ଛୋଟ ପିଲାଙ୍କ ସ୍କୁଲରେ ଆଖିବୁଜା ଗୁଳିମାଡ଼

ମସ୍କୋ: ରୁଷର କେନ୍ଦ୍ରୀୟ ଉଲୟାନୋଭସ୍କ ଅଞ୍ଚଳରେ ଥିବା ଗୋଟିଏ ଛୋଟ ପିଲାଙ୍କ ସ୍କୁଲରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ରହିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି। ତେବେ କେଉଁ କାରଣରୁ ଓ କିଏ ଏପରି ଗୁଳିମାଡ଼ କଲା ସେକଥା ସ୍ପଷ୍ଟ ହୋଇନି। ଘଟଣା ସ୍ଥଳରେ ସୁରକ୍ଷାକର୍ମୀମାନେ ଆକ୍ସନ ମୋଡରେ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି। […]

attack

attack

Hemant Lenka
  • Published: Tuesday, 26 April 2022
  • Updated: 26 April 2022, 05:00 PM IST

Sports

Latest News

ମସ୍କୋ: ରୁଷର କେନ୍ଦ୍ରୀୟ ଉଲୟାନୋଭସ୍କ ଅଞ୍ଚଳରେ ଥିବା ଗୋଟିଏ ଛୋଟ ପିଲାଙ୍କ ସ୍କୁଲରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ରହିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି।

ତେବେ କେଉଁ କାରଣରୁ ଓ କିଏ ଏପରି ଗୁଳିମାଡ଼ କଲା ସେକଥା ସ୍ପଷ୍ଟ ହୋଇନି। ଘଟଣା ସ୍ଥଳରେ ସୁରକ୍ଷାକର୍ମୀମାନେ ଆକ୍ସନ ମୋଡରେ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଗୁଳିମାଡ଼ ପରେ ବନ୍ଧୁକାରୀ ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିଛି। ତା’ ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଥିବାରୁ, ତା’କୁ ଚିହ୍ନଟ କରିବାରେ ପ୍ରଶାସନ ଏଯାଏ ସକ୍ଷମ ହୋଇନାହିଁ।

ଘଟଣା ପରେ ସ୍କୁଲ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ମଧ୍ୟ ସିଲ କରାଯାଇଛି। ଘଟଣାସ୍ଥଳରେ ସନ୍ଧାନୀକାରୀ କୁକୁର ଓ ସାଇଣ୍ଟିଫିକ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଭେଶକାୟମା ଗାଁରେ ଥିବା ଗୋଟିଏ ଛୋଟ ପିଲାଙ୍କ ସ୍କୁଲରେ ଗୁଲିମାଡ଼ ହୋଇଛି। ମଧ୍ୟାହ୍ନ ଭୋଜନ ପରେ ବନ୍ଧୁକଧାରୀ ଜଣକ ସ୍କୁଲରେ ପଶି ପ୍ରଥମେ ୨ ଜଣ ପିଲାଙ୍କୁ ଗୁଳି କରିଥିଲା। ଏହାପରେ ଜଣେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ।

ଆଉ କିଛି ପିଲା ଓ ସ୍କୁଲ କର୍ତ୍ତୃପକ୍ଷ ଗୁଳିମାଡ଼ର ଶିକାର ହୋଇଛନ୍ତି। ଆଖିବୁଜା ଗୁଳିମାଡ଼ ପରେ ଆକ୍ରମଣକାରୀ ଜଣଙ୍କ ମଧ୍ୟ ସ୍କୁଲ ଭିତରେ ନିଜ ଇଜ-୨୭ ଡବଲ ବ୍ୟାରେଲ୍ଡ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲା। ପ୍ରଥମେ ଜଣେ ୬୮ ବର୍ଷୀୟ ବ୍ୟକ୍ତି ଗୁଳି ଚଳାଇଥିବା କୁହାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଆକ୍ରମଣକାରୀ ଜଣକ ବୟସ ବହୁତ କମ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story