ରୁଷ ହମଲାରେ ୭ ମୃତ, ଆକ୍ରମଣ ପୂର୍ବରୁ କାହାକୁ ଫୋନ କରିଥିଲେ ପୁଟିନ

ମସ୍କୋ: ୟୁକ୍ରେନ ଉପରେ ରୁଷର ପ୍ରହାର ଜାରି ରହିଛି। ରୁଷର ଅତିର୍କିତ ଶେଲିଂରେ ୟୁକ୍ରେନର ୭ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ସେହିପରି ରୁଷ ସେନା ୟୁକ୍ରେନର ସୈନ୍ୟ ଆଡ୍ଡା, ଏୟାରପୋର୍ଟ ଓ ଏକାଧିକ ସାମରିକ ପ୍ରତିଷ୍ଠାନକୁ ଉଡ଼ାଇ ଦେଇଛି। ହମଲା ପରରେ ବିଭିନ୍ନ ସ୍ଥାନରୁ ଆସିଥିବା ଧ୍ୱଂସବିଧ୍ୱସ୍ତର ବିକଟଳ ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ରୁଷ ସେନା ୟୁକ୍ରେନର ପୂର୍ବ ପ୍ରାନ୍ତର ୨ଟି ଗାଁକୁ ଦଖଲ କରିନେଇଥିଲେ ମଧ୍ୟ […]

war

war

Hemant Lenka
  • Published: Thursday, 24 February 2022
  • Updated: 24 February 2022, 01:31 PM IST

Sports

Latest News

ମସ୍କୋ: ୟୁକ୍ରେନ ଉପରେ ରୁଷର ପ୍ରହାର ଜାରି ରହିଛି। ରୁଷର ଅତିର୍କିତ ଶେଲିଂରେ ୟୁକ୍ରେନର ୭ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ସେହିପରି ରୁଷ ସେନା ୟୁକ୍ରେନର ସୈନ୍ୟ ଆଡ୍ଡା, ଏୟାରପୋର୍ଟ ଓ ଏକାଧିକ ସାମରିକ ପ୍ରତିଷ୍ଠାନକୁ ଉଡ଼ାଇ ଦେଇଛି। ହମଲା ପରରେ ବିଭିନ୍ନ ସ୍ଥାନରୁ ଆସିଥିବା ଧ୍ୱଂସବିଧ୍ୱସ୍ତର ବିକଟଳ ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ରୁଷ ସେନା ୟୁକ୍ରେନର ପୂର୍ବ ପ୍ରାନ୍ତର ୨ଟି ଗାଁକୁ ଦଖଲ କରିନେଇଥିଲେ ମଧ୍ୟ କିଭ୍‌ କୌଣସି ବି ପରିସ୍ଥିତିରେ ଆତ୍ମସମର୍ପଣ କରିବ ନାହିଁ ବୋଲି କହିଛି। ଏହାବାଦ ସୀମାନ୍ତ ଅଞ୍ଚଳରେ ୟୁକ୍ରେନର ଜଣେ ସୈନିକଙ୍କ ରୁଷ ଗୁଳିରେ ପ୍ରାଣ ହରାଇଥିବା ଖବର ମଧ୍ୟ ମିଳିଛି।

ସ୍ଥିତି ଉତ୍ତେଜନା ମୂଳକ ଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ହମଲା ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ତାଙ୍କ ବେଲାରୁସ ପ୍ରତିପକ୍ଷ ଆଲେକ୍ସଜାଣ୍ଡର ଲୁକାଶେନକୋଙ୍କୁ ଫୋନ କରିଥିଲେ। ଏହି ସମୟରେ ରୁଷ ସୈନ୍ୟମାନେ ୟୁକ୍ରେନ ଉପରେ ହମଲା କରିବାକୁ ଯାଉଥିବା ପୁଟିନ କହିଥିଲେ। ଏ ସମ୍ପର୍କରେ ଲୁକାଶେନକୋଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।

ଅଫିସର ପକ୍ଷରୁ କୁହାଯାଇଛି ଯେ ଭୋର ପ୍ରାୟ ୫ଟା ବେଳେ ବେଲାରୁସ ରାଷ୍ଟ୍ରପତି ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲା। ଏହି ଫୋନ କଲ ସମୟରେ ରୁଷ ରାଷ୍ଟ୍ରପତି ପୁଟିନ ତାଙ୍କ ବେଲାରୁସିଆନ ପ୍ରତିପକ୍ଷଙ୍କୁ ୟୁକ୍ରେନ ଓ ଡୋନବାସ ସୀମାନ୍ତରେ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।

ଏଥିସହ ରୁଷ ସେନା ୟୁକ୍ରେନରେ ହମଲା କରିବାକୁ ଯାଉଥିବା ଅବଗତ କରାଇଥିଲେ ବୋଲି ଲୁକାଶେନକୋଙ୍କ ଅଫିସ ପକ୍ଷରୁ କୁହାଯାଇଛି।

ତେବେ କ୍ରେମଲିନ ପକ୍ଷରୁ ଫୋନ କଲ ସମ୍ପର୍କରେ କୌଣସି ବିବୃତି ଜାରି କରାଯାଇ ନାହିଁ। ଆଜି ପୁଟିନ ହଠାତ୍ ଟେଲିଭିଜନ ବାର୍ତ୍ତା ଜରିଆରେ ରୁଷ ସେନା ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବା କହିଥିଲେ। ଏହାପରେ ରୁଷ ଯୁଦ୍ଧ ବିମାନ ଓ ଟ୍ୟାଙ୍କ ୟୁକ୍ରେନ ଭିତରେ ପଶି ହମଲା ଆରମ୍ଭ କରିଥିଲା। ୟୁକ୍ରେନ ମଧ୍ୟ ରୁଷକୁ ଜବାବ ଦେବାରେ ଲାଗିଛି। ଏହି ଘମାଘୋଟ ଲଢ଼େଇ ଯୋଗୁ ପୂରା ବିଶ୍ୱରେ ଭୟର ଆତଙ୍କ ଖେଳି ଯାଇଛି।

କେବଳ ସେତିକି ନୁହେଁ, ରୁଷ ଦ୍ୱାରା ସ୍ୱାଧୀନତା ପାଇଥିବା ଲୁହାନସ୍କି ପକ୍ଷରୁ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ ଡାକରା ଦିଆଯାଇଛି। ୟୁକ୍ରେନ ଦଖଲରେ ଥିବା ପୂର୍ବ ପ୍ରାନ୍ତ ଅଞ୍ଚଳଗୁଡ଼ିକୁ କିଭ୍ ହାତରୁ ଛଡ଼ାଇ ଆଣିବାକୁ ଲୁହାଂସ୍କ ପ୍ରୟାସ କରୁଛି। ତେବେ ଲୁହାଂସ୍କ ସାଧାରଣ ଲୋକଙ୍କର କ୍ଷତି କରିବ ନାହିଁ ଓ କେବଳ ସାମାରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ହମଲା କରିବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story