ଅଜବ ମା’! ପୁଅକୁ କରୋନା ହେବାରୁ ଭୟରେ କାର୍‌ ଡିକିରେ ବନ୍ଦ କରିଦେଲେ

ୱାଶିଂଟନ: ଜଣେ ଅଜବ ମା’ର ଗଜବ କାଣ୍ଡ ଦେଖିବାକୁ ମିଳିଛି। ୧୩ ବର୍ଷୀୟ ପୁଅକୁ କରୋନା ହେବାରୁ ନିଜର ସୁରକ୍ଷା ପାଇଁ ମା’ ଜଣଙ୍କ ତାଙ୍କୁ କାର୍‌ର ପଛ ପଟ ଡିକିରେ ଲକ କରିଦେଛନ୍ତି। ଖାଲି ଲକ କରି ନାହାନ୍ତି, ବରଂ ଆଉ ଥରେ କରୋନା ଟେଷ୍ଟ କରିବାକୁ ସେହି ଅବସ୍ଥାରେ ମା’ ଜଣଙ୍କ ତାଙ୍କୁ ଟେଷ୍ଟିଂ କେନ୍ଦ୍ରକୁ ମଧ୍ୟ ନେଇଛନ୍ତି। ଆମେରିକାର ଟେକ୍ସାସରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ସଂପୃକ୍ତ ମହିଳାଙ୍କୁ ଗିରଫ […]

women

women

Hemant Lenka
  • Published: Saturday, 08 January 2022
  • Updated: 08 January 2022, 01:54 PM IST

Sports

Latest News

ୱାଶିଂଟନ: ଜଣେ ଅଜବ ମା’ର ଗଜବ କାଣ୍ଡ ଦେଖିବାକୁ ମିଳିଛି। ୧୩ ବର୍ଷୀୟ ପୁଅକୁ କରୋନା ହେବାରୁ ନିଜର ସୁରକ୍ଷା ପାଇଁ ମା’ ଜଣଙ୍କ ତାଙ୍କୁ କାର୍‌ର ପଛ ପଟ ଡିକିରେ ଲକ କରିଦେଛନ୍ତି। ଖାଲି ଲକ କରି ନାହାନ୍ତି, ବରଂ ଆଉ ଥରେ କରୋନା ଟେଷ୍ଟ କରିବାକୁ ସେହି ଅବସ୍ଥାରେ ମା’ ଜଣଙ୍କ ତାଙ୍କୁ ଟେଷ୍ଟିଂ କେନ୍ଦ୍ରକୁ ମଧ୍ୟ ନେଇଛନ୍ତି। ଆମେରିକାର ଟେକ୍ସାସରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ୪୧ ବର୍ଷୀୟ ସାରା ବେଆମ ନାମକ ମହିଳା ଜାନୁଆରୀ ୩ରେ ହ୍ୟାରିସ କାଉଣ୍ଟୀରେ ଥିବା ଟେଷ୍ଟିଂ କେନ୍ଦ୍ରରେ ପହଞ୍ଚିଥିଲେ। ଏହି ସମୟରେ କାର୍‌ର ଡିକି ମଧ୍ୟରୁ ଛୋଟ ପିଲାର ଶବ୍ଦ ଜଣେ ବ୍ୟକ୍ତି ଶୁଣିଥିଲେ। ସେ ମହିଳାଙ୍କୁ ତୁରନ୍ତ ଗାଡ଼ିର ଡିକି ଖୋଲିବାକୁ କହିଥିଲେ।

ଏହାପରେ ତା’ ଭିତରେ ଗୋଟିଏ ଛୋଟ ପିଲା ଶୋଇ ରହି କାନ୍ଦୁଥିବା ବ୍ୟକ୍ତି ଜଣଙ୍କ ଦେଖିଥିଲେ। ସାରା ଅଧିକାରୀମାନଙ୍କୁ କହିଛି ଯେ ତାଙ୍କ ୧୩ ବର୍ଷୀୟ ପୁଅ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ସେ ତାଙ୍କୁ ଗାଡ଼ିର ଡିକିରେ ରଖି ପୁଣି ଟେଷ୍ଟ କରିବାକୁ ନେଇ ଯାଇଥିଲେ। ତେବେ ସେଠାରେ ଟେଷ୍ଟିଂ କର୍ମଚାରୀ ପୁଅକୁ କାର୍‌ର ପଛ ସିଟିରେ ନ ବସାଇବା ଯାଏ କୌଣସି ଟେଷ୍ଟ ହୋଇପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।

ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଶେଷରେ ସାରାଙ୍କୁ ଗିରଫ କରିଛି। ଗାଡ଼ି ଡିକିରେ ୧୩ ବର୍ଷୀୟ ବାଳକ ଜଣଙ୍କ ଦୀର୍ଘ ସମୟ ରହିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story