କିଏ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ: କଳେ ବଳେ କୌଶଳେ ଗାଦି ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଇମ୍ରାନ୍‌ ‌ଖାନ୍‌ଙ୍କ ସବୁ ଖେଳ ଖତମ ହୋଇଯାଇଛି। ପାକିସ୍ତାନ ତେହେରିକ-ଏ ଇନ୍‌ସାଫ୍‌ ପାର୍ଟିର ମୁଖ୍ୟ ଇମ୍ରାନ ଖାନ୍‌  ପାକିସ୍ତାନ ପ୍ରାଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ।  ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ଆସନ ଚାଲି ଯାଇଛି। ଏବେ ତାଙ୍କ ସ୍ଥାନରେ ପାକିସ୍ତାନ ମୁସଲିମ ଲିଗ୍‌ର ନୱାଜର ନେତା ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ବିରୋଧୀ ଦଳଗୁଡ଼ିକ ରବିବାର ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ […]

690

690

Tapas Behera
  • Published: Sunday, 10 April 2022
  • Updated: 10 April 2022, 03:44 PM IST

Sports

Latest News

ଇସ୍‌ଲାମାବାଦ: କଳେ ବଳେ କୌଶଳେ ଗାଦି ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଇମ୍ରାନ୍‌ ‌ଖାନ୍‌ଙ୍କ ସବୁ ଖେଳ ଖତମ ହୋଇଯାଇଛି। ପାକିସ୍ତାନ ତେହେରିକ-ଏ ଇନ୍‌ସାଫ୍‌ ପାର୍ଟିର ମୁଖ୍ୟ ଇମ୍ରାନ ଖାନ୍‌  ପାକିସ୍ତାନ ପ୍ରାଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ।  ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ଆସନ ଚାଲି ଯାଇଛି। ଏବେ ତାଙ୍କ ସ୍ଥାନରେ ପାକିସ୍ତାନ ମୁସଲିମ ଲିଗ୍‌ର ନୱାଜର ନେତା ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ବିରୋଧୀ ଦଳଗୁଡ଼ିକ ରବିବାର ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିଚନ୍ତି।

ଇମ୍ରାନ୍‌ ଖାନଙ୍କ ସରକାର ପତନ ପାଇଁ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌’ (ନୱାଜ୍‌) ପାର୍ଟିର ଶରିଫ୍‌ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ସେହିପରି, ‘ପାକିସ୍ତାନ୍‌ ପିପୁଲସ୍‌ ପାର୍ଟି’ର ମୁଖ୍ୟ ବିଲାୱାଲ୍‌ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ।ପୂର୍ବରୁ ‌ଶେହବାଜ୍‌ ତିନିଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଥିଲେ।

ଅନ୍ୟ ପଟେ ବିଲ୍‌ୱାଲ୍‌ ଭୁଟ୍ଟୋ ହେଉଛନ୍ତି ପାକିସ୍ତାନର ଦିଂବଗତା ମୁଖ୍ୟମନ୍ତ୍ରୀ ବେନଜିର୍‌ ଭୁଟ୍ଟୋ ଏବଂ ପ୍ରାକ୍ତନ ରାଷ୍ଟ୍ରପତି ଅସିଫ୍‌ ଅଲି ଜର୍ଦାରିଙ୍କ ପୁଅ। ଏହି ସୂତ୍ରରେ ସେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର୍‌ ଅଲି ଭୁଟ୍ଟୋଙ୍କ ନାତି। ଶନିବାର ବିତର୍କରେ ସେ ପାର୍ଲାମେଣ୍ଟ୍‌ରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି କରିଥିଲେ। ସୂଚନା ଥାଉକି, ଶେହବାଜ୍ ପାକିସ୍ତାନ ପଞ୍ଜାବରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଏପଟେ ବିଲାୱାଲ ଭୁଟ୍ଟୋଙ୍କର ମଧ୍ୟ ରାଜନୈତିକ ଭିତ୍ତିଭୂମି ମଜଭୁତ ରହିଛି। ଶନିବାର ମଧ୍ୟ ରାତ୍ରିରେ ଆସ୍ଥା ଭୋଟ୍ ହାରିବା ପରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ଇମ୍ରାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story