ସିରିଆରେ ପଶି ଆଇଏସଆଇଏସ ମୁଖ୍ୟକୁ ଖତମ କଲା ଆମେରିକା

ୱାଶିଂଟନ: ପୁଣିଥରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ବିରୋଧରେ ବଡ଼ ଧରଣର ଷ୍ଟ୍ରାଇକ କରିଛି ଆମେରିକା। ସିରିଆରେ ଆମେରିକା ସେନା ପ୍ରବେଶ କରି ଆଇଏସ୍‌ର ମୁଖ୍ୟ ଅବୁ ଇବ୍ରାହିମ ଅଲ ହାଶିମି ଅଲ କୁରେଶିକୁ ହତ୍ୟା କରିଛି। ଏଥିସହ ଆମେରିକା ସେନା ସେ ରହୁଥିବା ପ୍ରତିଷ୍ଠାନକୁ ମଧ୍ୟ ଧ୍ୱଂସ କରି ଦେଇଛି। ଏହି ଅପରେସନ ପରେ ଆମେରିକାର ଯବାନମାନେ ସୁରକ୍ଷିତ ସ୍ୱଦେଶ ମଧ୍ୟ ଫେରିଛନ୍ତି। ପୂର୍ବରୁ ଆଇଏସ୍‌ର ପ୍ରତିଷ୍ଠାତା ଅବୁ ବକର ଅଲ ବାଗଦାଦିକୁ ମଧ୍ୟ ଆମେରିକା […]

ISIS

ISIS

Hemant Lenka
  • Published: Thursday, 03 February 2022
  • Updated: 03 February 2022, 07:46 PM IST

Sports

Latest News

ୱାଶିଂଟନ: ପୁଣିଥରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ବିରୋଧରେ ବଡ଼ ଧରଣର ଷ୍ଟ୍ରାଇକ କରିଛି ଆମେରିକା। ସିରିଆରେ ଆମେରିକା ସେନା ପ୍ରବେଶ କରି ଆଇଏସ୍‌ର ମୁଖ୍ୟ ଅବୁ ଇବ୍ରାହିମ ଅଲ ହାଶିମି ଅଲ କୁରେଶିକୁ ହତ୍ୟା କରିଛି। ଏଥିସହ ଆମେରିକା ସେନା ସେ ରହୁଥିବା ପ୍ରତିଷ୍ଠାନକୁ ମଧ୍ୟ ଧ୍ୱଂସ କରି ଦେଇଛି।

ଏହି ଅପରେସନ ପରେ ଆମେରିକାର ଯବାନମାନେ ସୁରକ୍ଷିତ ସ୍ୱଦେଶ ମଧ୍ୟ ଫେରିଛନ୍ତି। ପୂର୍ବରୁ ଆଇଏସ୍‌ର ପ୍ରତିଷ୍ଠାତା ଅବୁ ବକର ଅଲ ବାଗଦାଦିକୁ ମଧ୍ୟ ଆମେରିକା ଅନୁରୂପ ଭାବେ ନିହତ କରିଥିଲା।

[caption id="" align="aligncenter" width="863"] ଘଟଣା ସ୍ଥଳରେ ପଡ଼ିଥିବା ମିଲାଟାରୀ ଡିଭାଇସ[/caption]

ଆମେରିକା ପକ୍ଷରୁ ଆଇଏସଆଇଏସ ବିରୋଧରେ ହୋଇଥିବା ଅପରେସନ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ ପରବର୍ତ୍ତୀ ଅବସ୍ଥାରେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ ବୋଲି ମଧ୍ୟ କହିଛନ୍ତି।

