ଯାହା ଚାହୁଁଥିଲେ ଇମ୍ରାନ ତାହା ହେଲା

ଇସଲାମାବାଦ: ଶେଷରେ ଯାହା ଚାହୁଁଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାହା ହେଲା। ଖାରଜ ହେଲା ତାଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ। ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପ୍ରସ୍ତାବକୁ ଖାରଜ କରିଛନ୍ତି ପାକିସ୍ତାନ ଉପବାଚସ୍ପତି। ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ ଆସେମ୍ବଲି ସ୍ଥଗିତ ରଖାଯାଇଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ନ୍ୟାସନାଲ […]

Imran Khan-2

Imran Khan-2

Madhupriya Mistry
  • Published: Sunday, 03 April 2022
  • Updated: 03 April 2022, 01:55 PM IST

Sports

Latest News

ଇସଲାମାବାଦ: ଶେଷରେ ଯାହା ଚାହୁଁଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାହା ହେଲା। ଖାରଜ ହେଲା ତାଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ। ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପ୍ରସ୍ତାବକୁ ଖାରଜ କରିଛନ୍ତି ପାକିସ୍ତାନ ଉପବାଚସ୍ପତି। ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ ଆସେମ୍ବଲି ସ୍ଥଗିତ ରଖାଯାଇଛି।

ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ ପାଇଁ ଇମ୍ରାନ ଖାନ୍‌ ସୁପାରିସ କରିଛନ୍ତି। ଏଥିସହ ସାନି ନିର୍ବାଚନ ପାଇଁ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି। ଦେଶବାସୀଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଇମ୍ରାନ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବ ଖାରଜ ପାଇଁ ଉପବାଚସ୍ପତିଙ୍କୁ କୃତଜ୍ଞତା ଜଣାଇ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ଥିବା ପୁଣି ଦୋହରାଇଛନ୍ତି ଇମ୍ରାନ।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଦିନ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଏହା ବିରୋଧିଙ୍କ ଚାଲ୍‌ ନୁହେଁ, ବରଂ ଏହା ପଛରେ ବିଦେଶୀ ଶକ୍ତି ରହିଛି ବୋଲି ଇମ୍ରାନ ଖାନ୍‌ ଦାବି କରିଥିଲେ। ଏହି ସମୟରେ ଏପ୍ରିଲ ୧ରେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ପୁଣି ଗୃହକୁ ଏପ୍ରିଲ ୩ ତାରିଖ ଯାଏଁ ମୁଲତବୀ କରାଯାଇଥିଲା।

ଆଉ ଏହି ସମୟରେ ପାକିସ୍ତାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଇମ୍ରାନ ଖାନ୍‌। କୋର୍ଟରେ ଏକ ଚିଠିକୁ ଦେଖାଇଥିଲେ ଇମ୍ରାନ ଖାନ୍‌। ଯେଉଁଥିରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ଥିବା ଦର୍ଶାଇଥିଲେ। ବିରୋଧୀ କିନ୍ତୁ ଏହାକୁ ଇମ୍ରାନ ଖାନ୍‌ଙ୍କ ନାଟକ ବୋଲି କହିଥିଲେ। ଚୌକି ଯିବା ଭୟରେ ଇମ୍ରାନ ଏଭଳି ନାଟକ କରୁଛନ୍ତି ବୋଲି ବିରୋଧୀ ଦାବି କରିଥିଲେ।

ଅନ୍ୟପଟେ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେଇ ଇମ୍ରାନ ଖାନ୍‌ କହିଥିଲେ, ଆମେରିକା ତାଙ୍କୁ ପଦରୁ ହଟାଇବା ପାଇଁ ଚାହୁଁଛି। ଆମେରିକା ସହ ବିରୋଧୀ ହାତ ମିଳାଇଛନ୍ତି। ଯଦି ତାଙ୍କ ପଦ ଯାଏ ତା'ହେଲେ ନୂଆ ପ୍ରଧାନମନ୍ତ୍ରୀ ବା ବିରୋଧୀ ଦଳ ନେତା ଆମେରିକାର ଗୋଲାମ ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ।

ଆଉ ବିରୋଧୀ ଏହାର ଜବାବ ଦେବାକୁ ଯାଇ କହିଥିଲେ ଇମ୍ରାନ ଖାନ୍‌ ପଦ ବଞ୍ଚାଇବାକୁ ଯାଇ କୌଣସି ଅସାମ୍ବିଧାନିକ ପଦକ୍ଷେପ ନନେବା ଦରକାର। ସଂସଦରେ ଇମ୍ରାନ ଖାଦଙ୍କ ଦଳ ପିଟିଆଇର ସଂଖ୍ୟା ଗରିଷ୍ଠତା ନାହିଁ। ଏହା ଇମ୍ରାନ ଖାନ୍ ଜାଣିଛନ୍ତି। ଆଉ ଅନାସ୍ଥା ଭୋଟକୁ ଟାଳିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story