ପଞ୍ଜଶିରରେ ଚାଲିଥିବା ଲଢ଼େଇକୁ ବନ୍ଦ କରିବା ପାଇଁ ହମିଦ କରଜାଇଙ୍କ ନିବେଦନ

କାବୁଲ: ପଞ୍ଜଶିରରେ ତାଲିବାନ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ। ଆଲୋଚନା ଦ୍ୱାରା ତାଲିବାନ ଓ ବିରୋଧୀ ଗୋଷ୍ଠୀ ବିବାଦର ସମାଧାନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। କରଜାଇଙ୍କ ଏପରି ନିବେଦନ ସତ୍ତ୍ୱେ ପଞ୍ଜଶିରରେ ଘମାଘୋଟ ଲଢ଼େଇ ଜାରି ରହିଛି। ତାଲିବାନୀମାନେ ପଞ୍ଜଶିର ଦଖଲ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ସେମାନଙ୍କୁ ଅହମଦ ମାସୁଦଙ୍କ ନିର୍ଦ୍ଦନ ଆଲିଆନ୍ସ କଡ଼ା […]

Hamid-Karzai

Hamid-Karzai

Hemant Lenka
  • Published: Friday, 03 September 2021
  • Updated: 03 September 2021, 07:53 PM IST

Sports

Latest News

କାବୁଲ: ପଞ୍ଜଶିରରେ ତାଲିବାନ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ। ଆଲୋଚନା ଦ୍ୱାରା ତାଲିବାନ ଓ ବିରୋଧୀ ଗୋଷ୍ଠୀ ବିବାଦର ସମାଧାନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। କରଜାଇଙ୍କ ଏପରି ନିବେଦନ ସତ୍ତ୍ୱେ ପଞ୍ଜଶିରରେ ଘମାଘୋଟ ଲଢ଼େଇ ଜାରି ରହିଛି।

ତାଲିବାନୀମାନେ ପଞ୍ଜଶିର ଦଖଲ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ସେମାନଙ୍କୁ ଅହମଦ ମାସୁଦଙ୍କ ନିର୍ଦ୍ଦନ ଆଲିଆନ୍ସ କଡ଼ା ଟକ୍କର ଦେଉଛି। ଏହି ଲଢ଼େଇରେ ୫୦୦ରୁ ଅଧିକ ତାଲିବାନୀ ନିହତ ହୋଇଥିବା ବେଳେ ବିରୋଧୀ ଗୋଷ୍ଠୀର ମଧ୍ୟ ଅନେକ ଯୋଦ୍ଧା ମୃତାହତ ହୋଇଛନ୍ତି।

ତଥାପି ପଞ୍ଜଶିର ଯୁଦ୍ଧରେ ବିରାମ ଲାଗିନାହିଁ। ଯୁଦ୍ଧ ପୂର୍ବରୁ ଆଲୋଚନା ଦ୍ୱାରା ତାଲିବାନ ପଞ୍ଜଶିର ବିବାଦର ସମାଧାନ କରିବାକୁ ଚାହୁଁଥିଲା। ସଂଗଠନର ସଦସ୍ୟମାନେ ନର୍ଦ୍ଦନ ଆଲିଆନ୍ସର ପ୍ରତିନିଧିଙ୍କ ସହ ବୈଠକ ମଧ୍ୟ କରିଥିଲେ। ତେବେ ଆଲୋଚନା ବିଫଳ ହେବାକୁ ସୋମବାର ରାତିରୁ ହିଁ ପଞ୍ଜଶିରର ବିଭିନ୍ନ ସ୍ଥାନରେ ଲଢ଼େଇ ଆରମ୍ଭ ହୋଇଛି। ତାଲିବାନ ବନ୍ଧୁକ ମୁନରେ ପଞ୍ଜଶିରକୁ ଦଖଲ କରିବାକୁ ଚାହୁଁଥିବା ବେଳେ ବିଦ୍ରୋହୀ ଗୋଷ୍ଠୀ ଏଥିରେ ବାଧା ଦେଇ ଚାଲିଛନ୍ତି।

ନର୍ଦ୍ଦନ ପ୍ରଦେଶରେ ଦିନକୁ ଦିନ ଯୁଦ୍ଧ ସ୍ଥିତି ଭୟଙ୍କର ରୂପ ଧାରଣ କରୁଥିବାରୁ ଆଜି କରଜାଇ ଟ୍ୱିଟ କରି ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଏବେ ଚାଲିଥିବା ଜୋରଦାର ଲଢ଼େଇରୁ ଆଫଗାନିସ୍ତାନ କିମ୍ବା ଏହାର ଲୋକମାନଙ୍କର କୌଣସି ସ୍ୱାର୍ଥ ସାଧନ ହେବନି।

କାରଣ ଆଫଗାନବାସୀ ପୂର୍ବରୁ ହିଂସା ଓ ରାଜନୀତିକ ଅସ୍ଥିରତା ଯୋଗୁ ଅନେକ କିଛି ହରାଇଛନ୍ତି। ଯୁଦ୍ଧ କୌଣସି ବିବାଦର ସମାଧାନ ନୁହେଁ। ଏହା କେବଳ ଆଘାତକୁ ଅଧିକ ଗଭୀର କରିବ ଓ ଯନ୍ତ୍ରଣା ଦେବ। ମୋର ଆଶା ଉଭୟ ଗୋଷ୍ଠୀ ଆଲୋଚନା ଦ୍ୱାରା ବିବାଦ ସମାଧାନ କରିବେ। ଏହାଦ୍ୱାରା ଆମ ସହ ଜଡ଼ିତ ଲୋକମାନେ ଖୁସି ଓ ଶାନ୍ତିରେ ଜୀବନ ବିତାଇ ପାରିବେ ବୋଲି ସେ ଟ୍ୱିଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story