ହାବୁଡ଼ରେ ପଡ଼ିଲେ ମାରିଦେବେ ! ବଞ୍ଚିବା ପାଇଁ ବାଟ ‌ଖୋଜୁଛନ୍ତି ପୂର୍ବତନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଟଳିବାର ନାଁ ଧରୁନି। ଆର୍ଥିକ ଦୁଃସ୍ଥିତିରୁ ସେଠାରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେବା ପରେ ଆନ୍ଦୋଳନକାରୀମାନେ ତାଙ୍କ ବାସଭବନକୁ ଟେକାମାଡ଼ କରିବା ସହ  ବୋମା ମାଡ଼ ମଧ୍ୟ କରିଥିଲେ। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ମହିନ୍ଦା ରାଜପକ୍ଷ ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ତତ୍ରିନ୍‌କୋମାଲେ ନାଭାଲ ସେଣ୍ଟରେ ଆଶ୍ରୟ ନେଇଛନ୍ତି। ଏକ ହେଲିକପ୍ଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ […]

raj-1

raj-1

Tapas Behera
  • Published: Tuesday, 10 May 2022
  • Updated: 10 May 2022, 02:15 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଟଳିବାର ନାଁ ଧରୁନି। ଆର୍ଥିକ ଦୁଃସ୍ଥିତିରୁ ସେଠାରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେବା ପରେ ଆନ୍ଦୋଳନକାରୀମାନେ ତାଙ୍କ ବାସଭବନକୁ ଟେକାମାଡ଼ କରିବା ସହ  ବୋମା ମାଡ଼ ମଧ୍ୟ କରିଥିଲେ। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ମହିନ୍ଦା ରାଜପକ୍ଷ ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ତତ୍ରିନ୍‌କୋମାଲେ ନାଭାଲ ସେଣ୍ଟରେ ଆଶ୍ରୟ ନେଇଛନ୍ତି। ଏକ ହେଲିକପ୍ଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଏବଂ ତାଙ୍କ ପରିବାର ସଦସ୍ୟକୁ  ନାଭାଲ ବେସକୁ ସ୍ଥାନାନ୍ତର କରାଯାଛି। ସେଠାରେ ମଧ୍ୟ ଆନ୍ଦୋଳନକାରୀ ମାନେ  ବିକ୍ଷୋଭ କରିଛନ୍ତି।

କଲମ୍ବୋଠାରୁ ୨୭୦ କିମି ଦୂର ନୌସେନା ବେସ୍‌ରେ ତାଙ୍କ ପରିବାରକୁ ରଖାଯାଛି। ସେଠରେ ବ୍ୟାପକ ପୁଲିସ ମୁତୟନ କରାଯାଥିଲା ବେଳେ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଛି। ଗତକାଲି ରାଜପକ୍ଷଙ୍କୁ ବିରୋଧ କରି ଆନ୍ଦୋଳନ ବେଳେ ୨୦୦ ଜଣ ଆହତ ହୋଇଛନ୍ତି। ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ  ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ  ରାଜପକ୍ଷ ନିଜ ପଦରୁ ଗତକାଲି ଇସ୍ତଫା ଦେଇଛନ୍ତି ।  ସେହିପରି ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ଚନ୍ନା ଜୟସୁମାନା ମଧ୍ୟ ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ସଙ୍ଗିନ ହେବା ପରେ ଦେଶରେ ପରିସ୍ଥତି ଅଣାୟତ୍ତ ହୋଇପଡ଼ିଛି। ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଛି ।

ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦ୍ରା ରାଜପକ୍ଷଙ୍କ ଇସ୍ତଫାକୁ ନେଇ କଲମ୍ବୋରେ ଲୋକେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ନାରାବାଜି କରିଛନ୍ତି । ଫଳରେ ଦେଶବ୍ୟାପି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ ଭିତରେ ପୁଟାଲାମ୍ ସାଂସଦଙ୍କ ସହ କଲମ୍ବୋ ମେୟରଙ୍କ ଘରେ ନିଆଁ ଲଗାଇ ଦେଇଥିବାବେଳେ ସାଂସଦ ସନଥ ନିଶାନ୍ଥାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story