ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ, ଫସିଛନ୍ତି ୩୦୦ରୁ ଅଧିକ ଲୋକ

ନୂଆଦିଲ୍ଲୀ: ହଂକଂର ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୁହାଯାଉଛି ଯେ, ନିଆଁ ଲାଗିବା ଯୋଗୁଁ ୱାଲ୍ଡ ଟ୍ରେଡ୍‌ ସେଣ୍ଟର ଭିତରେ ୩୦୦ରୁ ଅଧିକ ଲୋକ ଫସି ରହିଛନ୍ତି। ସେହିପରି ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି। ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି। ହଂକଂରେ ଥିବା ଏହି ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର ହେଉଛି ସହରର ସବୁଠାରୁ […]

fire breaks out in world trade center

fire breaks out in world trade center

Madhupriya Mistry
  • Published: Wednesday, 15 December 2021
  • Updated: 15 December 2021, 04:18 PM IST

Sports

Latest News

ନୂଆଦିଲ୍ଲୀ: ହଂକଂର ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୁହାଯାଉଛି ଯେ, ନିଆଁ ଲାଗିବା ଯୋଗୁଁ ୱାଲ୍ଡ ଟ୍ରେଡ୍‌ ସେଣ୍ଟର ଭିତରେ ୩୦୦ରୁ ଅଧିକ ଲୋକ ଫସି ରହିଛନ୍ତି। ସେହିପରି ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି। ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।

ହଂକଂରେ ଥିବା ଏହି ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର ହେଉଛି ସହରର ସବୁଠାରୁ ଲୋକପ୍ରିୟ ମଲ୍। ୩୮ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ଉଭୟ ଅଫିସ୍ ଏବଂ ମଲ୍ ଅଛି। ଏଠାରେ ଭୀଷଣ ନିଆଁ ଲାଗିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ।

Hong Kong: हांगकांग के वर्ल्ड ट्रेड सेंटर में भीषण आग, 300 से अधिक लोग फंसे, रेस्क्यू ऑपरेशन जारी

ସାଉଥ ଚାଇନା ମର୍ଣ୍ଣିଂର ରିପୋର୍ଟ ମୁତାବକ, ଏବେବି ଅନେକ ଲୋକ ବିଲ୍ଡିଂ ଭିତରେ ଫସି ରହିଛି। ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି। ନିଆଁ ଲାଗିବା ଘଟଣାକୁ କ୍ୟାଟେଗୋରୀ ୩ ଘଟଣା ବୋଲି ବର୍ଣ୍ଣନା କରାଯାଇଛି। ସହରରେ ଅଗ୍ନିକାଣ୍ଡର ଗମ୍ଭୀରତାକୁ ଏକରୁ ପାଞ୍ଚଟି କ୍ୟାଟେଗୋରୀରେ ରଖାଯାଇଛି ଏବଂ ଶେଷଟି ସବୁଠାରୁ ଭୟଙ୍କର ଅଟେ (ହଂକଂରେ ଅଗ୍ନି ଘଟଣା)। ପୁଲିସର କହିଛି ଯେ ଅଗ୍ନିକାଣ୍ଡ ସହ ଜଡିତ ଅନେକ କଲ୍ ସେମାନଙ୍କୁ ଆସିଛି। ବିଲ୍ଡିଂର ପଛ ପଟେ ପ୍ରବଳ ଧୂଆଁ ବାହାରୁଥିବା ସୂଚନା ରହିଛି। ବିଲ୍ଡିଂର ପଞ୍ଚମ ମହଲରେ ଫସିଥିବା ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଏବେବି ବିଲ୍ଡିଂରେ ଥିବା ଏକ ହୋଟେଲ ଭିତରେ ୨୦ରୁ ୩୦ ଜଣ ଫସି ରହିଛନ୍ତି ବୋଲି ପୁଲିସ କହିଛି।

ବିଲ୍ଡିଂ ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ଏହି ନିଆଁ ଧୀରେଧୀରେ ଅନ୍ୟ ଫ୍ଲୋରକୁ ବ୍ୟାପିଥିଲା। ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ବୃଦ୍ଧଙ୍କ ସମେତ ୧୨ରୁ ଅଧିକ ଲୋକ ବିଲ୍ଡିଂର ପଞ୍ଚମ ମହଲାର ଛାତ ଡେକ୍‌ରେ ଫସି ରହିଥିବା ନଜର ଆସିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story