ଅବୁୟୋଗ: ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି। ଆହୁରି ବହୁ ମୃତଦେହ ପଙ୍କତଳେ ପୋତି ହୋଇରହିଥିବା ଗ୍ରାମମାନଙ୍କରୁ ମିଳିବା ସମ୍ଭାବନା ରହିଛି।
ଫିଲିପାଇନ୍ସର କେନ୍ଦ୍ରୀୟ ପ୍ରାନ୍ତର ଲେଟି ଏହି ବିପର୍ଯ୍ୟୟରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ପ୍ରାନ୍ତ ଓ ଅନ୍ୟ ଦ୍ୱୀପପୁଞ୍ଜରେ କିଛିଦିନ ହେବ ଲାଗି ରହିଥିବା ବର୍ଷା ଜନିତ ଭୂସ୍ଖଳ ଅନେକ ଘର କ୍ଷତିଗ୍ରସ୍ତ କରିଛି। ଯାହାର ପ୍ରଭାବ କୃଷି ଓ ମତ୍ସ୍ୟଜୀବୀ ସମୁଦାୟ ଉପରେ ଅଧିକ ପଡ଼ିଛି। ସ୍ଥାନୀୟ ପ୍ରଶାସନକୁ ଏଥିନିମେନ୍ତ ପ୍ରାୟ ଶତାଧିକ ଲୋକଙ୍କୁ ଉଦ୍ଧାର ପରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ମହାକାଶରେ ଖ୍ରୀଷ୍ଟମାସ ପାଳିଲେ ସୁନୀତା, ଉଠିଲା ପ୍ରଶ୍ନ
ସୁନୀତା ଏବଂ ବୁଚ୍ କେବଳ ଆଠ ଦିନର ଯାତ୍ରା ପାଇଁ ମହାକାଶକୁ ଯାଇଥିଲେ। କିନ୍ତୁ ଟେକ୍ନିକାଲ ତ୍ରୁଟି ଓ ଅନ୍ୟାନ୍ୟ ବାଧା ଯୋଗୁ ଉଭୟ ପ୍ରାୟ ଏକ ବର୍ଷ ମହାକାଶରେ ବିତାଇକୁ ବାଧ୍ୟ ହୋଇଛନ୍ତି।
International
ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ହମ୍ଲା, ୧୫ ମୃତ
ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଅଛନ୍ତି।
International
୨ ପୋଷ୍ୟ ପୁତ୍ରଙ୍କୁ ଦୁଷ୍କର୍ମ କରିଥିଲେ: ୧୦୦ ବର୍ଷର ଜେଲଦଣ୍ଡ ପାଇଲେ ସମଲିଙ୍ଗୀ ଗେ’ ଦମ୍ପତି
ସେମାନେ ବିନା ପ୍ୟାରୋଲ ସୁବିଧାରେ ୧୦୦ ବର୍ଷ ଲେଖାଏ ଜେଲରେ ରହିବେ।
International
ବିଗିଡ଼ିଲା ବିଲ୍ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି
ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି
International
ବ୍ରାଜିଲ୍ରେ ପୁଣି ଅଘଟଣ, ଭୁଶୁଡ଼ିଲା ପୋଲ, ୨ ମୃତ
ସେହିପରି ୧୨ ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।