ଗିରଫ ହୋଇପାରନ୍ତି ଇମ୍ରାନ୍‌ ଖାନ୍‌

ଇସଲାମାବାଦ: ଆରମ୍ଭ ହୋଇଯାଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ କାଉନଡାଉନ। ଆଉ କିଛି ସମୟ ପରେ ପାକିସ୍ତାନ ସଂସଦରେ ଦେଶର ବଜିର-ଏ-ଆଜମଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟିଂ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳ ନିଜ ଷ୍ଟାଣ୍ଡରେ ପରିବର୍ତ୍ତନ କରି ରବିବାର ଭୋଟିଂରେ ଭାଗନେବାକୁ ଘୋଷଣା କରିଦେଇଛି। ଇମ୍ରାନଙ୍କ ଘୋଷଣା ପରେ କେବଳ ସଂସଦ ନୁହେଁ ସଂସଦ ବାହାରେ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୧୪୪ ଧାରା ଜାରି […]

Imran Khan-1

Imran Khan-1

Madhupriya Mistry
  • Published: Sunday, 03 April 2022
  • Updated: 03 April 2022, 05:10 PM IST

Sports

Latest News

ଇସଲାମାବାଦ: ଆରମ୍ଭ ହୋଇଯାଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ କାଉନଡାଉନ। ଆଉ କିଛି ସମୟ ପରେ ପାକିସ୍ତାନ ସଂସଦରେ ଦେଶର ବଜିର-ଏ-ଆଜମଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟିଂ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳ ନିଜ ଷ୍ଟାଣ୍ଡରେ ପରିବର୍ତ୍ତନ କରି ରବିବାର ଭୋଟିଂରେ ଭାଗନେବାକୁ ଘୋଷଣା କରିଦେଇଛି। ଇମ୍ରାନଙ୍କ ଘୋଷଣା ପରେ କେବଳ ସଂସଦ ନୁହେଁ ସଂସଦ ବାହାରେ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୧୪୪ ଧାରା ଜାରି କରାଯାଇଛି। ସେପଟେ ଏହାରି ଭିତରେ ଯଦି ସଂସଦରେ ଆଗତ ଅନାସ୍ଥା ଭୋଟ୍‌ରେ ହାରି ଯାଆନ୍ତି ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗିରଫ ହୋଇପାରନ୍ତି ବୋଲି ଗୃହମନ୍ତ୍ରୀ ଶେଖ୍‌ ରଶିଦ୍‌ କହିଛନ୍ତି।

ମନ୍ତ୍ରୀ ଶେଖ୍‌ ରଶିଦ୍‌ କହିଛନ୍ତି, ଅନାସ୍ଥା ପ୍ରସ୍ଥାବ ଆଗତ ଆଗରୁ ‘ପାକିସ୍ତାନ ତେହ୍‌ରିକ୍‌-ଏ-ଇନ୍‌ସାଫ୍‌’ (ପିଟିଆଇ) ପାର୍ଟି ନେତୃତ୍ୱାଧୀନ ଶାସକ ମେଣ୍ଟର ୧୫୫ଜଣ ସଦସ୍ୟ ଇସ୍ତଫା ଦେବେ। ସେମାନେ ଇମ୍ରାନ୍‌ ଖାନ୍‌ଙ୍କୁ ସହ୍ୟ କରିବେ ନାହିଁ, ତାଙ୍କୁ ଗିରଫ କରିବେ। ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବିରୋଧୀ ଦଳକୁ ଉଦ୍ଦେଶ୍ୟ କରି ସେ ଏଭଳି କହିଛନ୍ତି।

ଅନାସ୍ଥା ଭୋଟ୍‌ ପୂର୍ବରୁ ହିଂସାକାଣ୍ଡ ଘଟିବାର ସମ୍ଭାବନା ଥିବାରୁ ଆଜି ଇସ୍‌ଲାମାବାଦ୍‌ରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛନ୍ତି। ଆଜି ମେଟ୍ରୋ ବସ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସଂସଦ ସମେତ ପ୍ରମୁଖ ବିଲଡିଂ ଥିବା ଅଞ୍ଚଳକୁ ରେଡ୍ ଜୋନ୍ ଘୋଷଣା କରି ଘେରାବନ୍ଦୀ କରାଯାଇଛି । ସାଧାରଣ ଜନତାଙ୍କ ପାଇଁ ଏସବୁ ରାସ୍ତାକୁ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story