ବାଇଡେନ ଟ୍ୱିଟ କରି କହିଛନ୍ତି, “ଆମ ଆର୍ମଡ ଫୋର୍ସର ଦକ୍ଷତା ଓ ସାହାସ ଯୋଗୁ ଆମେ ଆଇଏସଆଇଏସ୍‌ ନେତା ଅବୁ ଇବ୍ରାହିମ ଅଲ ହାଶିମି ଅଲ କୁରେଶିକୁ ଯୁଦ୍ଧ କ୍ଷେତ୍ରରେ ଶେଷ କରି ଦେଇଛୁ। ଅପରେସନରୁ ସବୁ ଆମେରିକୀୟ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ରାତିରେ ମୋ ନିର୍ଦ୍ଦେଶକ୍ରମେ ଆମେରିକା ସେନା ବାହିନୀ ସଫଳତାର ସହ ଆତଙ୍କବାଦ ବିରୋଧୀ ଅଭିଯାନ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ପୂରା ଅପରେସନ ବିଷୟରେ ମୁଁ ସମସ୍ତଙ୍କୁ ସୂଚନା ଦେବି।”

[caption id="" align="aligncenter" width="860"] ଗୁଳିମାଡ଼ରେ କ୍ଷତିଗ୍ରସ୍ତ ଦୋକାନ[/caption]

ମିଳିଥିବା ସୂଚନା ଅନୁଯାୟୀ, ସରିୟାର ଇଡଲିବ ପ୍ରଦେଶରେ ଥିବା ଆଟମେହ ଗାଁରେ ଆମେରିକାର ସ୍ପେଶାଲ ଫୋର୍ସ ଗତ ରାତିରେ ଅପରେସନ କରିଥିଲା। ଆମେରିକା ଯବାନମାନେ ହେଲିକପ୍ଟର ଯୋଗେ ଅବୁ ଇବ୍ରାହିମ ରହୁଥିବା ବିଲଡିଂ ନିକଟରେ ପହଞ୍ଚିଥିଲେ।

ତେବେ ସେଠାରେ ଥିବା ତା’ର ସହଯୋଗୀମାନେ ଯବାନମାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଦୀର୍ଘ ୨ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିଲା। ବିସ୍ଫୋରଣ ସାଙ୍ଗକୁ ଗୁଳିମାଡ଼ରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା। ଏହି ଅପରେସନରେ ପ୍ରାଥମିକ ଭାବେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏଥିରେ ୪ ଜଣ ମହିଳା ଓ ୬ ଜଣ ଛୋଟ ପିଲା ରହିଛନ୍ତି। ଆମେରିକା ଯବାନମାନେ ଆଇଏସ୍‌ ସଦସ୍ୟଙ୍କ ମୁକାବିଲା କରି ଅବୁ ଇବ୍ରାହିମ ପାଖରେ ପହଞ୍ଚିଥିଲେ। ସେ ଯବାନମାନଙ୍କୁ ଦେଖି ଭୟରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏଥିରେ ତା’ ପରିବାର ଲୋକ ମଧ୍ୟ ପ୍ରାଣ ହରାଥିବା କୁହାଯାଉଛି।

[caption id="" align="aligncenter" width="863"] ଘଟଣା ପରେ ଉଦ୍ଧାରକାରୀ ଦଳର ସର୍ଚ୍ଚ ଅପରେସନ[/caption]

୨୦୧୯ ଅକ୍ଟୋବର ୩୧ ରାତିରେ ମଧ୍ୟ ସିରିଆରେ ଆମେରିକା ଅନୁରୂପ ଅପରେସନ କରିଥିଲା। ଏଥିରେ ଅବୁ ବକର ଅଲ ବାଗଦାଦି ନିହତ ହୋଇଥିଲା। ସେ ମଧ୍ୟ ଆମେରିକା ଯବାନଙ୍କ ଭୟରେ ନିଜକୁ ବିସ୍ଫୋରଣରେ ଉଡ଼ାଇଥିଲା। ଏଥିରେ ତା’ ପତ୍ନୀ ଓ ପିଲାମାନେ ମଧ୍ୟ ପ୍ରାଣ ହରାଇଥିଲା। ବାଗଦାଦି ପ୍ରାଣ ହରାଇବା ପରେ ଅବୁ ଇବ୍ରାହିମ ଆଇଏସର ମୁଖ୍ୟ ଭାବେ କାମ କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story