ବିଶ୍ୱକପ ଫାଇନାଲରେ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଁଥିଲେ ଜେଲେନସ୍କି, ମନା କଲା ଫିଫା

କତାର: ଆସନ୍ତାକାଲି କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡି ଚାମ୍ପିୟନ ଫ୍ରାନ୍ସକୁ ଭେଟିବ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା। ତେବେ ଏହି ଗ୍ରାଣ୍ଡ ଫାଇନାଲ ଠିକ୍‌ ପୂର୍ବରୁ କତାର ଷ୍ଟାଡିୟମରୁ ପୂରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଁଥିଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କି। କିନ୍ତୁ ତାଙ୍କର ଏହି ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବା ଫିଫା। ଚଳିତ ବର୍ଷ ଫେବୃଆରୀ ମାସରୁ ଜେଲେନସ୍କି ରୁଷ ଭଳି ଗୋଟିଏ ଶକ୍ତିଶାଳୀ […]

zelensky

zelensky

Hemant Lenka
  • Published: Saturday, 17 December 2022
  • Updated: 17 December 2022, 08:36 PM IST

କତାର: ଆସନ୍ତାକାଲି କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡି ଚାମ୍ପିୟନ ଫ୍ରାନ୍ସକୁ ଭେଟିବ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା। ତେବେ ଏହି ଗ୍ରାଣ୍ଡ ଫାଇନାଲ ଠିକ୍‌ ପୂର୍ବରୁ କତାର ଷ୍ଟାଡିୟମରୁ ପୂରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଁଥିଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କି। କିନ୍ତୁ ତାଙ୍କର ଏହି ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବା ଫିଫା।

ଚଳିତ ବର୍ଷ ଫେବୃଆରୀ ମାସରୁ ଜେଲେନସ୍କି ରୁଷ ଭଳି ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ବିରୋଧରେ ଯୁଦ୍ଧ କରୁଛନ୍ତି। ଏହି ଯୁଦ୍ଧରେ ଏଯାଏ ହାର ମାନି ନଥିବା ୟୁକ୍ରେନ କିନ୍ତୁ ବ୍ୟାପକ କ୍ଷତି ସହିଛି। ଯୁଦ୍ଧ ଭିତରେ ଜେଲେନସ୍କି ବିଶ୍ୱକପ ଫାଇନାଲ ମଞ୍ଚରେ ଶାନ୍ତିର ବାର୍ତ୍ତା ଷ୍ଟାଡିୟମରେ ଥିବା ଫ୍ୟାନ୍ସଙ୍କୁ ଗୋଟିଏ ଭିଡିଓ ଜରିଆରେ ଦେବାକୁ ଆଗ୍ରହ ଦେଖାଇଥିଲେ। ହେଲେ ଫିଫା ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବାରୁ ଜେଲେନସ୍କି ଚକିତ ହୋଇଯାଇଛନ୍ତି। ତଥାପି ଫିଫା ଓ ୟୁକ୍ରେନ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ସିଏନଏନ ରିପୋର୍ଟ ପ୍ରକାଶ କରିଛି।

ରୁଷ ଆକ୍ରମଣ କରିବା ଦିନଠାରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କ୍ରମାଗତ ଭାବେ ଶାନ୍ତି ଓ ସହାୟତା କରି ଆସୁଛନ୍ତି। ବିଭିନ୍ନ ସରକାରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚରେ ସେ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହି ନିଜ ମନର ବ୍ୟଥା ଓ କଥା ସମସ୍ତଙ୍କୁ ଜଣାଉଛନ୍ତି। ଏବେ ସେ ବିଶ୍ୱକପ ମଞ୍ଚକୁ ମଧ୍ୟ ଶାନ୍ତିର ବାର୍ତ୍ତା ଭାବେ ବ୍ୟବହାର କରିବାକୁ ଚାହିଁଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story