଟନରଙ୍କୁ ଏକାଠି ଶୋଇବା ଓ କିସ୍‌ କରିବା ମନା

ନୂଆଦିଲ୍ଲୀ: ଚାଇନାକୁ ପୁଣି କୋଭିଡ୍‌ ମହାମାରୀ ଭୟଙ୍କର ରୂପ ଧରି ଫେରିଥିବାରୁ ସାଂଘାଇରେ ଲକଡାଉନ୍‌ ଘୋଷଣା କରାଯାଇଛି। ଆତଙ୍କ ସୃଷ୍ଟି କରିଥିବା କୋଭିଡ୍‌ ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ ସେଠିକାର ସରକାର କଠୋର ନିୟମ ଲାଗୁ କରିଛନ୍ତି। କୋଭିଡ୍‌ର ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୁପ ସାମାଜିକ ଦୂରତା ଏକ ବଡ଼ ଅସ୍ତ୍ର ହୋଇଥିବାରୁ ଏହା ଉପରେ ଅଧିକ ଗୁରୁତ୍ୱ ଦେଇଛି ସ୍ଥାନୀୟ ପ୍ରଶାସନ। ଲୋକେ ଏକାଠି ସାଙ୍ଗରେ ନରହିବା ପାଇଁ କଡ଼ା ନିୟମମାନ ଘୋଷଣା କରାଯାଛି। ଏପରି କେହି […]

kiss

kiss

Tapas Behera
  • Published: Thursday, 07 April 2022
  • Updated: 07 April 2022, 06:18 PM IST

ନୂଆଦିଲ୍ଲୀ: ଚାଇନାକୁ ପୁଣି କୋଭିଡ୍‌ ମହାମାରୀ ଭୟଙ୍କର ରୂପ ଧରି ଫେରିଥିବାରୁ ସାଂଘାଇରେ ଲକଡାଉନ୍‌ ଘୋଷଣା କରାଯାଇଛି। ଆତଙ୍କ ସୃଷ୍ଟି କରିଥିବା କୋଭିଡ୍‌ ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ ସେଠିକାର ସରକାର କଠୋର ନିୟମ ଲାଗୁ କରିଛନ୍ତି। କୋଭିଡ୍‌ର ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୁପ ସାମାଜିକ ଦୂରତା ଏକ ବଡ଼ ଅସ୍ତ୍ର ହୋଇଥିବାରୁ ଏହା ଉପରେ ଅଧିକ ଗୁରୁତ୍ୱ ଦେଇଛି ସ୍ଥାନୀୟ ପ୍ରଶାସନ। ଲୋକେ ଏକାଠି ସାଙ୍ଗରେ ନରହିବା ପାଇଁ କଡ଼ା ନିୟମମାନ ଘୋଷଣା କରାଯାଛି। ଏପରି କେହି ସାଙ୍ଗ ହୋଇ ବସିବା, ଖାଇବା ଓ ଶୋଇବାମନା ହୋଇଛି।

ସେହିପରି କେହି କାହାକୁ କିସ୍‌ ମଧ୍ୟ କରିପାରିବେନି। ଚାଇନାର ଆର୍ଥିକ ରାଜଧାନୀ  ସାଂଘାଇ ଏବେ କରୋନାର ହଟସ୍ପଟ୍‌ ଭାବେ ଚିହ୍ନଟ ହୋଇଛି। ଏଠାରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ଅନ୍ୟ ଦେଶ ତୁଳନାରେ ଚାଇନାର ସଂକ୍ରମଣ ହାର ଅଧିକ ରହିଛି। ସଂଘାଇର ୨୬ ଲକ୍ଷ  ଳୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେଠିକାର ସହରରେ ଡ୍ରୋନ୍‌ ମାଧ୍ୟମରେ ସଚେତନତା ବାର୍ତ୍ତା ଘୋଷଣା କରାଯାଉଛି।  ଲୋକଙ୍କ ଛାତ ଉପରେ ଏକାଧିକ ଡ୍ରୋନ୍‌ ଚକ୍କର କାଟୁଥିବା ଭିଡିଓ ସୋଶାଲ ମଡିଆରେ ଭାଇରାଲ ହେଉଛି। ଏହି ଡ୍ରୋନ୍‌ ମାଧ୍ୟମରେ କୋଭିଡ୍‌ ପାଇଁ ସତର୍କ କରାଯାଉଛି। ସେଥିରେ ନିଜ ସ୍ୱାଧୀନତା ଏବଂ ଇଚ୍ଛାକୁ ନିୟନ୍ତ୍ରଣ ପାଇଁ ବାର୍ତ୍ତା ପ୍ରଦାନ କରାଯାଉଛି। ।
https://twitter.com/WR1111F/status/1511623548103806976?s=20&t=UNN4GsJQQKO_th7HsrXq-g

ଏପରିକି ଝରକା ନଖୋଲିବାକୁ ପରାମର୍ଶ ଦିଆଯାଉଛି। ଅନ୍ୟ ଏକ ଭିଡିରେ ସ୍ୱାସ୍ଥ୍ୟ କର୍ମୀମାନେ ରାସ୍ତାରେ ମାଇକ ଜରିଆରେ ଲୋକଙ୍କୁ ସତର୍କ  କରୁଥିବା ଲକ୍ଷ୍ୟ କରାଯାଇଛି। ରାତିରେ ଦମ୍ପତିମାନେ ଏକାଠି ଶୋଇବାକୁ ବାରଣ କରାଯାଉଛି । ସେମାନେ ପର଼ସ୍ପରକୁ କିସ୍‌  କିମ୍ବା ଆଲିଙ୍ଗନ କରନ୍ତୁ ନାହିଁ। ପାର୍ଟନରମାନେ ଅଲଗା ଶୁଅନ୍ତୁ।  ସେହିପରି ଅଲଗା ଖାଇବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀମାନେ ସହରସାରା ବୁଲି ରୋଗ ସମ୍ପର୍କରେ ସତର୍କ କରାଉଛିନ୍ତି। କିଛି ଦିନ ପୂର୍ବରୁ ସଂଘାଇରେ ରୋବୋ ମାଧ୍ୟମରେ ସଚେତନତା କରାଯାଉଥିବା ଭିଡିଓ ଭାଇରାଲ  ହୋଇଥିଲା।

ଲକଡାଉନ୍‌ ଯୋଗୁ ଲୋକଙ୍କ ପାଖରେ  ଖାଦ୍ୟସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ତେବେ ପରିସ୍ଥିତି ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସଜାଗ ଅଛି। କୋଭିଡ୍‌ ମହାମାରୀ ପ୍ରକୋପ ଯୋଗୁ ସାଂଘାଇ ଏବେ ଶୂନଶାନ ହୋଇପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story