ଦିନକରେ ୧୭ ପୁରୁଷଙ୍କ ସହ ସେକ୍ସ ପାଇଁ ବାଧ୍ୟ କରିଥିଲେ ସାଙ୍ଗ!

ଲଣ୍ଡନ: ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ଯୁବତୀ (ପେସାରେ ଏସକର୍ଟ ବା ସାଥୀ) ତାଙ୍କର ୧୬ ବର୍ଷୀୟ ବନ୍ଧୁଙ୍କୁ ଋଣ ପରିଶୋଧ କରିବା ପାଇଁ ଦିନକରେ ୧୭ ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଛନ୍ତି। ଏହି ୨୩ ବର୍ଷୀୟ ଏସକର୍ଟ ଜଣଙ୍କ ପୀଡ଼ିତାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରି କିଛି ଟଙ୍କା ଋଣ ଦେଇଥିଲେ। ଏହାପରେ ତାଙ୍କୁ ଋଣ ପରିଶୋଧ ପାଇଁ ଏପରି […]

stop

stop

Hemant Lenka
  • Published: Saturday, 02 April 2022
  • Updated: 02 April 2022, 04:48 PM IST

Sports

Latest News

ଲଣ୍ଡନ: ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ଯୁବତୀ (ପେସାରେ ଏସକର୍ଟ ବା ସାଥୀ) ତାଙ୍କର ୧୬ ବର୍ଷୀୟ ବନ୍ଧୁଙ୍କୁ ଋଣ ପରିଶୋଧ କରିବା ପାଇଁ ଦିନକରେ ୧୭ ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଛନ୍ତି।

ଏହି ୨୩ ବର୍ଷୀୟ ଏସକର୍ଟ ଜଣଙ୍କ ପୀଡ଼ିତାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରି କିଛି ଟଙ୍କା ଋଣ ଦେଇଥିଲେ। ଏହାପରେ ତାଙ୍କୁ ଋଣ ପରିଶୋଧ ପାଇଁ ଏପରି କାମ କରିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଲଣ୍ଡନରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ଦି ସନ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନାବାଳିକାଙ୍କୁ ୨ ସପ୍ତାହ ମଧ୍ୟରେ ୩୦ରୁ ଅଧିକ ପୁରୁଷଙ୍କ ସହ ସେକ୍ସ କରିବାକୁ ବାଧ୍ୟ କରାଯାଇଥିଲା। ଏଥିପାଇଁ ଘଣ୍ଟାକୁ ୮୦ ପାଉଣ୍ଡ ଲେଖାଏ ପାଉଣା ଧାର୍ଯ୍ୟ କରାଯାଇଥିଲା। ଅର୍ଥ ମିଳିବା ପରେ ଏସକର୍ଟ ଜଣଙ୍କ ୭୦୦ ପାଉଣ୍ଡ ନେଇଥିଲେ ଓ ବାକି ପ୍ରାୟ ୩ ହଜାର ପାଉଣ୍ଡ ନାବାଳିକା ଜଣଙ୍କ ନିଜ ପାଖରେ ରଖିଥିଲେ।

ଅଭିଯୁକ୍ତ ଏସକର୍ଟ ଜଣଙ୍କ ହେଲେ ଟାୟଲେର ଜୋ ୱାକର। ପ୍ରଥମେ ସେ ପୀଡ଼ିତାଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ତାଙ୍କ ସହ ଚ୍ୟାଟିଂ ଆରମ୍ଭ କରିଥିଲେ। କିଛି ଦିନ ପରେ ସେ ନାବାଳିକାଙ୍କୁ ନିଜ ଆପାର୍ଟମେଣ୍ଟକୁ ଡାକିଥିଲେ ଓ ଟ୍ୟାକ୍ସି ଭଡ଼ା ପାଇଁ ୪୭ ପାଉଣ୍ଡ ଦେଇଥିଲେ। ନାବାଳିକା ଜଣଙ୍କ ପହଞ୍ଚିବା ପରେ ତାଙ୍କୁ ୱାଲକର ପୂରା ଟ୍ରିପ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୦୦ ପାଉଣ୍ଡ ମାଗିଥିଲେ। ହେଲେ ସେ ଏହାକୁ ପରିଶୋଧ କରିପାରି ନଥିଲେ।

ଏହାପରେ ସେ ପୀଡ଼ିତାଙ୍କ ଫଟୋ ହୋଇ ବିଭିନ୍ନ ସାଇଟରେ ଅପଲୋଡ କରିଥିଲେ। ଏଥିରେ ତାଙ୍କ ବୟସ ୧୮ ବୋଲି ଉଲ୍ଲେଖ କରିଥିଲେ। କିଛି ଦିନ ମଧ୍ୟରେ ୱାଲକରଙ୍କ ଆପାର୍ଟମେଣ୍ଟକୁ ପ୍ରଥମ ପୁରୁଷ ଆସିଥିଲେ। ହେଲେ ନାବାଳିକା ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ ବୋଲି କହି ବାଥରୁମକୁ ଚାଲି ଯାଇଥିଲେ।

ଏହି ସମୟରେ ୱାକର ଅର୍ଥ ରୋଜଗାର କରିବାକୁ ହେଲେ ଏମିତି କାମ କରିବାକୁ ପଡ଼ିବ ବୋଲି ବୁଝାଇଥିଲେ। ଏହାପରେ ସେ ସେହି ଗରାଖଙ୍କୁ କେତେ ସମୟ ରହିବ ବୋଲି ପ୍ରଶ୍ନ କରିଥିଲେ। ସେ ଉତ୍ତରରେ ଅଧଘଣ୍ଟା କହିବାରୁ ୮୦ ପାଉଣ୍ଡ ଦେବାକୁ ପଡ଼ିବ ବୋଲି ୱାକର କହିଥିଲେ।

ନାବାଳିକାଙ୍କ ଉପରେ ୧୦୦ ପାଉଣ୍ଡର ଋଣ ଥିବାରୁ ସେ ବାଧ୍ୟ ହୋଇ ୱାକରଙ୍କ କଥାରେ ରାଜି ହୋଇଥିଲେ। ଏହାପରେ ଦୈନିକ ପ୍ରାୟ ୧୭ ଜଣ ପୁରୁଷଙ୍କ ସହ ତାଙ୍କୁ ୱାକର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ।

ଏହି ଘଟଣାରେ ନ୍ୟୁକ୍ୟାସିଲ କ୍ରାଉନ କୋର୍ଟ ୱାକରଙ୍କୁ ୧୬ ମାସର ଜେଲଦଣ୍ଡ ଦେଇଛନ୍ତି। ଏଥିସହ ତାଙ୍କ ଏସକର୍ଟ ଲାଇସେନ୍ସକୁ ୨ ବର୍ଷ ପାଇଁ ସସପେଣ୍ଡ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story