ଟ୍ରାଫିକ ନିୟମ ଉଲ୍ଲଙ୍ଘନ: ଦିନକରେ ଯୁବକଙ୍କ କଟିଲା ୫୧ ଚାଲାଣ

ଲଣ୍ଡନ: ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବା ଯୁବକଙ୍କୁ ପଡିଲା ମହଙ୍ଗା। ଦିନକରେ ତାଙ୍କ ନାଁରେ ଥରେ କି ଦୁଇ ଥର ନୁହେଁ ପ୍ରାୟ ୫୧ଥର କଟିଲା ଚାଲାଣ। ରେସିଡେଣ୍ଟ ରୋଡ୍‌ ତଥା କଲୋନୀ ଭିତରେ କାର୍‌ ଡ୍ରାଇଭ୍‌ କରିବା ଯୋଗୁଁ ଲଣ୍ଡନର ଜଣେ ଯୁବକଙ୍କୁ ପାଖାପାଖି ୬ ଲକ୍ଷ ଟଙ୍କାର ଫାଇନ୍‌ ଦେବାକୁ ପଡିଛି। ତେବେ ଉକ୍ତ ଯୁବକଜଣକ କହିଛନ୍ତି ଯେ, ଏହି ଜରିମାନା ଭୁଲ ଭାବରେ ତାଙ୍କ ଠାରୁ ଆଦାୟ କରାଯାଇଛି। କାରଣ ରେସିଡେଣ୍ଟ ରୋଡରେ […]

car-challan

car-challan

Madhupriya Mistry
  • Published: Wednesday, 23 March 2022
  • Updated: 23 March 2022, 06:08 PM IST

Sports

Latest News

ଲଣ୍ଡନ: ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବା ଯୁବକଙ୍କୁ ପଡିଲା ମହଙ୍ଗା। ଦିନକରେ ତାଙ୍କ ନାଁରେ ଥରେ କି ଦୁଇ ଥର ନୁହେଁ ପ୍ରାୟ ୫୧ଥର କଟିଲା ଚାଲାଣ। ରେସିଡେଣ୍ଟ ରୋଡ୍‌ ତଥା କଲୋନୀ ଭିତରେ କାର୍‌ ଡ୍ରାଇଭ୍‌ କରିବା ଯୋଗୁଁ ଲଣ୍ଡନର ଜଣେ ଯୁବକଙ୍କୁ ପାଖାପାଖି ୬ ଲକ୍ଷ ଟଙ୍କାର ଫାଇନ୍‌ ଦେବାକୁ ପଡିଛି। ତେବେ ଉକ୍ତ ଯୁବକଜଣକ କହିଛନ୍ତି ଯେ, ଏହି ଜରିମାନା ଭୁଲ ଭାବରେ ତାଙ୍କ ଠାରୁ ଆଦାୟ କରାଯାଇଛି। କାରଣ ରେସିଡେଣ୍ଟ ରୋଡରେ ଟେସଲା କାର ଚଲାଇବାକୁ ତାଙ୍କୁ ଅନୁମତି ମିଳିଛି।

ରିପୋର୍ଟ ଅନୁଯାୟୀ, ବ୍ରିଟେନର ଲଣ୍ଡନ ନିବାସୀ ଜନ୍ ବେରେଟଙ୍କ କାର ରେସିଡେଣ୍ଟ ରୋଡରେ ମାସେ ହେଲା ଚଳାଚଳ କରିଥିବାରୁ ଗୋଟେ ଦିନରେ ତାଙ୍କ ପାଖକୁ ୫୧ଟି ଚାଲାଣ ଆସିଛି। ୫୧ଟି ଚାଲାଣ କଟିବା ଯୋଗୁ ତାଙ୍କୁ ୬ଲକ୍ଷ ଟଙ୍କା ଜରିମାନା ଆକାରରେ ଦେବାକୁ କୁହାଯାଇଛି। ପ୍ରକୃତରେ ବ୍ରିଟେନର ରେସିଡେଣ୍ଟ ରୋଡରେ କାର ଚଳାଇବାକୁ ଅନୁମତି ଦିଆଯାଏନାହିଁ। ଲୋକମାନେ କେବଳ ସେହି ରାସ୍ତାରେ ଚାଲିପାରିବେ, କାର ଚଳାଇପାରିବେ ନାହିଁ। କିନ୍ତୁ ଏହି ନିୟମକୁ ଜନ୍ ବେରେଟ୍‌ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ରହିଛି।

ଜନ୍‌ ବେରେଟ୍‌ ପେସାରେ ଜଣେ ବିଲ୍ଡର। ତାଙ୍କ କହିବା ମୁତାବକ, ଏହି ସମସ୍ତ ଚାଲାଣକୁ ୫ ମାସ ଭିତରେ ଦାଖଲ କରାଯାଇଛି, କିନ୍ତୁ ଚଳିତ ମାସ ପ୍ରାରମ୍ଭରେ ଏହି ଚାଲାଣ ଗୁଡିକୁ ଏକାଠି ତାଙ୍କ ପାଖକୁ ପଠାଯାଇଛି। ତାଙ୍କ ଘରକୁ ୫୧ଟି ଚାଲାଣ ଆସିଥିବା କଥା ତାଙ୍କ ପତ୍ନୀ ଲିସା ଯେତେବେଳେ କହିଥିଲେ ସେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ପ୍ରତ୍ୟେକ ଚାଲାଣରେ ୧୩ ହଜାର ଟଙ୍କାରୁ ଅଧିକ ଜରିମାନା ଦେବାକୁ କୁହାଯାଇଛି।

ତେବେ ବାରେଟ୍ ଦାବି କରିଛନ୍ତି ଯେ ଟେସଲା କାରକୁ ରେସିଡେଣ୍ଟ ରୋଡରେ ଚଲାଇବା ପାଇଁ ତାଙ୍କ ପାଖରେ ପରମିଟ୍‌ ରହିଛି। ତାଙ୍କ ଉପରେ ଯେଉଁ ଜରିମାନା ଲଗାଯାଇଛି ତାହା ଭୁଲ। କୌଣସି ଚେତାବନୀ କିମ୍ବା ସୂଚନା ଦିଆନଯାଇ ଏଭଳି ଚାଲାଣ କଟାଯାଇଛି। କେଉଁ କ୍ୟାମେରା ତାଙ୍କୁ ଧରିଲା ତାହା ମଧ୍ୟ ଚାଲାଣରେ ଉଲ୍ଲେଖ କରାଯାଇ ନାହିଁ ବୋଲି ସେ ଅଭିଯୋଗ ଉଠାଇଛନ୍ତି।

https://twitter.com/DailyMirror/status/1506268618610389003?s=20&t=TBN26OiMD0H8-C0kbQHCxw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story