ଅଧିକ ଧନୀ ନଥିଲେ ସ୍ୱାମୀ, ତଥାପି ସ୍ତ୍ରୀଙ୍କୁ ଦେଲେ ୪୯ କୋଟି ଟଙ୍କାର ଉପହାର

ୱାଶିଂଟନ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏବ ଖବର ସାମ୍ନାକୁ ଆସିଛି। ଆର୍ଥିକ ସ୍ଥରରେ ଅତ୍ୟନ୍ତ ସ୍ୱଚ୍ଛଳ ନଥିଲେ ମଧ୍ୟ ଜଣେ ବ୍ୟକ୍ତି ଭାଲେଣ୍ଟାଇନ ଡେ’ରେ ତାଙ୍କ ପତ୍ନୀଙ୍କୁ ୪୯ କୋଟି ଟଙ୍କାର ଉପହାର ଦେଇଛନ୍ତି। ଏବେ ଆପଣ ଭାବୁଥିବା ଏତେ ଟଙ୍କା କେମିତି ବ୍ୟକ୍ତି ଜଣଙ୍କ ପାଇଲେ? ବାସ୍ତବରେ ସ୍ୱାମୀ ଜଣଙ୍କ ଗୋଟିଏ ଲଟେରୀ ଟିକେଟ କିଣିଥିଲେ। ଯେତେବେଳେ ସେ ଜାଣିଲେ ଯେ ଏହି ଲଟେରୀ ଟିକେଟ ତାଙ୍କୁ ମୋଟା ଅର୍ଥ ଜିତାଇଛି ସେତେବେଳେ […]

gift

gift

Hemant Lenka
  • Published: Wednesday, 23 February 2022
  • Updated: 23 February 2022, 11:00 AM IST

Sports

Latest News

ୱାଶିଂଟନ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏବ ଖବର ସାମ୍ନାକୁ ଆସିଛି। ଆର୍ଥିକ ସ୍ଥରରେ ଅତ୍ୟନ୍ତ ସ୍ୱଚ୍ଛଳ ନଥିଲେ ମଧ୍ୟ ଜଣେ ବ୍ୟକ୍ତି ଭାଲେଣ୍ଟାଇନ ଡେ’ରେ ତାଙ୍କ ପତ୍ନୀଙ୍କୁ ୪୯ କୋଟି ଟଙ୍କାର ଉପହାର ଦେଇଛନ୍ତି। ଏବେ ଆପଣ ଭାବୁଥିବା ଏତେ ଟଙ୍କା କେମିତି ବ୍ୟକ୍ତି ଜଣଙ୍କ ପାଇଲେ?

ବାସ୍ତବରେ ସ୍ୱାମୀ ଜଣଙ୍କ ଗୋଟିଏ ଲଟେରୀ ଟିକେଟ କିଣିଥିଲେ। ଯେତେବେଳେ ସେ ଜାଣିଲେ ଯେ ଏହି ଲଟେରୀ ଟିକେଟ ତାଙ୍କୁ ମୋଟା ଅର୍ଥ ଜିତାଇଛି ସେତେବେଳେ ସେ ଏହାକୁ ତାଙ୍କ ପତ୍ନୀଙ୍କୁ ଉପହାର ଆକାରରେ ପ୍ରଦାନ କରିଥିଲେ।

ଲଟେରୀର ଏହି ଟିକେଟରୁ ଅର୍ଥ ହାସଲ କରିବାର ଦୁଇଟି ବିକଳ୍ପ ରହିଥିଲା। ଗୋଟିଏ ବିକଳ୍ପରେ ପତ୍ନୀଙ୍କୁ ୭୫ କୋଟି ଟଙ୍କା ମିଳିଥାଆନ୍ତା। ହେଲେ ଏଥିପାଇଁ ୩୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ଲଟେରୀ ବ୍ୟବସ୍ଥା କରିଥିବା କମ୍ପାନୀ କହିଥିଲା। ତେଣୁ ସେ ଏହି ବିକଳ୍ପକୁ ବାଛି ନଥିଲେ। ମହିଳା ଜଣଙ୍କ ତୁରନ୍ତ ଏହାକୁ ଭଙ୍ଗେଇବାକୁ ଚାହିଁଥିଲେ। ଫଳରେ ତାଙ୍କୁ ପ୍ରାୟ ୪୯ କୋଟି ଟଙ୍କା ମିଳିଥିଲା।

ଦମ୍ପତିଙ୍କ ଏପରି ଏକ କାହାଣୀ ଆମେରିକାବାର ବର୍ଜିନିୟାରୁ ଆସିଛି। ସ୍ୱାମୀଙ୍କ ଠାରୁ ୪୯ କୋଟି ଟଙ୍କା ଉପହାର ଆକାରରେ ପାଇଥିବା ସ୍ତ୍ରୀଙ୍କ ନାଁ ହେଉଛି ମାରିୟା ଚିକାସ। ତାଙ୍କ ଘର ବର୍ଜିନିୟାର ହେମାର୍କଟ ଅଞ୍ଚଳରେ। ମାରିୟାଙ୍କୁ ତାଙ୍କ ସ୍ୱାମୀ ଏକ୍ସଟ୍ରିମ ମିଲିୟନ୍ସ ସ୍କ୍ରାଚର ଟିକେଟ ଉପହାର ଆକାରରେ ଦେଇଥିଲେ।

ମାରିୟାଙ୍କୁ ତାଙ୍କ ସ୍ୱାମୀ ଦାମୀ ଉପହାର ସମ୍ପର୍କରେ କହିଥିଲେ ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ସେ ଏହାକୁ ବିଶ୍ୱାସ କରି ନଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ଲଟେରୀ ଉଠାଣ କମ୍ପାନୀ ସୋଶାଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେବା ପରଆ ମାରିୟା ଖୁସି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story