ତାଲିବାନ ଓ ଦ୍ୱିତୀୟ ୯/୧୧ ହମଲା ଭଳି ବୟାନ ଦେଇ ଅଡ଼ୁଆରେ ପାକ୍‌ ଏନଏସ୍‌ଏ

ଇସଲାମାବାଦ: ତାଲିବାନର ଓକିଲାତି କରି ଫସିଛନ୍ତି ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଈଦ ୟୁସୁଫ। ସେ ଗୋଟିଏ ସାକ୍ଷାତକାରେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନକୁ ପରୋକ୍ଷରେ ପଶ୍ଚିମ ଦେଶଗୁଡ଼ିକ ତୁରନ୍ତ ସରକାରୀ ମାନ୍ୟତା ଦେବା ସପକ୍ଷରେ କହିଛନ୍ତି। ଯଦି ତାଲିବାନକୁ ପଶ୍ଚିମ ଦେଶଗୁଡ଼ିକ ସରକାରୀ ମାନ୍ୟତା ନ ଦେବେ, ତା’ହେଲେ ଦ୍ୱିତୀୟ ୯/୧୧ ହମଲା ଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ ସମସ୍ତଙ୍କୁ ସତର୍କ ମଧ୍ୟ କରାଇଛନ୍ତି। ଏହାକୁ ନେଇ ପାକିସ୍ତାନର ତାଲିବାନ ପ୍ରୀତି […]

Pak-NSA

Pak-NSA

Hemant Lenka
  • Published: Monday, 30 August 2021
  • Updated: 30 August 2021, 06:25 PM IST

Sports

Latest News

ଇସଲାମାବାଦ: ତାଲିବାନର ଓକିଲାତି କରି ଫସିଛନ୍ତି ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଈଦ ୟୁସୁଫ। ସେ ଗୋଟିଏ ସାକ୍ଷାତକାରେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନକୁ ପରୋକ୍ଷରେ ପଶ୍ଚିମ ଦେଶଗୁଡ଼ିକ ତୁରନ୍ତ ସରକାରୀ ମାନ୍ୟତା ଦେବା ସପକ୍ଷରେ କହିଛନ୍ତି। ଯଦି ତାଲିବାନକୁ ପଶ୍ଚିମ ଦେଶଗୁଡ଼ିକ ସରକାରୀ ମାନ୍ୟତା ନ ଦେବେ, ତା’ହେଲେ ଦ୍ୱିତୀୟ ୯/୧୧ ହମଲା ଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ ସମସ୍ତଙ୍କୁ ସତର୍କ ମଧ୍ୟ କରାଇଛନ୍ତି।

ଏହାକୁ ନେଇ ପାକିସ୍ତାନର ତାଲିବାନ ପ୍ରୀତି ପୁଣିଥରେ ସାମ୍ନାକୁ ଆସିଥିଲା। ୟୁସୁଫଙ୍କ ବୟାନକୁ ନେଇ ବିବାଦ ହେବାରୁ ସେ ଏପରି କଥା କହି ନଥିବା ସଫେଇ ଦେଇଛନ୍ତି। ଏଥିସହ ସାକ୍ଷାତକାର ନେଇଥିବା ଗଣମାଧ୍ୟମକୁ ପ୍ରକୃତ ରିପୋର୍ଟ ଉପସ୍ଥାପନ କରିବାକୁ କହିଛନ୍ତି।

ପାକ୍‌ ଏସ୍‌ଏସଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଅଗଷ୍ଟ ୨୮ ତାରିଖରେ ଦି ଟାଇମ ପକ୍ଷରୁ ଗୋଟିଏ ରିପୋର୍ଟ ୟୁସୁଫଙ୍କ ସାକ୍ଷାତକାରକୁ ନେଇ ପ୍ରକାଶ ପାଇଛି। ଏହାର ଶୀର୍ଷକ "Work with the Taliban or Repeat the Horror of the 1990s, West Told”। ତେବେ ଏଥିରେ ଥିବା ୟୁସୁଫଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।

କୌଣସି ସ୍ଥାନରେ ୟୁସୁଫ ତାଲିବାନକୁ ତୁରନ୍ତ ସରକାରୀ ମାନ୍ୟତା ଦେବାକୁ କହିନାହାନ୍ତି। ଏଥିସହ ସେ ୯/୧୧ ହମଲା ପୁଣି ଘଟିବ ବୋଲି ଶବ୍ଦ ବ୍ୟବହାର କରି ନାହାନ୍ତି ବୋଲି ଏହି ବିବୃତିରେ କୁହାଯାଇଛି।

ଦି ଟାଇମ ସାକ୍ଷାତକାରରେ ୟୁସୁଫ କହିଥିଲେ ଯେ “ମୋ ଶବ୍ଦକୁ ଭଲ ଭାବେ ଲେଖି ରଖନ୍ତୁ। ଯଦି ୯୦ ଦଶକରେ ଘଟିଥିବା ଭୁଲ ପୁଣିଥରେ ଘଟିବ ଓ ଆଫଗାନିସ୍ତାନକୁ ଖୋଲା ଛାଡ଼ି ଦିଆଯିବ, ତା’ହେଲେ ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ଼ ବିପଦ ସୃଷ୍ଟି ହେବ। ଯେଉଁମାନେ ପାକିସ୍ତାନ, ପୂରା ବିଶ୍ୱ ଓ ପଶ୍ଚିମ ଦେଶଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଛନ୍ତି, ସୁରକ୍ଷାର ଶୂନ୍ୟସ୍ଥାନ ସେହିମାନଙ୍କ ହାତରେ ରହିବ। ତେଣୁ ଏହାକୁ ପଶ୍ଚିମ ଦେଶଗୁଡ଼ିକ ଭଲ ଭାବେ ବୁଝିବା ଦରକାର। ”

୯୦ ଦଶକରେ ଆଫଗାନ ଦଖଲ କରିଥିବା ତାଲିବାନକୁ ସରକାରୀ ମାନ୍ୟତା ମିଳି ନଥିଲା। ବିଭିନ୍ନ ଆତଙ୍କୀ ସଂଗଠନ ତାଲିବାନ ସହାୟତାରେ ଆଫଗାନ ମାଟିକୁ ବ୍ୟବହାର କରିଥିଲେ। ସେମାନଙ୍କ ମଧ୍ୟରୁ ଅଲକାଏଦା ଅନ୍ୟତମ। ତାଲିବାନ ସହାୟତାରେ ଅଲକାଏଦା ଆମେରିକାର ୱାଲ୍ଡ ଟ୍ରେଡ୍‌ ସେଣ୍ଟର ଉପରେ ହମଲା କରିଥିଲା। ଏହାକୁ ୯/୧୧ ହମଲା ଭାବେ ସାରା ବିଶ୍ୱ ମନେ ରଖିଛି। ତେଣୁ ପାକ୍‌ ଏନଏସଏ ସାରା ବିଶ୍ୱକୁ ୯୦ ଦଶକର ଭୁଲର ପୁନାରାବୃତ୍ତି ନ କରିବାକୁ ଏଠାରେ କହିଥିବା ରିପୋର୍ଟରେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story