ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

କାବୁଲ: ମସଜିଦରେ ବଡ ଧରଣର ବିସ୍ଫୋରଣ। ଶୁକ୍ରବାର ଆଫଗାନିସ୍ଥାନର କାବୁଲରେ ଥିବା ଏକ ମସଜିଦରେ ଏହି ବିସ୍ଫୋରଣ ଘଟିଛି। ନମାଜ ପାଠ ବେଳେ ଏହି ବିସ୍ଫୋରଣ ଘଟିଥିବା ବେଳେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ ଜଣ ଆହତ ହୋଇଛନ୍ତି। ଏନେଇ ତାଲିବାନର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ରମାଜନର ଶେଷ ଶୁକ୍ରବାର ଥିବାରୁ ନମାଜ ପାଠ ପାଇଁ ମସଜିଦରେ ଶହ ଶହ ଲୋକେ ଏକାଠି ହୋଇଥିଲେ। ଖଲିଫା ଆଗା […]

Blast

Blast

Madhupriya Mistry
  • Published: Saturday, 30 April 2022
  • Updated: 30 April 2022, 12:00 PM IST

Sports

Latest News

କାବୁଲ: ମସଜିଦରେ ବଡ ଧରଣର ବିସ୍ଫୋରଣ। ଶୁକ୍ରବାର ଆଫଗାନିସ୍ଥାନର କାବୁଲରେ ଥିବା ଏକ ମସଜିଦରେ ଏହି ବିସ୍ଫୋରଣ ଘଟିଛି। ନମାଜ ପାଠ ବେଳେ ଏହି ବିସ୍ଫୋରଣ ଘଟିଥିବା ବେଳେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ ଜଣ ଆହତ ହୋଇଛନ୍ତି। ଏନେଇ ତାଲିବାନର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ରମାଜନର ଶେଷ ଶୁକ୍ରବାର ଥିବାରୁ ନମାଜ ପାଠ ପାଇଁ ମସଜିଦରେ ଶହ ଶହ ଲୋକେ ଏକାଠି ହୋଇଥିଲେ। ଖଲିଫା ଆଗା ଗୁଲ ଜାନ ମସଜିଦରେ ଖଚାଖଚ ଭିଡ ହୋଇଥିଲା। ହଠାତ ସେହି ସମୟରେ ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫୦ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦ ଜଣ ଗୁରୁତର ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

Blast at Kabul mosque kills more than 50 worshippers | Afghanistan | The Guardian

ଆଫଗାନିସ୍ତାନ ଗୃହମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ, ଘଟଣା ପରେ ତାଲିବାନ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରି ରହିଛନ୍ତି। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ଏବଂ କିଏ ଘଟାଇଛି ସେ ନେଇ କିଛି ସୂଚନା ମିଳିନାହିଁ। ବର୍ତ୍ତମାନ ଯାଏଁ ଏହି ବିସ୍ଫୋରଣକୁ ନେଇ କେହି ମଧ୍ୟ ନିଜକୁ ଦାୟୀ କରିନାହାନ୍ତି।

ଦେଶର ଅଳ୍ପସଂଖ୍ୟକ ସିଆ ମୁସଲମାନଙ୍କୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଥିବା କୁହାଯାଉଛି। ଏହାପୂର୍ବରୁ ଗତ ୨୧ ତାରିଖରେ ଏକ ମସଜିଦରେ ବିସ୍ଫୋରଣ ଘଟିଥିଲା। ଏଥିରେ ୫ ଜଣ ପ୍ରାଣ ହରାଇଥିଲେ, ୬୫ ଜଣ ଆହତ ହୋଇଥିଲେ। ଆକ୍ରମଣ ପାଇଁ ଆଇଏସଆଇଏସ ନିଜକୁ ଦାୟୀ କରିଥିଲା। ସେହିପରି ୧୯ ତାରିଖରେ ମଧ୍ୟ ଆଫଗାନର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story