ସାନି ନିର୍ବାଚନ ଦାବିରେ ପୁଣି ପାକିସ୍ତାନ ସଡ଼କରେ ଇମ୍ରାନ୍ ଖାନ୍‌

ନୂଆଦିଲ୍ଲୀ: ସାନି ନିର୍ବାଚନ ଦାବିରେ ପୁଣି ପାକିସ୍ତାନ ସଡ଼କରେ ଇମ୍ରାନ୍ ଖାନ୍ ହଲ୍ଲାବୋଲ୍।  ଟାର୍ଗେଟରେ ଶାହବାଜ୍ ଶରିଫ୍ ସରକାର। ପାକିସ୍ତାନ ସେନା ଓ ଦେଶର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଲାହୋରରୁ ଇସଲାମାବାଦ ଅଭିମୁଖେ ଆଜାଦି ମାର୍ଚ୍ଚରେ ବାହାରି, ବିଦେଶୀ ଚାପରୁ ଦେଶବାସୀଙ୍କୁ ସ୍ୱାଧୀନତା ମିଳିବା ଦରକାର ବୋଲି କହିଛନ୍ତି ଇମ୍ରାନ୍।   ଏଥିସହ ଭାରତର ବୈଦେଶିକ ନୀତିକୁ ସେ ପୁଣିଥରେ ପ୍ରଶଂସା କରିଛନ୍ତି।  ତେଣେ ପୂର୍ବରୁ ଇମ୍ରାନଙ୍କ ରାଲିରେ ହିଂସାକାଣ୍ଡ ହେବାର ନଜିର ଥିବାରୁ, କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣ […]

Imran-khan

Imran-khan

Tapas Behera
  • Published: Saturday, 29 October 2022
  • Updated: 29 October 2022, 09:28 PM IST

Sports

Latest News

ନୂଆଦିଲ୍ଲୀ: ସାନି ନିର୍ବାଚନ ଦାବିରେ ପୁଣି ପାକିସ୍ତାନ ସଡ଼କରେ ଇମ୍ରାନ୍ ଖାନ୍ ହଲ୍ଲାବୋଲ୍।  ଟାର୍ଗେଟରେ ଶାହବାଜ୍ ଶରିଫ୍ ସରକାର। ପାକିସ୍ତାନ ସେନା ଓ ଦେଶର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଲାହୋରରୁ ଇସଲାମାବାଦ ଅଭିମୁଖେ ଆଜାଦି ମାର୍ଚ୍ଚରେ ବାହାରି, ବିଦେଶୀ ଚାପରୁ ଦେଶବାସୀଙ୍କୁ ସ୍ୱାଧୀନତା ମିଳିବା ଦରକାର ବୋଲି କହିଛନ୍ତି ଇମ୍ରାନ୍।   ଏଥିସହ ଭାରତର ବୈଦେଶିକ ନୀତିକୁ ସେ ପୁଣିଥରେ ପ୍ରଶଂସା କରିଛନ୍ତି।  ତେଣେ ପୂର୍ବରୁ ଇମ୍ରାନଙ୍କ ରାଲିରେ ହିଂସାକାଣ୍ଡ ହେବାର ନଜିର ଥିବାରୁ, କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣ କରିଛି ପାକିସ୍ତାନ ପୋଲିସ।

ଇସଲାମାବାଦ ଅଭିମୁଖେ ହକିକି ଆଜାଦି ଶୋଭାଯାତ୍ରାରେ ବାହାରି ହଜାର ହଜାର ସମର୍ଥକଙ୍କ ଗହଣରେ ଗର୍ଜିଛନ୍ତି ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।  ଗତ ଗୁରୁବାର ISI ଡିଜି ନଦୀମ ଅଞ୍ଜୁମ୍ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନଙ୍କୁ ଟାର୍ଗେଟ୍ କରିଥିବା ବେଳେ, ଆଜି ରାଲିରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ନିଜେ ଇମ୍ରାନ୍ ।  ଡିଜି ଆଇଏସ୍ଆଇ ଚାପଗ୍ରସ୍ତ ହୋଇ ଏବେକାର ଦୁର୍ନୀତିଗ୍ରସ୍ତ ସରକାରକୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିବା ସହିତ, ତାଙ୍କର ଗୁମର ଖୋଲିଦେବେ ବୋଲି ଚେତାବନୀ ଦେଇଛନ୍ତି।  ଏଥିସହ ଦରଦାମ ବୃଦ୍ଧି ଏବଂ ୨ ଆଇଏସ୍ଆଇ ଅଧିକାରୀଙ୍କ ଦ୍ୱାରା ପିଟିଆଇ ସାଂସଦ ନିର୍ଯାତିତ ହେବା ପ୍ରସଙ୍ଗ ଉଠାଇ ଶେହବାଜ ସରକାରକୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି।  ରୁଷଠୁ ତେଲକିଣା ପ୍ରସଙ୍ଗ ଉଠାଇ ଇମ୍ରାନ୍ ପୁଣିଥରେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି ଏବଂ ପାକିସ୍ତାନ ସରକାରକୁ ବିଦେଶୀ ଚାପରୁ ମୁକ୍ତ ହେବାକୁ ଆହ୍ୱାନ ଦେଇଛନ୍ତି।

ଗତ ଏପ୍ରିଲରେ ପ୍ରଧାନମନ୍ତ୍ରୀ ପଦ ଯିବା ପରଠୁ ରକ୍ତ ଚାଉଳ ଚୋବାଇ ଆସୁଛନ୍ତି ଇମ୍ରାନ୍ । ବାରମ୍ବାର ସାନି ସାଧାରଣ ନିର୍ବାଚନ ପାଇଁ ଦାବି କରିଆସୁଥିଲେ ବି ତାହା ସଫଳ ହେଉନି।  ତେବେ ଗତ ସପ୍ତାହରେ ନିର୍ବାଚନ କମିଶନ ନ୍ୟାସନାଲ ଆସେମ୍ଲିରୁ ତାଙ୍କ ସଦସ୍ୟତା ରଦ୍ଦ କରିବା ଘଟଣା, ନିଆଁରେ ଘିଅ ଢାଳିବା ଭଳି ହୋଇଛି । ପ୍ରଧାନମନ୍ତ୍ରୀତ୍ୱ କାଳରେ ମିଳିଥିବା କିଛି ଉପହାରକୁ ଇମ୍ରାନ୍ ଖାନ୍ ଗୁପ୍ତ ଭାବେ ବିକି ଦେଇଥିବା ଅଭିଯୋଗ ଆସିବା ପରେ, ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପାକିସ୍ତାନ। ନିର୍ବାଚନ କମିଶନ  ଅନ୍ୟପକ୍ଷରେ ଇମ୍ରାନ୍ ୪ଶହ କିଲୋମିଟର ଆଜାଦୀ ମାର୍ଚ୍ଚକୁ ଦୃଷ୍ଟିରେ ରଖି ଲାହୋରରେ ମୋବାଇଲ୍ ଇଣ୍ଟରନେଟ୍ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।  ନଭେମ୍ବର ୪ରେ ରାଲି ଇସଲାମାବାଦରେ ପହଞ୍ଚିବାକୁ ଥିବା ବେଳେ, ସେଠାରେ ୧୩ ହଜାରରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story