ଟ୍ୱିଟର୍‌ ବୋର୍ଡ ସଦସ୍ୟ ପଦ ଛାଡ଼ିଲେ ଜ୍ୟାକ୍‌ ଡୋର୍ସି

ନୂଆଦିଲ୍ଲୀ: ଟେସ୍ଲା ସିଇଓ ଏଲନ୍‌ ମସ୍କ ଏବଂ ଟ୍ୱିଟର୍‌ ସିଇଓ ପରାଗ ଅଗ୍ରୱାଲଙ୍କ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଛି। ଟ୍ୱିଟ୍‌ରରେ ଥିବା ଫେକ୍‌ ଆକାଉଣ୍ଟକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। ଏହାରି ଭିତରେ ଏକ ନୂଆ ଖବର ସାମ୍ନାକୁ ଆସିଛି। ଟ୍ୱିଟ୍‌ରର ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସି ଏବେ ଟ୍ୱିଟ୍‌ର ବୋର୍ଡରୁ ମଧ୍ୟ ଓହରି ଯାଇଛନ୍ତି। ଟ୍ୱିଟର୍‌ ବୋର୍ଡ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତବର୍ଷ ଜ୍ୟାକ୍‌ ଟ୍ୱିଟର୍‌ […]

jack-dorsey

jack-dorsey

Madhupriya Mistry
  • Published: Thursday, 26 May 2022
  • Updated: 26 May 2022, 01:31 PM IST

Sports

Latest News

ନୂଆଦିଲ୍ଲୀ: ଟେସ୍ଲା ସିଇଓ ଏଲନ୍‌ ମସ୍କ ଏବଂ ଟ୍ୱିଟର୍‌ ସିଇଓ ପରାଗ ଅଗ୍ରୱାଲଙ୍କ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଛି। ଟ୍ୱିଟ୍‌ରରେ ଥିବା ଫେକ୍‌ ଆକାଉଣ୍ଟକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। ଏହାରି ଭିତରେ ଏକ ନୂଆ ଖବର ସାମ୍ନାକୁ ଆସିଛି। ଟ୍ୱିଟ୍‌ରର ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସି ଏବେ ଟ୍ୱିଟ୍‌ର ବୋର୍ଡରୁ ମଧ୍ୟ ଓହରି ଯାଇଛନ୍ତି।

ଟ୍ୱିଟର୍‌ ବୋର୍ଡ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତବର୍ଷ ଜ୍ୟାକ୍‌ ଟ୍ୱିଟର୍‌ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପରଗା ଅଗ୍ରୱାଲଙ୍କୁ ସିଇଓ କରାଯାଇଥିଲା। ଟ୍ୱିଟର୍‌ ସିଇଓ ପଦ ଛାଡିବା ପରେ କାର୍ଯ୍ୟକାଳ ଶେଷ ହେବା ଯାଏଁ ସେ ବୋର୍ଡ ସଦସ୍ୟ ରହିବେ ବୋଲି କମ୍ପାନୀ କହିଥିଲା। ଗତକାଲି ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏହାପରେ ବୋର୍ଡର ବାର୍ଷିକ ଶେଆରହୋଲ୍ଡର ବୈଠକରେ ଜ୍ୟାକ୍ ଡୋର୍ସି ପୁନର୍ବାର ନିର୍ବାଚନରେ ​​ଭାଗ ନେଇନଥିଲେ।

ରିପୋର୍ଟ ଅନୁଯାୟୀ ଟ୍ୱିଟ୍‌ର ସିଇଓ ପଦ ଛାଡିବା ବେଳେ ଜ୍ୟାକ୍‌ କହିଥିଲେ, 'ମୋର ବିଶ୍ୱାସ ଯେ କମ୍ପାନୀ ଏବେ ତା'ର ଫାଉଣ୍ଡର ମେମ୍ବର୍ସଙ୍କୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ଅଛି। ଏଥିଲାଗି ମୁଁ କମ୍ପାନୀ ଛାଡିବାକୁ ନିଷ୍ପତ୍ତି ନେଇଛି।' ଏଥିସହ ସେ ଟ୍ୱିଟର୍‌ର ବର୍ତ୍ତମାନର ସିଇଓ ପରାଗ ଅଗ୍ରୱାଲଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ଏଥିସହ ସେ ପୁଣି ଥରେ ଟ୍ୱିଟର୍‌ ସିଇଓ ହେବେ ନାହିଁ ବୋଲି କହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କ ସହ ଲଗାତର ଏଲନ୍‌ ମସ୍କଙ୍କ ବିବାଦ ବଢ଼ିବାରେ ଲାଗିଛି। ମସ୍କ ୪୪ ବିଲିଅନ ଡଲାର୍‌ରେ ଟ୍ୱିଟର୍‌କୁ କିଣିବା ପାଇଁ ଡିଲ୍‌ କରିସାରିଛନ୍ତି। ଏହାପରେ ସେ ଟ୍ୱିଟର୍‌ରେ ଅନେକ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story