କରୋନା ସଂକ୍ରମଣ ବଢ଼ିବା ପରେ ପାକିସ୍ତାନରେ ଲକଡାଉନ

ଇସଲାମାବାଦ: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ଅଣାୟତ ହେଉଥିବା ଦେଖି ଇସଲାମାବାଦର କିଛି ସ୍ଥାନରେ ଆଶିଂକ ଲକଡାଉନ କରାଯାଇଛି। ଦେଶର ଅନ୍ୟ ଯେଉଁସ୍ଥାନରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି ସେହି ସ୍ଥାନରେ ପୁଣିଥରେ ଲକଡାଉନ ଜାରି କରାଯାଇଛି। ପାକିସ୍ତାନର ଜଣେ ସରକାରୀ ଅଧିକାରୀ କହିଛନ୍ତି, ପୂର୍ବରୁ ଯେଉଁ ହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲା ଏବେ ତାଠାରୁ ଅଧିକ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ଯାହାକୁ ନେଇ ସାରା ଦେଶ ଏବେ ଚିନ୍ତିତ ବୋଲି […]

imran khan

imran khan

Subhransu Sekhar
  • Published: Monday, 29 March 2021
  • Updated: 29 March 2021, 08:45 PM IST

ଇସଲାମାବାଦ: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ଅଣାୟତ ହେଉଥିବା ଦେଖି ଇସଲାମାବାଦର କିଛି ସ୍ଥାନରେ ଆଶିଂକ ଲକଡାଉନ କରାଯାଇଛି। ଦେଶର ଅନ୍ୟ ଯେଉଁସ୍ଥାନରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି ସେହି ସ୍ଥାନରେ ପୁଣିଥରେ ଲକଡାଉନ ଜାରି କରାଯାଇଛି।

ପାକିସ୍ତାନର ଜଣେ ସରକାରୀ ଅଧିକାରୀ କହିଛନ୍ତି, ପୂର୍ବରୁ ଯେଉଁ ହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲା ଏବେ ତାଠାରୁ ଅଧିକ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ଯାହାକୁ ନେଇ ସାରା ଦେଶ ଏବେ ଚିନ୍ତିତ ବୋଲି ସେ କହିଛନ୍ତି। ମୁଖ୍ୟତଃ ପଞ୍ଜାବ ପ୍ରାନ୍ତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏପ୍ରିଲ 1ରୁ ଏହି ପ୍ରାନ୍ତରେ ଦୁଇ ସପ୍ତାହ ପାଇଁ ଆଂଶିକ ଲକଡାଉନ୍ କରାଯାଇଛି।

ତେବେ ଗତବର୍ଷ କରୋନାକୁ ରୋକିବା ପାଇଁ ଭାରତ ଭଳି ପାକିସ୍ତାନରେ ମଧ୍ୟ ଲକଡାଉନ୍ ଲାଗୁ ହୋଇଥିଲା। ଏହାଦ୍ୱାରା ଆର୍ଥିକ ସ୍ଥିତି ପାକିସ୍ତାନରେ ବହୁତ ଖରାପ ହୋଇଯାଇଛି। ଏବେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦାମ ଅହେତୁକ ବୃଦ୍ଧି ପାଇଛି। ଯାହାକୁ ନେଇ ପାକିସ୍ତାନବାସୀ ଚିନ୍ତାରେ। ହେଲେ ଏବେ କରୋନାକୁ ରୋକିବାକୁ ଯାଇ ପାକିସ୍ତାନରେ ଲକଡାଉନ୍ ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ଦରଦାମ ବୃଦ୍ଧି ଆହୁରି ଉତ୍କଟ ହୋଇପାରେ।

ସୋମବାର ପାକିସ୍ତାନରେ କରୋନାରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪,୫୨୫ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ ପାକିସ୍ତାନରେ ୬,୫୯,୧୧୬ ଜଣ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୪,୨୫୬ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ କରୋନାକୁ ରୋକିବା ପାଇଁ ପାକିସ୍ତାନ ଟିକାକରଣ ଉପରେ ମଧ୍ୟ ଜୋର ଦେଇଛି। ଆଉ ଚିକା ପାଇଁ ପାକିସ୍ତାନ ଚାଇନା ଦରବାରରେ ପହଞ୍ଚିଛି। ପାକିସ୍ତାନ ୭ ମିଲିୟନ ଟିକା କିଣିବ ବୋଲି ଯୋଜନା ମନ୍ତ୍ରୀ ଆସାଦ ଉମର ଗୁରୁବାର କହିଥିଲେ। ଚାଇନାରୁ ସିନୋଫାର୍ମା ଏବଂ କାନସିନୋ ଟିକା ପାକିସ୍ତାନ କିଣିବ ବୋଲି କହିଛି। ଚଳିତ ମାସ ଶେଷ ସୁଦ୍ଧା ଦେଶରେ ୧୦ ଲକ୍ଷ ସିନୋଫାର୍ମ ଟିକା ପାକିସ୍ତାନରେ ପହଞ୍ଚିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story