ଇମ୍ରାନଙ୍କ ଉପରେ ରାଗିଗଲେ ମରିୟମ, କହିଲେ ଭାରତ ପଳାଅ

ଇସଲାମାବାଦ: ପାକିସ୍ତାନରେ ଜାରି ରହିଛି ରାଜନୈତିକ ସଙ୍କଟ। ଆଜି ପାକିସ୍ତାନରେ ଇମ୍ରାନ ଖାନ୍‌ଙ୍କ ସରକାର ରହିବ ନା ହାତରୁ ଯିବ ସେ ନେଇ ଫଇସଲା ହେବ। ଏହାରି ଭିତରେ ଭାରତକୁ ପ୍ରଶଂସା କରିବାକୁ ନେଇ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ନେତା ତଥା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ୍‌ ନୱାଜ ସରିଫ୍‌ ଇମ୍ରାନ ଖାନ୍‌ଙ୍କ ପଉରେ ରାଗି ଯାଇଛନ୍ତି। ସେ ସିଧା ସଳଖ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌କୁ ଟାର୍ଗେଟ୍‌ କରିଛନ୍ତି। ଯଦି ଭାରତକୁ […]

Mariyam and imran khan

Mariyam and imran khan

Madhupriya Mistry
  • Published: Saturday, 09 April 2022
  • Updated: 09 April 2022, 10:54 AM IST

Sports

Latest News

ଇସଲାମାବାଦ: ପାକିସ୍ତାନରେ ଜାରି ରହିଛି ରାଜନୈତିକ ସଙ୍କଟ। ଆଜି ପାକିସ୍ତାନରେ ଇମ୍ରାନ ଖାନ୍‌ଙ୍କ ସରକାର ରହିବ ନା ହାତରୁ ଯିବ ସେ ନେଇ ଫଇସଲା ହେବ। ଏହାରି ଭିତରେ ଭାରତକୁ ପ୍ରଶଂସା କରିବାକୁ ନେଇ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ନେତା ତଥା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ୍‌ ନୱାଜ ସରିଫ୍‌ ଇମ୍ରାନ ଖାନ୍‌ଙ୍କ ପଉରେ ରାଗି ଯାଇଛନ୍ତି। ସେ ସିଧା ସଳଖ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌କୁ ଟାର୍ଗେଟ୍‌ କରିଛନ୍ତି।

ଯଦି ଭାରତକୁ ଆପଣ ଏତେ ଭଲ ପାଉଛନ୍ତି ତେବେ ପାକିସ୍ତାନ ଛାଡି ଭାରତକୁ ପଳାନ୍ତୁ ବୋଲି ମରିୟମ୍‌ ଇମ୍ରାନ ଖାନ୍‌ଙ୍କୁ ରୋକଠୋକ୍‌ ଶୁଣାଇଛନ୍ତି। ସେ କହିଛନ୍ତି,ଆସନ ବଞ୍ଚାଇବା ପାଇଁ ପାଗଳ ହେଉଥିବା ଏହି ବ୍ୟକ୍ତିଙ୍କୁ ଜଣାଇଦେବା ଉଚିତ୍ କି ତାଙ୍କୁ ଆଉ କେହି ନୁହେଁ ତାଙ୍କ ଦଳ ହିଁ ବାହର ରାସ୍ତା ଦେଖାଇଛି।

ସୂଚନା ଥାଉକି, ପାକିସ୍ତାନରେ ଯେବେଠାରୁ ବିପକ୍ଷ ଦଳ ଇମ୍ରାନ୍‌ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସେବେଠାରୁ ଇମ୍ରାନ୍‌ ଭାରତର ବୈଦେଶିକ ନୀତିକୁ ନେଇ ପ୍ରଶଂସା କରିବାରେ ଲାଗିଛନ୍ତି। ଶୁକ୍ରବାର ପାକିସ୍ତାନବାସୀଙ୍କୁ ସମ୍ୱୋଧନ କରି ଇମ୍ରାନ୍‌ ଭାରତକୁ ପ୍ରଂଶସାରେ ପୋତି ପକାଇଥିଲେ।

ଏହାପରେ ମରିୟମ ତାଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ମରିୟମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟିଙ୍କ ଉଦାହରଣ ଦେଇଛନ୍ତି। ମରିୟମ ଟ୍ୱିଟ୍ କରି କହିଛନ୍ତି, 'ପ୍ରଥମ ଥର ମୁଁ କାହକୁ ଦେଖୁଛି ଯେ, ଏହିପରି ଆସନ ପାଇଁ ଜଣେ କାନ୍ଦୁଛନ୍ତି। ଯେଉଁମାନେ ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ସେମାନେ ଜାଣିବା ଉଚିତ ଯେ ଭାରତର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୨୭ଟି ଅବିଶ୍ୱାସ ପ୍ରସ୍ତାବ ଆସିଥିବା ରେକର୍ଡ ରହିଛି। କିନ୍ତୁ ସମ୍ବିଧାନ, ଗଣତନ୍ତ୍ର ଏବଂ ନୈତିକତା ସହିତ କେହି ଖେଳିନାହାଁନ୍ତି। ବାଜପେୟୀ ଗୋଟିଏ ଭୋଟରେ ହାରି ଘରକୁ ଯାଇଥିଲେ। କିନ୍ତୁ ସେମାନେ ତୁମ ପରି ଦେଶ, ସମ୍ବିଧାନ ଏବଂ ରାଷ୍ଟ୍ରକୁ ବନ୍ଧକ କରିନଥିଲେ।'

ଉଲ୍ଲେଖଯୋଗ୍ୟ ଯେ,  ୧୯୯୬ରେ ଅଟଳ ବିହାରି ବାଜପେୟୀଙ୍କ ନେତୃତ୍ୱରେ ଏନ୍‌ଡିଏ ସବୁ ବଡ ମେଣ୍ଟ ଦଳର ରୂପେ ଉଭା ହୋଇଥିଲା। ଏହାପରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇ ଆମନ୍ତ୍ରିତ କରିଥିଲେ। କିନ୍ତୁ ୧୩ ଦିନ ଭିତରେ ଲୋକସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିନପାରିବାକୁ ଅଟଳ ସରକାର ଭାଙ୍ଗି ଯାଇଥିଲା। ଏହାପରେ କଂଗ୍ରେସ ସହାୟତାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ଗଠନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story