ପୁଣି ମୁନ୍‌ ମିଶନ୍‌, ଚନ୍ଦ୍ରକୁ ମଣିଷ ପଠାଇବ ନାସା

ୱାଶିଂଟନ୍‌: ପୁଣି ଆରମ୍ଭ ହେଲା ମୁନ୍‌ ମିଶନ୍‌। ଆମେରିକୀୟ ଗବେଷଣା ସଂସ୍ଥା ନାସାର ବହୁ ପ୍ରତୀକ୍ଷିତ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଛି।  ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଅଭିଯାନ ପାଇଁ ଫ୍ଲୋରିଡ଼ାର କେନେଡି ସ୍ପେଶ୍ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୯୮ ମିଟର ଉଚ୍ଚ ବିରାଟକାୟ ତଥା ଅତ୍ୟାଧୁନିକ ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ […]

Moon Mission

Moon Mission

Madhupriya Mistry
  • Published: Saturday, 03 September 2022
  • Updated: 03 September 2022, 02:58 PM IST

Sports

Latest News

ୱାଶିଂଟନ୍‌: ପୁଣି ଆରମ୍ଭ ହେଲା ମୁନ୍‌ ମିଶନ୍‌। ଆମେରିକୀୟ ଗବେଷଣା ସଂସ୍ଥା ନାସାର ବହୁ ପ୍ରତୀକ୍ଷିତ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଛି।  ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଅଭିଯାନ ପାଇଁ ଫ୍ଲୋରିଡ଼ାର କେନେଡି ସ୍ପେଶ୍ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

୯୮ ମିଟର ଉଚ୍ଚ ବିରାଟକାୟ ତଥା ଅତ୍ୟାଧୁନିକ ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବ। ଏଥିରେ ଦୁଇଟି ମହିଳା ଓ ଗୋଟିଏ ପୁରୁଷ ମାନେକୁଇନ୍‌ ଯିବ। ଏଥିରେ ଖଞ୍ଜା ଯାଇଥିବା ସେନ୍ସର ତେଜସ୍କ୍ରିୟ ବିକିରଣ ଓ କମ୍ପନର ମାତ୍ରା ସଂପର୍କରେ ଅନୁଧ୍ୟାନ କରିବ।

ଏହା ପରେ ନୂଆ ରକେଟ୍ ଓ ନୂଆ କ୍ୟାପସୁଲରେ ପରବର୍ତ୍ତୀ ଦୁଇଟି ମିଶନରେ ଚନ୍ଦ୍ରକକ୍ଷକୁ ଯିବେ ମହାକାଶଚାରୀ। ଓରିଅନ୍ ଟେଷ୍ଟ କ୍ୟାପସୁଲ ଚନ୍ଦ୍ରର କକ୍ଷରେ କିଛି ସପ୍ତାହ ପାଇଁ ପରିକ୍ରମଣ କରିବା ପରେ ଏହା ପୃଥିବୀକୁ ଫେରିଆସିବ। ଏହା ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି। ଓରିଅନ୍ ଟେଷ୍ଟ କ୍ୟାପସୁଲ୍ ଓ ସ୍ପେସ୍ ଲଞ୍ଚ ସିଷ୍ଟମ୍ ମିଳିତ ଭାବେ ପ୍ରାୟ ୬୫ ହଜାର କିଲୋମିଟର ଅତିକ୍ରମ କରିବେ।

ଅଗଷ୍ଟ ୨୯ରେ ନାସା ପକ୍ଷରୁ ଚନ୍ଦ୍ର ଅଭିଯାନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା।  କିନ୍ତୁ ଉତ୍‌କ୍ଷେପଣର ମାତ୍ର ୪୦ ମିନିଟ୍ ପୂର୍ବରୁ  ଥିବା ରକେଟର ସ୍ପେସ୍ ସିଷ୍ଟମ-SLS  ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା। ଫଳରେ  ନାସାର ଏହି ମୁନ୍ ମିଶନକୁ ସ୍ଥଗିତ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story