ଏପ୍ରିଲ ୪ରେ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ କାମ ଜାରି ରଖିବେ କି ନାହିଁ, ତା’ର ନିଷ୍ପତ୍ତି ଆସନ୍ତା ଏପ୍ରିଲ ୪ ତାରିଖରେ ନିଆଯିବ। କାରଣ ଏପ୍ରିଲ ୪ରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ। ବିରୋଧୀ ଦଳଗୁଡ଼ିକ ଦୀର୍ଘଦିନ ହେଲା ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ହେଁ ସଂସଦରେ ଏହା ଉପରେ ଭୋଟିଂ ହେଉନାହିଁ। ଆସନ୍ତା ୨୮ ତାରିଖରେ ଭୋଟିଂ ହେବାର ଥିଲା। କିନ୍ତୁ ଆଜି ପାକିସ୍ତାନର ଆଭ୍ୟନ୍ତରୀଣ […]

Imran-Khan

Imran-Khan

Hemant Lenka
  • Published: Saturday, 26 March 2022
  • Updated: 26 March 2022, 07:45 PM IST

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ କାମ ଜାରି ରଖିବେ କି ନାହିଁ, ତା’ର ନିଷ୍ପତ୍ତି ଆସନ୍ତା ଏପ୍ରିଲ ୪ ତାରିଖରେ ନିଆଯିବ। କାରଣ ଏପ୍ରିଲ ୪ରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ। ବିରୋଧୀ ଦଳଗୁଡ଼ିକ ଦୀର୍ଘଦିନ ହେଲା ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ହେଁ ସଂସଦରେ ଏହା ଉପରେ ଭୋଟିଂ ହେଉନାହିଁ।

ଆସନ୍ତା ୨୮ ତାରିଖରେ ଭୋଟିଂ ହେବାର ଥିଲା। କିନ୍ତୁ ଆଜି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ ଏପ୍ରିଲ ୪ରେ ଇମ୍ରାନ ଖାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି। ଇସଲାମାବାଦରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶେଖ ରଶିଦ କହିଛନ୍ତି, ବିରୋଧୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ତାଙ୍କୁ ପରୋକ୍ଷରେ ସହାୟତା କରିଛନ୍ତି।

ଅନାସ୍ଥା ପ୍ରସ୍ତାବ ଆସିବା ପରଠାରୁ ଇମ୍ରାନ ଖାନଙ୍କ ଲୋକପ୍ରିୟତା ବଢ଼ି ଯାଇଛି। ବିରୋଧୀ ହେଉଛନ୍ତି ନିର୍ବୋଧ। ଏଥିପାଇଁ ସେମାନେ ଇମ୍ରାନ ଖାନଙ୍କ ଲୋକପ୍ରିୟତା ବୃଦ୍ଧି କରିବାରେ ସହାୟତା କରିଛନ୍ତି। ଅନାସ୍ଥା ଭୋଟ ଦିନ ସବୁ ସାଂସଦଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ। ଅନାସ୍ଥା ଭୋଟଦିନ ଆମ ଶତ୍ରୁମାନେ ଆତଙ୍କୀର କାର୍ଯ୍ୟକଳାପ କରିପାରନ୍ତି। ତେଣୁ ଆମ ସମସ୍ତଙ୍କୁ ରାଜନୀତିକ ବଳିଷ୍ଠତା ଦେଖାଇ କାମ କରିବାକୁ ପଡ଼ିବ ବୋଲି ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଦେଶରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ ଇମ୍ରାନ ଖାନ ଓ ତାଙ୍କ ସରକାର ଫେଲ ମାରିଥିବାରୁ ବିରୋଧୀ ଏପରି ପ୍ରସ୍ତାବ ଆଣିଛନ୍ତି। ଏହି ଅନାସ୍ଥା ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଓ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ୧୦୦ ଜଣ ସାଂସଦଙ୍କ ଦସ୍ତଖତ ରହିଛି। ଏହି ପ୍ରସ୍ତାବକୁ ସଂସଦୀୟ ସଚିବଙ୍କ ନିକଟରେ ଦାଖଲ କରାଯାଇଛି।

ନିୟମ ଅନୁସାରେ, କୌଣିସ ପ୍ରସ୍ତାବ ସପକ୍ଷରେ ଯଦି ୬୮ ଜଣ ସାଂସଦଙ୍କ ଦସ୍ତଖତ ରହୁଛି, ତା’ହେଲେ ବାଚସ୍ପତି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବାଧ୍ୟ। ସେହିପରି ପ୍ରସ୍ତାବ ଦେବାର ୩ରୁ ୭ ଦିନ ମଧ୍ୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ମଧ୍ୟ ହେବା କଥା। ହେଲେ ଇମ୍ରାନ ଖାନ ସରକାର ଏହାକୁ ଘୁଞ୍ଚାଇ ଚାଲିଛନ୍ତି।

ଇମ୍ରାନ ଖାନ ଓ ତାଙ୍କ କ୍ୟାବିନେଟକୁ ହଟାଇବାକୁ ହେଲେ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ଇମ୍ରାନ ଖାନ ମେଣ୍ଟ ସରକାରର ନେତୃତ୍ୱ ନେଉଛନ୍ତି। ତେଣୁ ତାଙ୍କୁ ସମର୍ଥନ କରୁଥିବା ଦଳର କିଛି ସଦସ୍ୟ ଯଦି ଅନାସ୍ଥା ସପକ୍ଷରେ ଭୋଟ ଦିଅନ୍ତି, ତା’ହେଲେ ଇମ୍ରାନ ଖାନଙ୍କ ପଦ ଚାଲିଯିବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story