ଫାଇଜର ପରେ ଆଉ ଗୋଟିଏ କରୋନା ବଟିକାକୁ ମିଳିଲା ଅନୁମତି

ୱାଶିଂଟନ: ମାତ୍ର ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି କରୋନା ବିରୋଧୀ ବଟିକାର ବ୍ୟବହାର ପାଇଁ ଅନୁମତି ଦେଇଛି ଆମେରିକା। ଆଜି ସକାଳେ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ(ଏଫଡିଏ) ଫାଇଜର ପ୍ରସ୍ତୁତ କରିଥିବା କରୋନା ବଟିକାକୁ ବ୍ୟବହାର କରିବାକୁ ଗ୍ରୀନ ସିଗ୍ନାଲ ଦେଇଥିଲା। ସନ୍ଧ୍ୟା ସମୟରେ ଏଫଡିଏମ ମେର୍କ ଆଣ୍ତ କୋ ପ୍ରସ୍ତୁତ କୋଭିଡ ବଟିକାକୁ ପ୍ରାପ୍ତ ବୟସ୍କ କରୋନା ଆକ୍ରାନ୍ତ ଚିକିତ୍ସା ବେଳେ ବ୍ୟବହାର କରାଯିବ ବୋଲି କହିଛି। ଏଫଡିଏର ବୈଜ୍ଞାନିକ ପାଟ୍ରିଜିଆ କାଭାଜୋନି […]

pill

pill

Hemant Lenka
  • Published: Thursday, 23 December 2021
  • Updated: 23 December 2021, 09:24 PM IST

Sports

Latest News

ୱାଶିଂଟନ: ମାତ୍ର ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି କରୋନା ବିରୋଧୀ ବଟିକାର ବ୍ୟବହାର ପାଇଁ ଅନୁମତି ଦେଇଛି ଆମେରିକା। ଆଜି ସକାଳେ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ(ଏଫଡିଏ) ଫାଇଜର ପ୍ରସ୍ତୁତ କରିଥିବା କରୋନା ବଟିକାକୁ ବ୍ୟବହାର କରିବାକୁ ଗ୍ରୀନ ସିଗ୍ନାଲ ଦେଇଥିଲା। ସନ୍ଧ୍ୟା ସମୟରେ ଏଫଡିଏମ ମେର୍କ ଆଣ୍ତ କୋ ପ୍ରସ୍ତୁତ କୋଭିଡ ବଟିକାକୁ ପ୍ରାପ୍ତ ବୟସ୍କ କରୋନା ଆକ୍ରାନ୍ତ ଚିକିତ୍ସା ବେଳେ ବ୍ୟବହାର କରାଯିବ ବୋଲି କହିଛି।

ଏଫଡିଏର ବୈଜ୍ଞାନିକ ପାଟ୍ରିଜିଆ କାଭାଜୋନି କହିଛନ୍ତି, “କୋଭିଡ ୧୯ ଭାଇରସ ବିରୋଧରେ ଚାଲିଥିବା ଚିକିତ୍ସା ପଦ୍ଧତିରେ ଆଜି ଅତିରିକ୍ତ ବଟିକା ସାମିଲ ହୋଇଛି। ଏହି ବଟିକାକୁ କରୋନା ଆକ୍ରାନ୍ତ ଖାଇପାରିବେ। ଏହା ପରୀକ୍ଷା ବେଳେ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି। ଏବେ ଆମେରିକାରେ ମଧ୍ୟ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ।”

ମେର୍କ ପକ୍ଷରୁ ବିକଶିକ କରାଯାଇଥିବା ଏହି କୋଭିଡ ବଟିକା ମୋଲନୁଭିରାଭିର ନାଁରେ ପରିଚିତ। କରୋନା ଲକ୍ଷଣ ଦେଖାଯିବାର ୫ ଦିନ ଭିତରେ ଏହି ବଟିକା ଖାଇଲେ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ଆଶଙ୍କା ୩୦% ହ୍ରାସ ପାଇବ। ତେବେ ଫାଇଜର ବଟିକା ଏ କ୍ଷେତ୍ରରେ ୯୦% ଫଳପ୍ରଦ।

ଏଫଡିଏ ୧୮ ବର୍ଷରୁ କମ ବୟସ୍କ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରେ ମେର୍କର ବଟିକା ବ୍ୟବହାର କରିବାକୁ ବାରଣ କରିଛି। କାରଣ ଏହା ହାଡ଼ ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି। ସେହିପରି ଗର୍ଭବତୀମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ନାହିଁ। କିନ୍ତୁ ଡାକ୍ତର ଚାହିଁଲେ ଏହାକୁ ବିଶେଷ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ଦେଇପାରିବେ।

କରୋନା ଲକ୍ଷଣ ଦେଖାଯିବା ପରେ ଲୋକମାନେ ଏହି ବଟିକାକୁ ୫ ଦିନ ଖାଇବେ। ୫ ଦିନ ମଧ୍ୟରେ ଦିନକୁ ୮ଟି ଲେଖାଏ ହିସାବରେ ୪୦ଟି ବଟିକା ଖାଇବାକୁ ପଡ଼ିବ। ଏହା ଲକ୍ଷଣକୁ ବନ୍ଦ କରିବା ସହ ଜଣେ କରୋନା ଆକ୍ରାନ୍ତକୁ ଶୀଘ୍ର ସୁସ୍ଥ କରି ଦେଉଥିବା ଟ୍ରାଏଲରୁ ସ୍ପଷ୍ଟ ହୋଇଛି।

ଦୀପାବଳିରେ ବ୍ରିଟେନ ସରକାର ଏହି ବଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଆମେରିକା ସରକାର ୩.୧ ମିଲିୟନ ମେର୍କ ବଟିକା ଓ ୧୦ ମିଲିୟନ ଫାଇଜର ବଟିକା ପାଇଁ ଅର୍ଡର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story