ରଣନୀତି ବଦଳାଇଲେ ଇମ୍ରାନ ଖାନ,ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ଇସଲାମାବାଦ: ଆସନ୍ତାକାଲି ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସଂସଦରେ ଇମ୍ରାନ ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା କୁହାଯାଇଥିଲେ ହେଁ ଏବେ ଏଥିରେ ନୂଆ ଟ୍ୱିଷ୍ଟ ଆସିଛି। ଅନାସ୍ଥା ଭୋଟ ପୂର୍ବରୁ ଆଜି ଇମ୍ରାନ ନିଜର ରଣନୀତି ବଦଳାଇଛନ୍ତି। ଏଥିସହ ଆସନ୍ତାକାଲି ଦେଶର ଜାତୀୟ ସଂସଦରେ ସମସ୍ତ ପିଟିଆଇ ସାଂସଦଙ୍କୁ ଉପସ୍ଥିତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ସେ ଜିତିବେ ବୋଲି ମଧ୍ୟ ଦମ୍ଭୋକ୍ତି […]

Imran-Khan

Imran-Khan

Hemant Lenka
  • Published: Saturday, 02 April 2022
  • Updated: 02 April 2022, 08:18 PM IST

ଇସଲାମାବାଦ: ଆସନ୍ତାକାଲି ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସଂସଦରେ ଇମ୍ରାନ ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା କୁହାଯାଇଥିଲେ ହେଁ ଏବେ ଏଥିରେ ନୂଆ ଟ୍ୱିଷ୍ଟ ଆସିଛି। ଅନାସ୍ଥା ଭୋଟ ପୂର୍ବରୁ ଆଜି ଇମ୍ରାନ ନିଜର ରଣନୀତି ବଦଳାଇଛନ୍ତି।

ଏଥିସହ ଆସନ୍ତାକାଲି ଦେଶର ଜାତୀୟ ସଂସଦରେ ସମସ୍ତ ପିଟିଆଇ ସାଂସଦଙ୍କୁ ଉପସ୍ଥିତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ସେ ଜିତିବେ ବୋଲି ମଧ୍ୟ ଦମ୍ଭୋକ୍ତି କରିଛନ୍ତି। ଏହାପୂର୍ବରୁ ଅନାସ୍ଥା ପ୍ରସ୍ତାବ ଭୋଟିଂ ବେଳେ ପିଟିଆଇର କୌଣସି ସାଂସଦ ସଂସଦରେ ଉପସ୍ଥିତ ନ ରହିବାକୁ ଇମ୍ରାନ ଖାନ ସର୍କୁଲାର ଜାରି କରିଥିଲେ। ହେଲେ ଏବେ ହଠାତ୍‌ ଏଥିରେ ପରିବର୍ତ୍ତନ ହୋଇଥିବା ଏଆରୱାଇ ନ୍ୟୁଜ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ବ୍ୟାକଡୋର ଆଲୋଚନା ପରେ ଇମ୍ରାନ ଆସ୍ଥା ଭୋଟରେ ଜିତିବେ ବୋଲି ଆଶା କରିଛନ୍ତି। ଏଥିପାଇଁ ତାଙ୍କ ନିର୍ଦ୍ଦେଶକ୍ରମେ ସିନେଟର ଫୈଜଲ ଜାଭେଦ ଖାନ ପିଟିଆଇର ସବୁ ସାଂସଦଙ୍କୁ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବାକୁ କହିଛନ୍ତି। ଏଥିସହ ଅନାସ୍ଥା ଭୋଟ ବେଳେ ଦଳୀୟ ସାଂସଦମାନେ ଯେମିତି ଏହା ସପକ୍ଷରେ ଭୋଟ ନ ଦେବେ, ତା’କୁ ମଧ୍ୟ ନିଶ୍ଚିତ କରିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଦଳ ମେଣ୍ଟ ଅନାସ୍ଥା ଭୋଟରେ ବାଜିମାତ କରିବେ ବୋଲି ମଧ୍ୟ କହିଛନ୍ତି। ୩୪୨ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ କରିବାକୁ ହେଲେ ୧୭୨ ଜଣ ସାଂସଦଙ୍କ ଆବଶ୍ୟକତା ରହିଛି। ପିଟିଆଇ ନିର୍ବାଚନରେ ୧୫୫ ଆସନ ଜିତିଥିଲା। ଏହାପରେ କିଛି ଛୋଟ ଛୋଟ ଦଳକୁ ନେଇ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

କିନ୍ତୁ ଛୋଟ ଛୋଖଟ ଦଳ ଗୁଡ଼ିକ ଏବେ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ଇମ୍ରାନ ଖାନଙ୍କ ଶାସନ ଗାଦି ଟଳମଳ ହେବା ଆରମ୍ଭ ହୋଇଛି।

ଆସନ୍ତାକାଲି ଅନାସ୍ଥା ଭୋଟ ବେଳେ ଯଦି କିଛି ସାଂସଦ ଅନୁପସ୍ଥିତ ରୁହନ୍ତି, ତା’ହେଲେ ସେହି ଅନୁସାରେ ଗୃହର ଆସନ ସଂଖ୍ୟା ମଧ୍ୟ ହ୍ରାସ ପାଇବ। ଏହାକୁ ଆଧାର କରି ଇମ୍ରାନ ସଂଖ୍ୟା ଗରିଷ୍ଠତାର ପରୀକ୍ଷାରେ ପାସ୍‌ କରିଯିବାର ମଧ୍ୟ ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story