ମିସାଇଲ ମାଡ଼ରେ ଗଲା ୫ ଜଣଙ୍କ ଜୀବନ, ୩୦ ଗୁରୁତର

ମାରିବ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟେମେନର ମାରିବ୍‌ ସହରରେ ଭୟଙ୍କର ମିସାଇଲ ମାଡ଼ ହୋଇଛି। ଏଥିରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩୪ ଜଣ ଆହତ ହୋଇଛନ୍ତି। ୩୪ ଆହତଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ଏହି ମିସାଇଲ ମାଡ଼ ପଛରେ ବିଦ୍ରୋହୀ ଇହୁଦି ଗୋଷ୍ଠୀର ହାତ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ମାରିବ୍‌ରେ ମିସାଇଲ ମାଡ଼ ହୋଇଛି। […]

yemen

yemen

Hemant Lenka
  • Published: Friday, 28 January 2022
  • Updated: 28 January 2022, 04:47 PM IST

Sports

Latest News

ମାରିବ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟେମେନର ମାରିବ୍‌ ସହରରେ ଭୟଙ୍କର ମିସାଇଲ ମାଡ଼ ହୋଇଛି। ଏଥିରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩୪ ଜଣ ଆହତ ହୋଇଛନ୍ତି। ୩୪ ଆହତଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ଏହି ମିସାଇଲ ମାଡ଼ ପଛରେ ବିଦ୍ରୋହୀ ଇହୁଦି ଗୋଷ୍ଠୀର ହାତ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ମାରିବ୍‌ରେ ମିସାଇଲ ମାଡ଼ ହୋଇଛି। ଅଲ ମାତାର୍‌ ଅଞ୍ଚଳରେ ଥିବା ମିଲିଟାରୀ ବିଲ୍ଡିଂକୁ ଟାର୍ଗେଟ କରି ହମଲା କରାଯାଥିଲା। ତେବେ ବିଲ୍ଡିଂ ନିକଟରେ ହିଁ ମିସାଇଲ ପଡ଼ିଥିଲା। ଫଳରେ ଏଠାରେ ଥିବା କିଛି ଘର ଭାଙ୍ଗି ଯାଇଛି ଓ ୫ ଜଣ ପ୍ରାଣ ହରାଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ୟେମେନ ସୁରକ୍ଷାକର୍ମୀଙ୍କ ସହ ଇରାନ ସମର୍ଥିତ ଇହୁଦି ଗୋଷ୍ଠୀ ଲଢ଼େଇ କରୁଛନ୍ତି। ମାରିବ୍‌ ହେଉଛି ୟେମେନ ସରକାରଙ୍କ ଶେଷ ଗଡ଼। ଏଠାରେ ବିଜୁଳି ଉତ୍ପାଦନ କେନ୍ଦ୍ର ରହିଛି। ଏହାକୁ ଦଖଲ କରିବା ପାଇଁ ଇହୁଦି ଗୋଷ୍ଠୀ ଉଦ୍ୟମ କରୁଥିଲେ ହେଁ ଏଯାଏ ସଫଳତା ପାଇ ନାହାନ୍ତି। ଫଳରେ ଏଠାରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ମିସାଇଲ ମାଡ଼ କରିଛନ୍ତି।

ଦୀର୍ଘ ୭ ବର୍ଷ ହେଲା ଇହୁଦି ଗୋଷ୍ଠୀ ଓ ୟେମେନ ସରକାରଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ୟେମେନ ସରକାରଙ୍କୁ ସାଉଦି ଆରବ ସମର୍ଥନ କରୁଛି। ଏଥିପାଇଁ ଇହୁଦି ଗୋଷ୍ଠୀ ବାରମ୍ବାର ଡ୍ରୋନ ଓ ମିସାଇଲ ଦ୍ୱାରା ସାଉଦି ଆରବକୁ ମଧ୍ୟ ଟାର୍ଗେଟ କରୁଛି। ଏହାକୁ ନେଇ ପ୍ରାୟ ଅନେକ ସମୟରେ ୟେମେନରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳୁଛି।

ଏସବୁ ଭିତରେ ବୁଧବାର ମିସାଇଲ ମାଡ଼ ମାରିବ୍‌ବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଜାତିସଂଘର ହସ୍ତକ୍ଷେପ ଲୋଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story