ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଶୁଭ ଏପ୍ରିଲ

ଇସଲାମାବାଦ: ଏପ୍ରିଲ ମାସ ଆଉ ପାକିସ୍ତାନ ସରକାର। ଲାଗୁଛି ଯେମିତି ଅହି ନକୁଳ ସମ୍ପର୍କ। ସରକାରଙ୍କ ଗାଦିଚ୍ୟୁତ ହେଉ ଅବା ଅନାସ୍ଥା ପ୍ରସ୍ତାବ। ଏହି ସାମରେ ବାରମ୍ବାର ଭାଙ୍ଗିଛି ପାକ୍‌ ସରକାର। ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେପରି ଅଶୁଭ ପାଲଟି ଯାଇଛି ଏପ୍ରିଲ ମାସ। କ୍ଷମତାର ୫ ବର୍ଷ ବି ପୂରଣ କରିପାରୁ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ। ଅଧାରୁ ଗଡି ଯାଉଛି ୱିକେଟ୍‌। ଏବେ ଏଥିରେ ସାମିଲ ହୋଇଛନ୍ତି କ୍ରିକେଟର୍‌ରୁ ନେତା ଆଉ ପରେ ଦେଶର ବଜିରେ-ଏ-ଆଜମ ବନିଥିବା […]

Pakistan prime minister

Pakistan prime minister

Madhupriya Mistry
  • Published: Sunday, 10 April 2022
  • Updated: 10 April 2022, 12:29 PM IST

Sports

Latest News

ଇସଲାମାବାଦ: ଏପ୍ରିଲ ମାସ ଆଉ ପାକିସ୍ତାନ ସରକାର। ଲାଗୁଛି ଯେମିତି ଅହି ନକୁଳ ସମ୍ପର୍କ। ସରକାରଙ୍କ ଗାଦିଚ୍ୟୁତ ହେଉ ଅବା ଅନାସ୍ଥା ପ୍ରସ୍ତାବ। ଏହି ସାମରେ ବାରମ୍ବାର ଭାଙ୍ଗିଛି ପାକ୍‌ ସରକାର। ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେପରି ଅଶୁଭ ପାଲଟି ଯାଇଛି ଏପ୍ରିଲ ମାସ। କ୍ଷମତାର ୫ ବର୍ଷ ବି ପୂରଣ କରିପାରୁ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ। ଅଧାରୁ ଗଡି ଯାଉଛି ୱିକେଟ୍‌। ଏବେ ଏଥିରେ ସାମିଲ ହୋଇଛନ୍ତି କ୍ରିକେଟର୍‌ରୁ ନେତା ଆଉ ପରେ ଦେଶର ବଜିରେ-ଏ-ଆଜମ ବନିଥିବା ଇମ୍ରାନ୍‌ ଖାନ୍‌।

ଜଣେ କି ଦୁଇ ଜଣ ନୁହେଁ ୪-୪ ଜଣ ହରାଇଛନ୍ତି ପଦ। ତା'ପୁଣି ଏହି ଏପ୍ରିଲ ମାସରେ। ପ୍ରଥମେ ଖ୍ୱାଜା ନାଜିମୁଦ୍ଦିନଙ୍କୁ ୧୯୫୩ ମସିହାରେ ଏପ୍ରିଲ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। ସେ କେବଳ ଦୁଇ ବର୍ଷ ଶାସନ ଭାର ସମ୍ଭାଳି ପାରିଥିଲେ।

ଏହାପରେ ମିଆନ୍‌ ମହମ୍ମଦ ନୱାଜ ସରିଫଙ୍କ ସରକାରଙ୍କୁ ମଧ୍ୟ ଏପ୍ରିଲ ୧୮,୧୯୯୩ରେ ବହିସ୍କାର କରାଯାଇଥିଲା। ସେ ୧୯୯୦ ନଭେମ୍ବର ୬ରେ ପାକିସ୍ତାନର ବଜିରେ-ଏ-ଆଜମ ବନିଥିଲେ। ତାଙ୍କ ଶାସନ କାଳ ମୋଟ ଦୁଇ ବର୍ଷ ଥିଲା। ମହମ୍ମଦ ନୱାଜ ସରିଫଙ୍କ ପରେ ମଧ୍ୟ ଆଉ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଏହି ଏପ୍ରିଲ ମାସରେ ହିଁ ଆସନ ହରାଇବାକୁ ପଡିଥିଲା।

