ସ୍ତ୍ରୀକୁ ହତ୍ୟା କରି ପିଲାଙ୍କ ଆଗରେ ହଣ୍ଡାରେ ସିଝାଇଲା ସ୍ୱାମୀ

ଇସଲାମାବାଦ: ପାକିସ୍ତାନରେ ଜଣେ ବ୍ୟକ୍ତି ବର୍ବରକାଣ୍ଡ ଘଟାଇଛି। ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଏକ ବଡ଼ ହଣ୍ଡାରେ ଗରମ ପାଣିରେ ସିଝାଇଥିବା ଜଣାପଡ଼ିଛି।  ନିଜର ୬ ଜଣ ପିଲାଙ୍କ ସମ୍ମୁଖରେ ଏଭଳି ଅମାନୁଷିକକାଣ୍ଡ ଘଟାଇଥିବା ଜଣାପଡ଼ିଛି। ବୁଧବାର ପାକିସ୍ତାନର ସିନ୍ଧ ଅଞ୍ଚଳରେ ଘଟଣା ଘଟିଛି।  ମୃତ ମହିଳା ଜଣକ ହେଉଛନ୍ତି ନର୍ଗିସ। ଜିଓ ନିଉଜ୍‌’ ରିପୋର୍ଟ ଅନୁଯାୟୀ ଗତ ବୁଧବାର ନଗରୀର ଗୁଲ୍‌ଶନ୍‌-ଏ-ଇକ୍‌ବାଲ୍‌ ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟର ରୋଷେଇ ଘରୁ  ପୁଲିସ ଗୋଟାଏ […]

crime

crime

Tapas Behera
  • Published: Friday, 15 July 2022
  • Updated: 15 July 2022, 11:52 AM IST

Sports

Latest News

ଇସଲାମାବାଦ: ପାକିସ୍ତାନରେ ଜଣେ ବ୍ୟକ୍ତି ବର୍ବରକାଣ୍ଡ ଘଟାଇଛି। ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଏକ ବଡ଼ ହଣ୍ଡାରେ ଗରମ ପାଣିରେ ସିଝାଇଥିବା ଜଣାପଡ଼ିଛି।  ନିଜର ୬ ଜଣ ପିଲାଙ୍କ ସମ୍ମୁଖରେ ଏଭଳି ଅମାନୁଷିକକାଣ୍ଡ ଘଟାଇଥିବା ଜଣାପଡ଼ିଛି। ବୁଧବାର ପାକିସ୍ତାନର ସିନ୍ଧ ଅଞ୍ଚଳରେ ଘଟଣା ଘଟିଛି।  ମୃତ ମହିଳା ଜଣକ ହେଉଛନ୍ତି ନର୍ଗିସ।

ଜିଓ ନିଉଜ୍‌’ ରିପୋର୍ଟ ଅନୁଯାୟୀ ଗତ ବୁଧବାର ନଗରୀର ଗୁଲ୍‌ଶନ୍‌-ଏ-ଇକ୍‌ବାଲ୍‌ ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟର ରୋଷେଇ ଘରୁ  ପୁଲିସ ଗୋଟାଏ ହଣ୍ଡା ଭିତରୁ ତାଙ୍କ ଶବ ପାଇଥିଲା। ସେହିଦିନ ହିଁ ନର୍ଗିସ୍‌ଙ୍କୁ ତାଙ୍କ ପତ୍ନୀ ହଣ୍ଡାରେ ପୂରାଇ ସିଝାଇ ଥିଲେ ସ୍ୱାମୀ । ପୁଲିସ ସୂଚନା ଅନୁସାରେ, ନର୍ଗିସ୍‌ଙ୍କ ସ୍ୱାମୀ ଆଶିକ୍‌ ‘ବାଜୌର୍‌ ଏଜେନ୍‌ସି’ ତରଫରୁ ସ୍କୁଲ୍‌ରେ ରାତ୍ର ଜଗୁଆ ଭାବେ ନିଯୁକ୍ତି ପାଇଥିଲେ।  ପ୍ରାୟ ୮-୯ ମାସ ହେବ ସ୍କୁଲ ବନ୍ଦ ଥିବା ବେଳେ ସର୍ଭାଣ୍ଟ୍‌ କ୍ୱାର୍ଟର୍ସରେ ସେ ରହୁଥିଲେ। ଶବ ଜବତ କରି ପୁଲିସ ଏହାକୁ  ବ୍ୟବଚ୍ଛେଦ କରାଇଛି। ସେହିପରି ନର୍ଗିସଙ୍କ ୬ ଜଣ ପିଲାଙ୍କୁ ନିଜ ହେପାଜତକୁ ନେଇଛି ପୁଲିସ।  ସେମାନେ ମାନସିକ ଆଘାତ ପାଇ ବିଚଳିତ ଅବସ୍ଥାରେ ଥିବା ପୁଲିସ କହିଛି ।

ପିଲାମାନଙ୍କ କହିବା ଅନୁଯାୟୀ, ତାଙ୍କ ମାଙ୍କୁ ବାପା ମୁହଁକୁ ତକିଆରେ ମାଡ଼ିବସି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପରେ ନର୍ଗିସ୍‌ଙ୍କର ଗୋଟାଏ ଗୋଡ଼ ମଧ୍ୟ କାଟି ଅଲଗା କରିଥିଲେ। ଏହା ପରେ ଏକ ବଡ଼ ହଣ୍ଡାରେ ସିଝାଇଥିଲେ। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।  କିନ୍ତୁ ନର୍ଗିସ୍‌ଙ୍କୁ ଅବୈଧ ସମ୍ପର୍କ ରଖିବା ଲାଗି ସ୍ୱାମୀ ଆଶିକ୍‌ ବାଧ୍ୟ କରୁଥିବା କୁହାଯାଉଛି । ହେଲେ ସ୍ୱାମୀଙ୍କ କଥାରେ  ନର୍ଗିସ ରାଜି ନଥିବାରୁ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ଅଭିଯୁକ୍ତ ସ୍ୱାମୀ ଫେରାର ଅଛି। ତାଙ୍କୁ ଗିରଫ ପାଇଁ ପୁଲିସ ସର୍ଚ୍ଚ ଅପରେଶନ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story