ବୁଝି ପାରିଲେନି ରାଷ୍ଟ୍ରପତି: ଗାଲରେ ବାଜିଲା ଶକ୍ତ ଚାପୁଡ଼ା, ଭିଡିଓ ଭାଇରାଲ

ପ୍ୟାରିସ: ରାଷ୍ଟ୍ରପତିଙ୍କ ଗାଲରେ ବାଜିଛି ଶକ୍ତ ଚାପୁଡ଼ା। ଅଭିବାଦନ ଗ୍ରହଣ କରୁଥିବା ବେଳେ ହଠାତ୍‌ ଭିଡ଼ ମଧ୍ୟରେ ଜଣେ ଯୁବକ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନଙ୍କୁ ଚାପୁଡ଼ା ମାରିଛନ୍ତି। ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଷ୍ଟ୍ରପତି ମାର୍କନ ଦକ୍ଷିଣପୂର୍ବ ଫ୍ରାନ୍ସର ଡୋରମେ ରିଜନ ଭ୍ରମଣରେ ଯାଇଥିଲେ। ଏଠାରେ ସେ ରେଷ୍ଟୁରାଣ୍ଟ ମାଲିକ ଓ ଶିକ୍ଷାର୍ଥୀଙ୍କ ସହ କୋଭିଡ ପରେ ଜୀବନଜୀବିକା କେମିତି ଚାଲିଛି, […]

Emmanuel-Macron

Emmanuel-Macron

Hemant Lenka
  • Published: Tuesday, 08 June 2021
  • Updated: 08 June 2021, 07:42 PM IST

Sports

Latest News

ପ୍ୟାରିସ: ରାଷ୍ଟ୍ରପତିଙ୍କ ଗାଲରେ ବାଜିଛି ଶକ୍ତ ଚାପୁଡ଼ା। ଅଭିବାଦନ ଗ୍ରହଣ କରୁଥିବା ବେଳେ ହଠାତ୍‌ ଭିଡ଼ ମଧ୍ୟରେ ଜଣେ ଯୁବକ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନଙ୍କୁ ଚାପୁଡ଼ା ମାରିଛନ୍ତି। ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଷ୍ଟ୍ରପତି ମାର୍କନ ଦକ୍ଷିଣପୂର୍ବ ଫ୍ରାନ୍ସର ଡୋରମେ ରିଜନ ଭ୍ରମଣରେ ଯାଇଥିଲେ। ଏଠାରେ ସେ ରେଷ୍ଟୁରାଣ୍ଟ ମାଲିକ ଓ ଶିକ୍ଷାର୍ଥୀଙ୍କ ସହ କୋଭିଡ ପରେ ଜୀବନଜୀବିକା କେମିତି ଚାଲିଛି, ସେକଥା ଆଲୋଚନା କରିବାର ଥିଲା। ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ କରାଯାଇଥିଲା। ମାର୍କନ ଲୋକଙ୍କ ଅଭିବାଦନ ଗ୍ରହଣ କରିବାକୁ ବ୍ୟାରିକେଡ ପୂର୍ବରୁ ପ୍ରଥମେ ହାତଯୋଡ଼ି ନମସ୍କାର କରିଥିଲେ।

ଏହାପରେ ସେ ବ୍ୟାରିକେଡ ନିକଟକୁ ଯାଇ ଜଣେ ଯୁବକଙ୍କ ସହ ହାତ ମିଳାଇଥିଲେ। ସେ ତାଙ୍କର ବାମ ହାତକୁ ସ୍ପର୍ଶ କରିବା କ୍ଷଣି ଯୁବକ ଜଣଙ୍କ ହଠାତ୍‌ ଡାହାଣ ହାତରେ ରାଷ୍ଟ୍ରପତି ମାର୍କନଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିଥିଲେ।

ଏହି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀମାନେ ଉକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ। ମାର୍କନ ମଧ୍ୟ ଚାପୁଡ଼ା ଖାଇବା ପରେ ବ୍ୟାରିକେଡ୍‌ ନିକଟରୁ କିଛି ସେକେଣ୍ଡ ପାଇଁ ଦୂରେଇ ଯାଇଥିଲେ। ଏହାପରେ ସେ ପୁଣି ସମସ୍ତଙ୍କର ଅଭିବାଦନ ଗ୍ରହଣ କରି ଆଗକୁ ବଢ଼ିଥିଲେ।

ପୁଲିସ୍‌ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story