୩ ଜଣ ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ଇମ୍ରାନ୍‌ ଖାନ୍‌ ପାଇଁ ବି ଏପ୍ରିଲ ମାସଟି ଅଶୁଭ ପ୍ରମାଣିତ ହୋଇଛି। ଇମ୍ରାନ୍‌ ଖାନ୍‌୨୦୧୮ ଅଗଷ୍ଟ ୧୮ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ବନିଥିଲେ। ୨୦୨୩ରେ ତାଙ୍କ କାର୍ଯ୍ୟକାଳ ସରିଥାଆନ୍ତା। ତେବେ ଏହାପୂର୍ବରୁ ହିଁ ସେ ଅନାସ୍ଥା ଭୋଟ୍‌ରେ ହାରିଛନ୍ତି। ତାଙ୍କୁ ଗାଦିଚ୍ୟୁତ ହେବାକୁ ପଡିଛି।

୭୫ ବର୍ଷ ଇତିହାସରେ ପାକିସ୍ତାନର ୨୨ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ କେହି ବି ନିଜ ଶାସନ କାଳ ପୂରଣ କରିପାରି ନାହାନ୍ତି। ସବୁଠୁ ଅଧିକ ଅଗଷ୍ଟ, ଅକ୍ଟୋବର ଓ ଏପ୍ରିଲ ମାସରେ ପାକ୍‌ ସରକାର ଭାଙ୍ଗିଛି। ପ୍ରଧାନମନ୍ତ୍ରୀଙ୍କୁ ହାତରୁ ଯାଇଛି ଶାସନ।

ଅକ୍ଟୋବର ମାସରେ ୪ ଓ ଏପ୍ରିଲ ମାସରେ ୪ ଜଣ ପ୍ରଧାନମନ୍ତ୍ରୀ ଗାଦିଚ୍ୟୁତ ହୋଇଛନ୍ତି। ଏହାପରେ ଅଗଷ୍ଟ ମାସରେ ୩ ଜଣଙ୍କୁ ନିଜ ପଦ ଛାଡିବାକୁ ପଡିଛି। ପାକ୍‌ର ମୋଟ ୨୨ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଏହି ୩ ମାସରେ ହିଁ ୧୧ ଜଣ ପ୍ରାଧନମନ୍ତ୍ରୀ ବିଦା ହୋଇଛନ୍ତି।

ସେହିପରି ନଭେମ୍ବର ମାସରେ ମଧ୍ୟ ୩ଜଣ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିଛି। ସେପ୍ଟେମ୍ବରରେ ଜଣେ, ଡିସେମ୍ବରରେ ୨ ଜଣ, ଜୁଲାଇରେ ୨ ଜଣ, ମେ'ରେ ୨ ଜଣ ଓ ମାର୍ଚ୍ଚରେ ଜଣଙ୍କୁ ପଦ ଛାଡିବାକୁ ପଡିଛି। ତେବେ ପାକିସ୍ତାନ ଇତିହାସରେ ବର୍ତ୍ତମାନ ଯାଏଁ ଜାନୁଆରୀ କିମ୍ବା ଫେବ୍ରୁଆରୀ ମାସରେ କୌଣସି ବି ପ୍ରଧାନମନ୍ତ୍ରୀଙ୍କ ଆସନ ଟଳମଳ ହୋଇନି। ଏହି ଦୁଇ ମାସ ପାକ୍‌ ପ୍ରଧାମନ୍ତ୍ରୀଙ୍କ ପାଇଁ ଶୁଭ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story