ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟା ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି

ଅବୁୟୋଗ: ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି। ଆହୁରି ବହୁ ମୃତଦେହ ପଙ୍କତଳେ ପୋତି ହୋଇରହିଥିବା ଗ୍ରାମମାନଙ୍କରୁ ମିଳିବା ସମ୍ଭାବନା ରହିଛି। ଫିଲିପାଇନ୍ସର କେନ୍ଦ୍ରୀୟ ପ୍ରାନ୍ତର ଲେଟି ଏହି ବିପର୍ଯ୍ୟୟରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ପ୍ରାନ୍ତ ଓ ଅନ୍ୟ ଦ୍ୱୀପପୁଞ୍ଜରେ କିଛିଦିନ ହେବ ଲାଗି ରହିଥିବା ବର୍ଷା ଜନିତ ଭୂସ୍ଖଳ ଅନେକ ଘର କ୍ଷତିଗ୍ରସ୍ତ କରିଛି। ଯାହାର ପ୍ରଭାବ କୃଷି ଓ ମତ୍ସ୍ୟଜୀବୀ ସମୁଦାୟ ଉପରେ ଅଧିକ ପଡ଼ିଛି। ସ୍ଥାନୀୟ ପ୍ରଶାସନକୁ […]

philipaines flood

philipaines flood

Ordigital Desk
  • Published: Thursday, 14 April 2022
  • Updated: 14 April 2022, 04:39 PM IST

Sports

Latest News

ଅବୁୟୋଗ: ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି। ଆହୁରି ବହୁ ମୃତଦେହ ପଙ୍କତଳେ ପୋତି ହୋଇରହିଥିବା ଗ୍ରାମମାନଙ୍କରୁ ମିଳିବା ସମ୍ଭାବନା ରହିଛି।

ଫିଲିପାଇନ୍ସର କେନ୍ଦ୍ରୀୟ ପ୍ରାନ୍ତର ଲେଟି ଏହି ବିପର୍ଯ୍ୟୟରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ପ୍ରାନ୍ତ ଓ ଅନ୍ୟ ଦ୍ୱୀପପୁଞ୍ଜରେ କିଛିଦିନ ହେବ ଲାଗି ରହିଥିବା ବର୍ଷା ଜନିତ ଭୂସ୍ଖଳ ଅନେକ ଘର କ୍ଷତିଗ୍ରସ୍ତ କରିଛି। ଯାହାର ପ୍ରଭାବ କୃଷି ଓ ମତ୍ସ୍ୟଜୀବୀ ସମୁଦାୟ ଉପରେ ଅଧିକ ପଡ଼ିଛି। ସ୍ଥାନୀୟ ପ୍ରଶାସନକୁ ଏଥିନିମେନ୍ତ ପ୍ରାୟ ଶତାଧିକ ଲୋକଙ୍କୁ ଉଦ୍ଧାର ପରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos