ଘର ଭିତରେ ଶୋଇଥିଲେ ମହିଳା, ହଠାତ୍‌ ବେଡ୍‌ ଉପରେ ଖସିପଡ଼ିଲା ଉଲକାପିଣ୍ଡ

ଓଟ୍ଟାୱା: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏପରି ଏକ ଘଟଣା ଘଟିଛି। ଜଣେ ମହିଳା ନିଘୋଡ଼ ନିଦରେ ଶୋଇଥିବା ବେଳେ ହଠାତ ଗୋଟିଏ ଉଲକାପିଣ୍ଡ ସିଧା ତାଙ୍କ ବେଡ୍‌ ଉପରେ ଖସି ପଡ଼ିଛି। ତେବେ ଉଲକାପିଣ୍ଡଟି ବେଡ୍‌ରେ ପଡ଼ିବା ପୂର୍ବରୁ ସେ ତଳକୁ ଡେଇଁ ପଡ଼ିଥିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ହେଲେ ତାଙ୍କ ଘରର ଛାତ କଣା ହୋଇଯାଇଛି। ସେ ମଧ୍ୟ ପୂରା ଭୟଭୀତ ହୋଇଯାଇଛନ୍ତି। କାନାଡାର ଜଣେ ମହିଳାଙ୍କ ସହ […]

woman

woman

Hemant Lenka
  • Published: Wednesday, 13 October 2021
  • Updated: 13 October 2021, 08:49 AM IST

Sports

Latest News

ଓଟ୍ଟାୱା: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏପରି ଏକ ଘଟଣା ଘଟିଛି। ଜଣେ ମହିଳା ନିଘୋଡ଼ ନିଦରେ ଶୋଇଥିବା ବେଳେ ହଠାତ ଗୋଟିଏ ଉଲକାପିଣ୍ଡ ସିଧା ତାଙ୍କ ବେଡ୍‌ ଉପରେ ଖସି ପଡ଼ିଛି। ତେବେ ଉଲକାପିଣ୍ଡଟି ବେଡ୍‌ରେ ପଡ଼ିବା ପୂର୍ବରୁ ସେ ତଳକୁ ଡେଇଁ ପଡ଼ିଥିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

ହେଲେ ତାଙ୍କ ଘରର ଛାତ କଣା ହୋଇଯାଇଛି। ସେ ମଧ୍ୟ ପୂରା ଭୟଭୀତ ହୋଇଯାଇଛନ୍ତି। କାନାଡାର ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି। ଏ ସମ୍ପର୍କରେ Giselle Roeder ଫେସବୁକରେ ସୂଚନା ଦେବା ସହ ଛାତ କଣା ହୋଇଯାଇଥିବା ବେଳର ଫଟୋକୁ ଶେୟାର କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏପରି ଘଟଣାର ସାମ୍ନା କରିଥିବା ମହିଳା ଜଣଙ୍କ ହେଉଛନ୍ତି ରୁଥ ହାମିଲଟନ୍। ଘଟଣାଟି ଅକ୍ଟୋବର ୪ରେ ଘଟିଥିଲେ। ରୁଥ ରାତି ବେଳେ ନିଜ ରୁମରେ ଶୋଇଥିଲେ। ତେବେ ବିକଟଳ ଶବ୍ଦ ହୋଇଥିଲା। ଏହା ଶୁଣି ସେ ନିଜ ବେଡରୁ ତଳକୁ ଡେଇଁ ପଡ଼ିଥିଲେ। ଏହାର କିଛି ସମୟ ପରେ ସେ ଦେଖିଲା ବେଳକୁ ତାଙ୍କ ବେଡ୍‌ ଉପରେ ଗୋଟିଏ ବିରାଟ ପଥର ଖଣ୍ଡ ପଡ଼ିଛି। ସେ ଏହା କେଉଁଠୁ ଆସିଲା, ସେକଥା ବୁଝି ପାରି ନଥିଲେ। ହେଲେ ତାଙ୍କ ଘରର ଛାତ ମଧ୍ୟ କଣା ହୋଇ ଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ରୁଥ ଏହି ପଥର ଖଣ୍ଡ କେଉଁଠୁ ଆସିଲା ବୋଲି ଜାଣି ନ ପାରିବାରୁ ଜରୁରୀକାଳୀନ ହେଲ୍ପଲାଇନକୁ ଫୋନ କରିଥିଲେ। ସେଠାକାର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପଥରର ଯାଞ୍ଚ କରିଥିଲେ। ଏହାପରେ ଏହା ଗୋଟିଏ ଉଲକାପିଣ୍ଡ ବୋଲି ଜଣାପଡ଼ିଥିଲା।

ଏହି ଘଟଣା ପରେ କିଛି ଲୋକ ସୋଶାଲ ମିଡିଆରେ ମଧ୍ୟ ଆକାଶରୁ ଉଲକାପିଣ୍ଡ ଖସିବା ବେଳେ ସେମାନେ ଦେଖିଥିବା ଦାବି କରିଛନ୍ତି। ସେହିପରି ରୁଥ ମଧ୍ୟ ଉଲକାପିଣ୍ଡକୁ ନିଜ ଘରେ ରଖିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story