ମଦ ସହ ଧରାପଡ଼ିଲେ ଇମ୍ରାନ ଖାନ୍‌ଙ୍କ ସାବତ ପୁଅ, ଆଉ ତା’ ପରେ

ଲାହୋର: ପାକିସ୍ତାନରେ ମଦ ବିକ୍ରି ଓ ସେବନ ଉପରେ ସଂପୂର୍ଣ୍ଣ ରୋକ ଲାଗିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସାବତ ପୁଅ ଓ ତାଙ୍କର ଦୁଇ ଜଣ ବନ୍ଧୁଙ୍କ ନିକଟରୁ ମିଳିଛି ବିପୁଳ ପାରିମାଣରେ ମଦ। ଏହି ଘଟଣାରେ ପୁଲିସ୍‌ ସମସ୍ତଙ୍କୁ ଗିରଫ କରିଥିଲା। ହେଲେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଫୋନ କଲ ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି। ଇମ୍ରାନ ଖାନଙ୍କ ସାବତ ପୁଅ ମୁସା ମାନେକାଙ୍କ କାର୍‌ରୁ ପୁଲିସ୍‌ ମଦ ଜବତ କରିଥିଲା। ମୁସା ହେଉଛନ୍ତି […]

Imran-Khan

Imran-Khan

Hemant Lenka
  • Published: Wednesday, 23 February 2022
  • Updated: 23 February 2022, 09:14 AM IST

Sports

Latest News

ଲାହୋର: ପାକିସ୍ତାନରେ ମଦ ବିକ୍ରି ଓ ସେବନ ଉପରେ ସଂପୂର୍ଣ୍ଣ ରୋକ ଲାଗିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସାବତ ପୁଅ ଓ ତାଙ୍କର ଦୁଇ ଜଣ ବନ୍ଧୁଙ୍କ ନିକଟରୁ ମିଳିଛି ବିପୁଳ ପାରିମାଣରେ ମଦ। ଏହି ଘଟଣାରେ ପୁଲିସ୍‌ ସମସ୍ତଙ୍କୁ ଗିରଫ କରିଥିଲା। ହେଲେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଫୋନ କଲ ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି।

ଇମ୍ରାନ ଖାନଙ୍କ ସାବତ ପୁଅ ମୁସା ମାନେକାଙ୍କ କାର୍‌ରୁ ପୁଲିସ୍‌ ମଦ ଜବତ କରିଥିଲା। ମୁସା ହେଉଛନ୍ତି ଇମ୍ରାନଙ୍କ ପତ୍ନୀ ବୁଶାରା ବିବିଙ୍କ ପୁଅ। ବୁଶାରାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ମୁସା ଜନ୍ମ ଗ୍ରହଣ କରିଥିଲେ। ମୁସା ଓ ତାଙ୍କର ଦୁଇ ବନ୍ଧୁ କାର ଯୋଗେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଗଦାଫି ଷ୍ଟାଡିୟମ ନିକଟରେ ଅଟକାଇଥିଲା।

ଏହି ସମୟରେ କାର୍‌ ମଧ୍ୟରୁ ବିପୁଳ ପରିମାଣର ମଦ ମିଳିଥିଲା। ବ୍ୟାନ ସତ୍ତ୍ୱେ ଏମାନେ ମଦ ସହ ଧରାପଡ଼ିଥିବାରୁ ପୁଲିସ  ସମସ୍ତଙ୍କୁ ଗିରଫ କରିଥିଲା। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷ ଫୋନ କରିବାରୁ ସେଦିନି ସମସ୍ତଙ୍କୁ ଛାଡ଼ି ଦିଆଯାଇଛି।

ଅଭିଯୁକ୍ତଙ୍କ ପରିବାର ଲୋକ ଏ ବିଷୟରେ ସବୁ ଜାଣିଛନ୍ତି। ସେମାନେ ଗ୍ୟାରେଣ୍ଟୀ ଦେବା ପରେ ହିଁ ସମସ୍ତଙ୍କୁ ଛଡ଼ା ଯାଇଥିଲା। ଗିରଫ କରାଯିବା ସମୟରେ ମୁସା ସୁରକ୍ଷାକର୍ମୀଙ୍କୁ ବୁଶାରାଙ୍କ ନାଁ ନେଇ ଧମକ ଚମକ ଦେଇଥିଲେ। ତଥାପି ତାଙ୍କୁ ଗିରଫ କରାଯାଇଥିଲା।

ଗିରଫ ପରେ ଗୋଟିଏ ମାମଲା ରୁଜୁ କରାଯାଇଥିଲା। ହେଲେ ମାମଲା ରୁଜୁ ହେବା କ୍ଷଣି ପଞ୍ଜାବ ପୁଲିସ୍‌ ମୁଖ୍ୟଙ୍କ ପାଖକୁ ମୁସାଙ୍କୁ ଛାଡ଼ିବା ପାଇଁ ଅନେକ ଫୋନ ଆସିଥିଲା। ତେଣୁ ପୁଲିସ୍ ତାଙ୍କୁ ଛାଡ଼ି ଦେଇଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବାର କିଛି ମାସ ପୂର୍ବରୁ ବୁଶାରା ବିବିଙ୍କୁ ୨୦୧୮ ରେ ବିବାହା କରିଥିଲେ। ଏହାପୂର୍ବରୁ ବୁଶାରା ୧୯୮୭ରୁ ୨୦୧୭ ଯାଏ ଖୱାର ଫରିଦ ମାନେକାଙ୍କ ସହ ବୈବାହିକ ସମ୍ପର୍କରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story