ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନ

ୱାଶିଂଟନ: ରକ୍ତ ସଂକ୍ରମଣ ଯୋଗୁ କାର୍ଲିଫର୍ଣ୍ଣିଆର ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ଲ କ୍ଲିଣ୍ଟନ। ବର୍ତ୍ତମାନ ୭୫ ବର୍ଷୀୟ କ୍ଲିଣ୍ଟନକୁ ଆଇସିୟୁରେ ରଖାଯାଇଛି। ତେବେ ସେ କୌଣସି ଶ୍ୱାସକ୍ରିୟା ଜନିତ ମେସିନରେ ନାହାନ୍ତି। ସ୍ୱାଭାବିକ ଭାବେ ତାଙ୍କ ନିଃଶ୍ୱାସ ପ୍ରଶ୍ୱାସ ଜାରି ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। University of California Irvine Medical Centerର ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ପୂର୍ବରୁ ସେ ଭୋଗୁଥିବା ହାର୍ଟ କିମ୍ବା […]

Clinton

Clinton

Hemant Lenka
  • Published: Friday, 15 October 2021
  • Updated: 15 October 2021, 02:10 PM IST

Sports

Latest News

ୱାଶିଂଟନ: ରକ୍ତ ସଂକ୍ରମଣ ଯୋଗୁ କାର୍ଲିଫର୍ଣ୍ଣିଆର ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ଲ କ୍ଲିଣ୍ଟନ। ବର୍ତ୍ତମାନ ୭୫ ବର୍ଷୀୟ କ୍ଲିଣ୍ଟନକୁ ଆଇସିୟୁରେ ରଖାଯାଇଛି। ତେବେ ସେ କୌଣସି ଶ୍ୱାସକ୍ରିୟା ଜନିତ ମେସିନରେ ନାହାନ୍ତି। ସ୍ୱାଭାବିକ ଭାବେ ତାଙ୍କ ନିଃଶ୍ୱାସ ପ୍ରଶ୍ୱାସ ଜାରି ରହିଛି।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। University of California Irvine Medical Centerର ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ପୂର୍ବରୁ ସେ ଭୋଗୁଥିବା ହାର୍ଟ କିମ୍ବା କୋଭିଡ ସମସ୍ୟା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ନଥିବା ସ୍ପଷ୍ଟ ହୋଇଛି।

କ୍ଲିଣ୍ଟନଙ୍କ ମୁଖପାତ୍ର କହିଛନ୍ତି, ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀମାନେ ତାଙ୍କର ଉପଯୁକ୍ତ ଯତ୍ନ ନେଉଛନ୍ତି। ସେ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ତାଙ୍କୁ ହସ୍ପିଟାଲରେ ମଙ୍ଗଳବାର ଠାରୁ ଭର୍ତ୍ତି କରାଯାଇଛି। ସେଠାରେ କ୍ଲିଣ୍ଟନଙ୍କୁ ଆଇଭି ଆଣ୍ଟିବାୟୋଟିକ ଓ ପ୍ଲୁଇଡ୍ସ ଦିଆଯାଇଛି। ଦୁଇ ଦିନର ଚିକିତ୍ସା ପରେ ତାଙ୍କ ହ୍ୱାଇଟ ବ୍ଲଡ ସେଲ୍‌ ହ୍ରାସ ପାଉଛି। ସେହିପରି ଆଣ୍ଟିବାୟୋଟିକ ମଧ୍ୟ କାମ କରିବା ଆରମ୍ଭ କରିଛି। ସେ ସଂପୂର୍ଣ୍ଣ ଫିଟ୍‌ ହୋଇଯିବା ପରେ ଘରକୁ ଫେରିବେ। ଏଥିପାଇଁ ଆଉ ଦୁଇରୁ ୩ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story