ଦାନ୍ତ ଫିଲିଂ ବେଳେ ଫୁସଫୁସ୍‌କୁ ଚାଲିଗଲା ଡ୍ରିଲିଂ ବିଟ୍‌, ତା’ ପରେ...

ନ୍ୟୁୟର୍କ: ଅପରେସନ ବେଳେ ପେଟରେ କଇଁଚି, ଗଜ କପଡ଼ା ଆଦି ରହି ଯାଇଥିବା କଥା ଆମେ ବହୁଥର ଶୁଣିଛନ୍ତି। ହେଲେ ଦାନ୍ତ ଫିଲିଙ୍ଗ ବେଳେ ଜଣେ ବ୍ୟକ୍ତି ଡ୍ରିଲିଂ ବିଟ୍‌କୁ ଗିଳି ଦେଇଥିବା କେବେ ଶୁଣି ନ ଥିବେ। ତାହା ପୁଣି ଉକ୍ତ ବ୍ୟକ୍ତିଙ୍କୁ ଫୁସଫୁସ୍‌କୁ ଚାଲି ଯାଇଥିବା ବେଳେ ଦୀର୍ଘ ସମୟର ଅପରେସନ ପରେ ତାହାକୁ ବାହାର କରାଯାଇପାରିଥିବା ଜଣାଯାଇଛି। ହଠାତ୍‌ କିଛି ବୁଝିବା ଆଗରୁ ଜୀବନ ମରଣ ଦୋଛକିକୁ ଚାଲିଥିବା ବ୍ୟକ୍ତିଜଣକ ନୂତନ ଜୀବଦାନ […]

old-man

old-man

Niharika Rout
  • Published: Wednesday, 20 April 2022
  • Updated: 20 April 2022, 09:48 AM IST

Sports

Latest News

ନ୍ୟୁୟର୍କ: ଅପରେସନ ବେଳେ ପେଟରେ କଇଁଚି, ଗଜ କପଡ଼ା ଆଦି ରହି ଯାଇଥିବା କଥା ଆମେ ବହୁଥର ଶୁଣିଛନ୍ତି। ହେଲେ ଦାନ୍ତ ଫିଲିଙ୍ଗ ବେଳେ ଜଣେ ବ୍ୟକ୍ତି ଡ୍ରିଲିଂ ବିଟ୍‌କୁ ଗିଳି ଦେଇଥିବା କେବେ ଶୁଣି ନ ଥିବେ। ତାହା ପୁଣି ଉକ୍ତ ବ୍ୟକ୍ତିଙ୍କୁ ଫୁସଫୁସ୍‌କୁ ଚାଲି ଯାଇଥିବା ବେଳେ ଦୀର୍ଘ ସମୟର ଅପରେସନ ପରେ ତାହାକୁ ବାହାର କରାଯାଇପାରିଥିବା ଜଣାଯାଇଛି। ହଠାତ୍‌ କିଛି ବୁଝିବା ଆଗରୁ ଜୀବନ ମରଣ ଦୋଛକିକୁ ଚାଲିଥିବା ବ୍ୟକ୍ତିଜଣକ ନୂତନ ଜୀବଦାନ ପାଇ ବେଶ୍‌ ଖୁସି ଥିବା କହିଛନ୍ତି। ଏପରି ଘଟଣା କିଛି ଦିନ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଥିବା ବେଳେ ଏହା ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।

୬୦ ବର୍ଷୀୟ ଜୋଜସି ନାମକ ବ୍ୟକ୍ତିଜଣକ ଦାନ୍ତ ଫିଲିଙ୍ଗ କରିବାକୁ ଡେଣ୍ଟିସ୍‌ଙ୍କ ପାଖକୁ ଯାଇଥିଲେ । ଉକ୍ତ ସମୟରେ ଏକ ଲମ୍ବା ଡ୍ରିଲ ବିଟ୍‌ ତାଙ୍କ ତଣ୍ଟି ବାଟେ ଭିତରକୁ ଚାଲି ଯାଇଥିଲା। ଏନେଇ ବ୍ୟକ୍ତିଜଣକ କହିଛନ୍ତି, ମୁଁ ବିଶ୍ୱାସ କରିପାରିଲିନି ଯେ, ହଠାତ୍‌ ସବୁ କିଛି ଘଟିଗଲା। ମୋର ସାମାନ୍ୟ କାଶ ହେଲା ଆଉ ଡ୍ରିଲ ବିଟ୍‌ ମୋ ଭିତରକୁ ଚାଲି ଯାଇଥିଲା।

ଏହାପରେ ଡାକ୍ତରଙ୍କ ପାଖକୁ ଯାଇ ସିଟି ସ୍କାନ କରିବାରୁ ଡ୍ରିଲ ବିଟ୍‌ ମୋ ଫୁସଫୁସ ତଳ ପାର୍ଶ୍ୱରେ ଥିବା ଜଣାପଡ଼ିଲା। ଏଥିଯୋଗୁ ତୁରନ୍ତ ମୋର ଅପରେସନ ଆବଶ୍ୟକ ପଡ଼ିଲା। ଏହା ଏକ ଜଟିଳ ଅପରେସନ ଥିବା ବେଳେ ଡ୍ରିଲ ବିଟ୍‌କୁ ବାହାର କରିବାକୁ ଅଭିଜ୍ଞ ଡାକ୍ତରୀ ଟିମ୍‌କୁ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଲା।

WISNରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,    କାଶ ହେବା ପୂର୍ବରୁ ନିଶ୍ୱାସ ନେବାବେଳେ ଧାତୁ ଉପକରଣ ଜୋଜସିଙ୍କ ଫୁସଫୁସକୁ ଯାଇଥିଲା। ଡାକ୍ତରମାନେ ଆହୁରି କହିଛନ୍ତି, ଏହା ଏତେ ଗଭୀର ଥିଲା ଯେ ଏହାକୁ ସାଧାରଣ ସ୍କାନରେ ଚିହ୍ନଟ କରାଯିବା କଷ୍ଟକର ବ୍ୟାପାର ।

ଫୁସଫୁସ ବିଶେଷଜ୍ଞ ଡ Abdul ଅବଦୁଲ ଆଲାୟାସଙ୍କ କହିବାନୁଯାୟୀ,   ଉକ୍ତ ବସ୍ତୁଟି ଫୁସଫୁସର ଡାହାଣ ପାର୍ଶ୍ୱରେ ରହି ଯାଇଥିଲା । ତାହାକୁ ବାହାର କରିବା ଆମ ପାଇଁ ଚ୍ୟାଲେଞ୍ଜ ଥିବା ବେଳେ ଏଥିନିମନ୍ତେ  କର୍କଟ ରୋଗ ଚିହ୍ନଟ ପାଇଁ ବ୍ୟବହୃତ ଉପକରଣ ବ୍ୟବହାର କରାଯାଇଥିଲା। ଏହାଦ୍ୱାରା ଉକ୍ତ  ପକାର୍ଥଙ୍କୁ ସଫଳତାର ସହ ବାହାର କରିବାରେ ଆମେ ସକ୍ଷମ ହୋଇଥିଲୁ।

ଆଖି ଖୋଲିବା ପରେ ନୂତନ ଜୀବନ ପାଇ ବେଶ୍‌ ଖୁସି ଥିବା ଜୋଜସି ଉକ୍ତ ଡି୍ରଲ ବିଟ୍‌କୁ ନିଜ ଘରେ ସାଇତି ରଖିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story