ଆଜି ଇମ୍ରାନଙ୍କ ଅଗ୍ନି ପରୀକ୍ଷା, ହାତ ଛାଡିଲେ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ତିରତା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ କଳାବଦଲ ଛାଇ ଯାଇଛି। ଇମ୍ରାନ ଖାନଙ୍କ ବିରୋଧରେ ଯଦିଓ ଅନାସ୍ଥା ପ୍ରସ୍ତାବ ସ୍ଥଗିତ ହୋଇଯାଇଛି, ତଥାପି ତାଙ୍କ ଅଡୁଆ କମିନି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଗ୍ନି ପରୀକ୍ଷା। ତାଙ୍କ ବିରୋଧରେ ଆଜି ଆସିବ ଅନାସ୍ଥା ପ୍ରସ୍ତାବ। ଏହା ଉପରେ ଏପ୍ରିଲ ୩ କିମ୍ବା ୪ ତାରିଖରେ ଭୋଟିଂ ସମ୍ଭାବନା ରହିଛି। ଏଭଳି ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ […]

Imran Khan

Imran Khan

Madhupriya Mistry
  • Published: Monday, 28 March 2022
  • Updated: 28 March 2022, 10:04 AM IST

Sports

Latest News

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ତିରତା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ କଳାବଦଲ ଛାଇ ଯାଇଛି। ଇମ୍ରାନ ଖାନଙ୍କ ବିରୋଧରେ ଯଦିଓ ଅନାସ୍ଥା ପ୍ରସ୍ତାବ ସ୍ଥଗିତ ହୋଇଯାଇଛି, ତଥାପି ତାଙ୍କ ଅଡୁଆ କମିନି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଗ୍ନି ପରୀକ୍ଷା। ତାଙ୍କ ବିରୋଧରେ ଆଜି ଆସିବ ଅନାସ୍ଥା ପ୍ରସ୍ତାବ। ଏହା ଉପରେ ଏପ୍ରିଲ ୩ କିମ୍ବା ୪ ତାରିଖରେ ଭୋଟିଂ ସମ୍ଭାବନା ରହିଛି। ଏଭଳି ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ସେ ଇସ୍ତଫା ଦେବେନି ବୋଲି ମୁହଁ ଟାଣ କରି କହିଛନ୍ତି।

ସେପଟେ ଆଜି ଅଗ୍ନି ପରୀକ୍ଷା ଥିବା ବେଳେ ଇମ୍ରାନଙ୍କ ହାତ ଛାଡିଛନ୍ତି ଆଉ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀ। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଦେବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବାଲୁଚିସ୍ତାନରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟକ ଶାହାଜାଇନ୍ ବୁଗତି ଏବଂ ପିଟିଆଇର ସଦସ୍ୟ ରାଷ୍ଟ୍ରୀୟ ସଭା (ଏମ୍ଏନ୍ଏ) ଡଃ. ଆମୀର ଲିଆକତ୍‌ ଅଛନ୍ତି। ତେବେ ଆଗକୁ ମଧ୍ୟ ଆହୁରି କିଛି ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ଚର୍ଚ୍ଚା ହେଉଛି।

ସୂଚନାନୁସାରେ, ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ମଧ୍ୟ ସୋମବାର ଇସ୍ତଫା ଦେଇପାରନ୍ତି। ଏହାପୂର୍ବରୁ ତେହେରିକ-ଇ-ଇନସାଫର ସହଯୋଗୀ କୁହାଯାଉଥିବା ଦଳଗୁଡିକ ବିରୋଧୀ ଦଳଙ୍କ ସହ ହାତ ମିଶାବାକୁ ନିଷ୍ପତ୍ତି ନେଇଥିଲେ। ଇସଲାମାବାଦରେ ଇମ୍ରାନଙ୍କ ବିଶାଳ ସମାବେଶ ପୂର୍ବରୁ ଏହି ଉଭୟ ବଡ ନେତା ଇସ୍ତଫା ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଅନସ୍ଥା ପ୍ରସ୍ତାବ ପୂର୍ବରୁ ଇମ୍ରାନ ଖାନ୍ ତାଙ୍କର ନାଟକ ଆରମ୍ଭ କରିଦେଇଛନ୍ତି। ଗତକାଲି ମଧ୍ୟ ରାଜଧାନୀ ଇସଲାମବାଦରେ ଏକ ରାଲି ଆୟୋଜନ କରିଥିଲେ। ଏହି ରାଲିରେ ୧୦ ଲକ୍ଷ ଲୋକ ସମାଗମ ହେବ ବୋଲି ଇମ୍ରାନ କହିଥିଲେ । ହେଲେ ଲକ୍ଷେ ଲୋକ ବି ତାଙ୍କ ରାଲିକୁ ଆସିନଥିଲେ। ରିପୋର୍ଟ ଅନୁଯାୟୀ, ଇମ୍ରାନଙ୍କ ଏହି ରାଲିର କଭରେଜ୍ ବନ୍ଦ କରିବାକୁ ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି ଦ୍ୱାରା ଅନେକ ପ୍ରମୁଖ ନ୍ୟୁଜ୍ ନେଟୱାର୍କକୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story