କଇଁଚିରେ କଟିଲାନି, ଦାନ୍ତରେ ରିବନ ଛିଣ୍ଡାଇ ଦୋକାନ ଉଦଘାଟନ କଲେ ମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ଜଣେ ମନ୍ତ୍ରୀ ଗୋଟିଏ ଦୋକାନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଦାନ୍ତରେ ରିବନ୍‌ କାଟିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀ ଜଣଙ୍କ ପ୍ରଥମେ କଇଁଚିରେ ରିବନ କାଟିବାକୁ ଚେଷ୍ଟା କରି ବିଫଳ ହେବାରୁ ନିଜ ଦାନ୍ତର ବ୍ୟବହାର କରିଛନ୍ତି। ଏହି ୨୧ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ହଜାର ହଜାର ଲୋକ ଦେଖିବା ସହ ଶେୟାର କରିବାରେ ଲାଗିଛନ୍ତି। ସୂଚନା ଅନୁସାରେ, ସେପ୍ଟେମ୍ବର ୨ ତାରିଖରେ ଜେଲ […]

Pakistan

Pakistan

Hemant Lenka
  • Published: Friday, 03 September 2021
  • Updated: 03 September 2021, 06:11 PM IST

Sports

Latest News

ଇସଲାମାବାଦ: ପାକିସ୍ତାନର ଜଣେ ମନ୍ତ୍ରୀ ଗୋଟିଏ ଦୋକାନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଦାନ୍ତରେ ରିବନ୍‌ କାଟିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀ ଜଣଙ୍କ ପ୍ରଥମେ କଇଁଚିରେ ରିବନ କାଟିବାକୁ ଚେଷ୍ଟା କରି ବିଫଳ ହେବାରୁ ନିଜ ଦାନ୍ତର ବ୍ୟବହାର କରିଛନ୍ତି। ଏହି ୨୧ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ହଜାର ହଜାର ଲୋକ ଦେଖିବା ସହ ଶେୟାର କରିବାରେ ଲାଗିଛନ୍ତି।

ସୂଚନା ଅନୁସାରେ, ସେପ୍ଟେମ୍ବର ୨ ତାରିଖରେ ଜେଲ ବିଭାଗର ମନ୍ତ୍ରୀ ତଥା ପଞ୍ଜାବ ପ୍ରଦେଶର ମୁଖପାତ୍ର ଫୟାଜ ଉଲ ହାସନ ଚୌହାନ ରାୱଲପିଣ୍ଡି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଇଲେକ୍‌ଟ୍ରୋନିକ୍ସ ଦୋକାନ ଉଦଘାଟନ କରିବାକୁ ଆସିଥିଲେ। ତାଙ୍କୁ ଦୋକାନର ଫିତା କାଟି ଉଦ୍‌ଘାଟନ କରିବାକୁ କଇଁଚି ଦିଆଯାଇଥିଲା।

ହେଲେ ସେ କଇଁଚିରେ ରିବନକୁ ବାରମ୍ବାର କାଟିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ହୋଇ ନଥିଲେ। ଶେଷରେ ସେ କଇଁଚିକୁ ନିଜ ପାଖରେ ଥିବା ଜଣେ ବ୍ୟକ୍ତିଙ୍କୁ ଦେଇ ଦାନ୍ତରେ ଫିତା କାଟିବା ଆରମ୍ଭ କରିଥିଲେ। ଶେଷରେ ସେ ଦାନ୍ତରେ ଫିତା କାଟି ବିଧିବଦ୍ଧ ଭାବେ ଦୋକାନକୁ ଉଦଘାଟନ କରିଥିଲେ। ମନ୍ତ୍ରୀ ଫୟାଜଙ୍କ ଏପରି ଦାନ୍ତରେ ଫିତା କାଟିବା ଦେଖି ତାଙ୍କ ପାଖରେ ଉପସ୍ଥିତ ଥିବା ଲୋକମାନେ ଠୋଠୋ ହୋଇ ହସିଥିଲେ।

ପ୍ରଥମେ ଏହି ଭିଡିଓକୁ ମୁର୍ତାଜ ଅଲୀ ଶାହ ନାମକ ଜଣେ ବ୍ୟକ୍ତି ପୋଷ୍ଟ କରିଥିଲେ। ଏହାପରେ ମନ୍ତ୍ରୀ ନିଜେ ଭିଡିଓକୁ ପୋଷ୍ଟ କରି କାହିଁକି ସେ ଦାନ୍ତରେ ରିବନ କାଟିଲେ, ତା’ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ଉକ୍ତ କଇଁଚିରେ ଆଦୌ ଧାରା ନଥିଲା। ଏହା ଅତ୍ୟନ୍ତ ନିମ୍ନମାନର ଥିଲା। ତେଣୁ ଦାନ୍ତରେ ଫିତା କାଟିବାକୁ ପଡ଼ିଥିଲା।” ଏହି ଭିଡିଓକୁ ଲୋକମାନେ ଶେୟାର କରି ବେଶ ମଜାଳିଆ କମେଣ୍ଟ ସବୁ ଦେବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story